Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ।…

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

ଆଉ ନାହାନ୍ତି ବିଶ୍ୱର ବୟସ୍କ ବ୍ୟକ୍ତି, ୧୧୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ । ୧୧୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୟସ୍କ ବ୍ୟକ୍ତି ସ୍ପାନିୟାର୍ଡ ସାଟ୍ରୁନିନୋ ଡି ଲା ଫୁଏଣ୍ଟି ଗାର୍ସିଆ । ୧୧୨ ବର୍ଷ ୩୪୧ ଦିନରେ ତାଙ୍କର ପରଲୋକ ହୋଇଛି । ଏନେଇ ଗୀନିଜ୍ ଓ୍ୱାର୍ଲଡ ରେକର୍ଡସ ପକ୍ଷରୁ ସୂଚନା…

ଏହିସବୁ ସ୍ଥାନକୁ ଭ୍ରମଣ ନିଷେଧ; ସତର୍କ କଲା ସିଡିସି

ୱାଶିଂଟନ: ଇସ୍ରାଏଲ, ଅଷ୍ଟ୍ରେଲିଆ, ଇଜିପ୍ଟ, ଆଲବେନିଆ, ଆର୍ଜେଣ୍ଟିନା ଏବଂ ଉରୁଗୁଏ ସମେତ ୨୨ ଟି ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯାତ୍ରା କରିବା ପାଇଁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମଙ୍ଗଳବାର ପରାମର୍ଶ ଦେଇଛି। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ଗଣତନ୍ତ୍ର ଦିବସ ସମାରୋହରେ କରୋନା ପ୍ରଭାବ; ଏଥର ବି ମୁଖ୍ୟ ଅତିଥିଙ୍କ ବିନା ଅନୁଷ୍ଠିତ ହେବ ପରେଡ୍‌

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ଭଳି ଏହି ବର୍ଷ ଏଥର ମଧ୍ୟ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶୀ ନେତା ରାଜପଥରେ ଆୟୋଜିତ ପ୍ୟାରେଡ୍‌ରେ ଯୋଗ ଦେଇପାରିବେ…

ଚଳିତ ବର୍ଷ ୨.୧ କୋଟିରୁ ଅଧିକ ଲୋକ ରହିବେ ବେରୋଜଗାର; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ହେତୁ ୨୦୨୨ ମସିହାରେ ମଧ୍ୟ ବେକାରି ସମସ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ଦୁଇ ପ୍ରତିଶତ ହ୍ରାସ ଘଟିବ। ଆଇଏଲ୍ଓ…

ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବେ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି…

ସୀତାପୁର ଜେଲରୁ ନିର୍ବାଚନ ଲଢିବେ ସମାଜବାଦୀ ନେତା ଆଜମ୍

ଉତ୍ତରପ୍ରଦେଶ: ଜେଲରେ ରହି ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ । ଆମାଜ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି । ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ତାଙ୍କୁ ଟିକେଟ୍ ଦେଇଛି ସମାଜବାଦୀ ପାର୍ଟି । ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ…

କୋଭିଡ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ: କୋଭିଡ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଛି । Ministry of Health & Family…