Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନର ଆଠ ସହର ଉପରେ ରୁଷର ଏୟାର ଷ୍ଟ୍ରାଇକ୍

କିଭ୍: ଗତ ୨୪ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନର ରାଜଧାନୀ କିଭ ସମେତ ଆଠଟି ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅନେକ ୟୁକ୍ରେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ୟୁକ୍ରେନ ଦାବି କରିଛି। ରୁଷ ଏୟାର ଷ୍ଟ୍ରାଇକ ଜରିଆରେ ୟୁକ୍ରେନବାସୀ ରହୁଥିବା ସ୍ଥାନ…

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପୂର୍ବରୁ ଏହି କାରଣ ପାଇଁ ଗସ୍ତ ବାତିଲ ହୋଇଥିଲା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଚଳିତ ମାସରେ ଭାରତ ଗସ୍ତ ଆସିବେ। ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଏପ୍ରିଲ 21ରେ ସେ ଭାରତ ପହଞ୍ଚିବେ ବୋଲି ଜଣାପଡିଛି । ବୋରିଶ ଜନସନଙ୍କ ଏହି ଗସ୍ତ ସେହି ସମୟରେ ରହିଛି ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ…

ଆଫଗାନିସ୍ତାନ୍ ଉପରେ ପାକିସ୍ତାନର ଆକ୍ରମଣ, ୩୩ ମୃତ ଏକାଧିକ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଏତିକିବେଳେ ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣା ଅନେକଙ୍କୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଆଫଗାନ ବାସିନ୍ଦା ନିହତ ଓ ଆହତ ହୋଇଥିବା ସୂଚନା ରହିଛି । ଗତ ଶୁକ୍ରବାର…

ଚକୋଲେଟ୍ କିଣିବାକୁ ଆସି ଭାରତରେ ବନ୍ଧାହେଲା ବଙ୍ଗଳାଦେଶୀ

ଭୁବନେଶ୍ୱର: ଚକୋଲେଟ୍ ମୋହରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ବଙ୍ଗଳାଦେଶୀ ଯୁବକ । ପାଖରେ ନଥିଲା ସରକାରୀ ଦସ୍ତାବିଜ୍ । ଆବଶ୍ୟକ ମନେ କରୁନଥିଲା ପ୍ରମାଣ କି ଅନୁମତି ପତ୍ର । ଶେଷରେ ଏହି ଖାମ ଖିଆଲ୍ ମନୋଭାବ ହିଁ ସେହି ବଙ୍ଗଳାଦେଶୀ ଯୁବକକୁ ଭାରତରେ ଧରାପକାଇଛି । ବଙ୍ଗଳାଦେଶର ଶାଲଦା…

ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି । ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା ।…

୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଶୈଳୀରେ ପରିବର୍ତନ ନେଇ ନିଷ୍ପତ୍ତି ହୋଇନି: ସିବିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁଭଳି ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଅଲଗା ଅଲଗା ହେଉଥିଲା ତାହା ଆଉ ହୋଇନପାରେ । ଆଗକୁ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ଏହାପୂର୍ବରୁ ଏଭଳି କିଛି ଚର୍ଚ୍ଚା ଚାଲିଛି । କିନ୍ତୁ ଚର୍ଚ୍ଚା…

ଠିକାଦାରଙ୍କ ଆତ୍ମହତ୍ୟା, ଇସ୍ତଫା ଦେଲେ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେ. ଏସ୍. ଈଶ୍ୱରପ୍ପା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ…

ବଡ଼ ଖବର: ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା, ଏକ୍ସପ୍ରେସ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ମାଟୁଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଟୁଙ୍ଗା ଓ ଦାଦର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ, ମାଗଣାରେ ବୁଷ୍ଟର ଡୋଜ ଦେବ ଆପ୍ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୩୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ତେଣୁ କରୋନାର ଏକ ନୂଆ ଲହର ଆସିପାରେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଚିନ୍ତାପ୍ରକଟ କରିବା ସହ ଏ ନେଇ ସତର୍କ ରହିବାକୁ ପରାମର୍ଶ…

କେସ ପ୍ରତ୍ୟାହାରା ପାଇଁ ଟିଏମସି ନେତାଙ୍କ ଧମକ, ନିଜ ଦେହରେ ନିଆଁ ଲଗାଇଦେଲେ ପୀଡ଼ିତା

କୋଲକାତା: ପଶ୍ଚିମବଙ୍ଗରେ ବଢି ଚାଲିଛି ଟିଏମସି ନେତାଙ୍କ ଦୌରାତ୍ମ୍ୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳର ନେତାଙ୍କ ବିରୋଧରେ ବଢି ଚାଲିଛି ହିଂସା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧିକ ମାମଲା । ଜଣେ ଆଦିବାସୀ ଝିଅଙ୍କୁ ଟିଏମସି ନେତାଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ…