Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩ ବର୍ଷ ପରେ ମୁକ୍ତ ହେଲେ ସାଉଦି ଆରବ ରାଜକୁମାରୀ, ଝିଅ

ରିୟାଦ: ୩ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ସାଉଦି ଆରବର ରାଜକୁମାରୀ ବାସମା ବିଂଟ ସାଉଦ ଏବଂ ତାଙ୍କ ଝିଅ ସୁହାଦ ଅଲ ଶରୀଫ । ୫୭ ବର୍ଷୀୟା ବାସମା ମହିଳାଙ୍କ ଅଧିକାର ଏବଂ ସାମ୍ବିଧାନିକ ଶାସନ ନେଇ ଲଢ଼ି ଆସୁଥିଲେ । ୨୦୧୯ରେ ସେ ନିଖୋଜ ହେବା ପରେ ତାଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ୨୦୨୦ରେ…

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ…

ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜାମ୍ମୁ ଓ କାଶ୍ମୀର : ଉତ୍ତର ଭାରତରେ ବରଫ ବିପତ୍ତି । ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ତାପମାତ୍ରା ବ୍ୟାପକ ହ୍ରାସ ପାଇବା ସହ ତୁଷାରପାତ ଜାରି ରହିଛି । ବିଭିନ୍ନ ସ୍ଥାନରେ ବରଫ ଧସିବା ଦେଖିବାକୁ ମିଳୁଛି । ପ୍ରବଳ ତୁଷାରପାତକୁ ନେଇ କାଶ୍ମୀରରେ ରେଡ ଆଲର୍ଟ…

ବନ୍ଦ ହେବ ତୁର୍କମେନିସ୍ତାନର ନର୍କର ଦ୍ୱାର !

ଅଶଗବାତ: ତୁର୍କମେନିସ୍ତାନର ପ୍ରମୁଖ ସ୍ଥାନ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ଗେଟ୍ସ ଅଫ ହେଲ(ନର୍କର ଦ୍ୱାର)କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପ୍ରାକୃତିକ ଗ୍ୟାସ କ୍ରେଟର ଅସ୍ତିତ୍ୱ ଏଥର ସମାପ୍ତ ହେବ । ରାଜଧାନୀ ଅଶବବାତଠାରୁ ୧୬୦ ମାଇଲ ଦୂରରେ ଥିବା…

ଆରବ ସାଗରର ଭାରତୀୟ ସୀମାରେ ଧରାପଡିଲେ ୧୦ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ ସଫଳତା ମିଳିଛି । ଆରବସାଗରେ ଗସ୍ତ କରୁଥିବା ଭାରତୀୟ ଜାହଜ ଅଙ୍କିତ ଶନିବାର ରାତିରେ ଏକ ନୌକା ସମେତ ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛି । ଭାରତୀୟ ଜଳକ୍ଷେତ୍ରରେ ନୌକାଟି ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ…

[ଭିଡିଓ] ବ୍ରାଜିଲରେ ଅଘଟଣ; ପାହାଡ଼ରୁ ଧସିଲା ପଥର, ୭ ମୃତ

ବ୍ରାଜିଲ୍: ଏମିତିବି ଆସିପାରେ ମୃତ୍ୟୁ । ଏହି ସଂସାରରେ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବାକୁ ପଡ଼ିଥାଏ । ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସିବ ତାହା କାହାକୁ ଜଣାନଥାଏ । ଆପଣ ଅନେକ ସମସୟରେ ଅନେକ ପ୍ରକାରର ମୃତ୍ୟୁ ହୋଇଥିବା ଦେଖିଥିବେ । ଏଠିମଧ୍ୟ କିଛି ଅଦ୍ଭୁତ…

ଜାନୁୟାରୀ ୧୨ରୁ ଆରମ୍ଭ ହେବ NEET-PG କାଉନ୍‌ସେଲିଂ 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର କହିଛନ୍ତି ଯେ ୨୦୨୧-୨୦୨୨ ପାଇଁ NEET-PG କାଉନ୍‌ସେଲିଂ  ଜାନୁୟାରୀ ୧୨ରୁ ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟଙ୍କ କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ NEET-PG କାଉନ୍‌ସେଲିଂ ସମ୍ପର୍କରେ ଏକ ବିବୃତ୍ତି ଜାରି…

କେମିତି ଭୋଟ୍‌ ଦେବେ କରୋନା ସଂକ୍ରମିତ ବ୍ୟକ୍ତି?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କରୋନା ବିସ୍ଫୋରଣ ହେତୁ କୌଣସି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ…

ବରୁଣ ଗାନ୍ଧୀ କରୋନା ପଜିଟିଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ସାଂସଦ ବରୁଣ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ରିପୋର୍ଟ ପିଜିଟିଭ ଆସିଥିବା କହିଛନ୍ତି ବରୁଣ। ବରୁଣ…

ମାସ୍କ ପିନ୍ଧିଲେ ହବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରିବାରେ ସରକାରଙ୍କର କୌଣସି ଯୋଜନା ନାହିଁ। କେଜ୍ରିୱାଲ କହିଛନ୍ତି ଯେ, "ଆମେ ଲକଡାଉନ୍ ଲଗାଇବାକୁ ଚାହୁଁ ନାହୁଁ, ଯଦି ଆପଣ ମାସ୍କ…