Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାସା ଜ୍ୱର ମହାମାରୀର ରୂପ ନେବ: ସ୍ୱାସ୍ଥ୍ୟ ଅଧିକାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଚିନ୍ତା ସରିନଥିବା ଏବେ ପୁଣି ଲାସା ଜ୍ୱରକୁ ନେଇ ଚିନ୍ତା ବଢିଲାଣି । ଏହା କୌଣସି ସାଧାରଣ ଜ୍ୱର ନୁହେଁ । ଜଣେ ବ୍ୟକ୍ତିର ଜୀବନ ନେବାର କ୍ଷମତା ରଖେ ଏହି ଜ୍ୱର । ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଲାଣି । ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀର…

ବାପାଙ୍କ ପାଇଁ ଚିଠି ଲେଖି ୧୧ ମହଲା ଛାତରୁ ଡେଇଁପଡ଼ିଲେ ଯୁବତୀ

ଗାଜିଆବାଦ: ବାପା ଆପଣ ଥିଲେ କେହି ଖୁସିରେ ରହିପାରିବେନି । ମୁଁ ଯେଉଁ ଲକ୍ଷ୍ୟ ରଖି କାମ କରୁଥିଲି ତାହା ମିଳୁନାହିଁ । ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲିନି । କିଛି ଏଇଭଳି ଭାବେ ଏକ ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷିୟ ଫ୍ୟାସନ ଡିଜାଇନର । ଉତ୍ତରପ୍ରଦେଶର…

ଷ୍ଟାମ ପେପରେ ସର୍ତ୍ତ ରଖି ବାଜି ଲଗାଇଲେ ଦୁଇ ଦଳର କର୍ମୀ: ୨ ଗିରଫ

ଗାଜିଆବାଦ: ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୧ଟି ଜିଲ୍ଲାରେ ୫୮ଟି ଆସନରେ ଭୋଟ ହୋଇ ସାରିଛି । ଭୋଟ ପରେ ଗାଜିଆବାଦର ଲୋନି ବିଧାନସଭା କ୍ଷେତ୍ରକୁ ନେଇ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏଠାରେ ସମାଜବାଦୀ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ବେଳେ…

କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ କୁମାର କଂଗ୍ରେସକୁ ବାଏ ବାଏ କରି ଦଳ ବିରୋଧରେ ବିଷ ଓଗାଳିଲେ

ନୂଆଦିଲ୍ଲୀ: ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର । କଂଗ୍ରେସ ଦଳ ଛାଡିବା ପରେ ସେ କଂଗ୍ରେସ ଉପରେ ନିଦ୍ଧୁମ ବର୍ଷିଥିଲେ । ଜାହାକୁ ନେଇ ରାଜନୈତିକ ମାହଲରେ ଚର୍ଚ୍ଚା ଯୋର ଧରିଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଅଶ୍ୱିନୀ…

ଲଖିମପୁର ଖେରିରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲରୁ ବାହାରିଲେ

ଉତ୍ତରପ୍ରଦେଶ: ଲଖିମପୁର ଖେରି ହିଂସା ଘଟଣା । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ୍ । ଜାମିନ୍ ପରେ ସେ ଆଜି ଜେଲରୁ ବାହାରିଛନ୍ତି । ୫ଦିନ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ…

ଗୋଖାଦ୍ୟ ଦୁର୍ନୀତିରେ ପୁଣି ଲାଲୁ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ ପୂରା ମାମଲା

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଝଟକା ଲାଗିଛି । ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କ ସମେତ ଏହି ମାମଲାରେ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାଞ୍ଚର ସିବିଆଇ କୋର୍ଟ ।…

ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ହଟାଇ ଦେଲା ୟୁଟ୍ୟୁବ୍

ନୂଆଦିଲ୍ଲୀ: ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ୍ । ଚ୍ୟାନେଲର ହୋମ୍ ପେଜରେ ଲେଖା ଆସୁଛି ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନର ଉଲ୍ଲଂଘନ ପାଇଁ ଏହିଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ସୋସିଆଲ୍ ମିଡିଆ ସାଇଟ୍ ରେଡିଜରେ କିଛି ୟୁଜର୍ସ ସ୍କ୍ରିନ୍ ସଟ୍ ଓ ଭିଡିଓ ସେୟାର…

୩୦ ହଜାର ତଳେ ଦେଶରେ ଦୈନିକ କରୋନା କେସ୍, ୩୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା କାୟା । ୩୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୪୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମଣ ୧୯.୭ ପ୍ରତିଶତ କମିଛି । କେରଳରୁ ସର୍ବାଧିକ ୮୯୮୯ ପଜିଟିଭ୍ ବାହାରିଥିବା ବେଳେ…

ପାକିସ୍ତାନ: ଖାଲି କୋଠାରୁ ୧୦ହଜାର ୫୭୫କୋଟି ୬୨ଲକ୍ଷ ୧୦ହଜାର ଟଙ୍କାର ଡ୍ରଗ୍ସ ଜବତ

କରାଚି: ପାକିସ୍ତାନରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ନେଇ ପାକର ସିନ୍ଧ ଅବକାରି ବିଭାଗ ଓ ନାର୍କୋଟିକ୍ସ ନିୟନ୍ତ୍ରଣ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନାର୍କୋଟିକ୍ସ ଟିମ ଏକ ଖାଲି କୋଠାରୁ ୧.୪ ଡଲାରର ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ…

୭୩ ବର୍ଷରେ ବୃଦ୍ଧା ପାଇଲେ ପ୍ରକୃତ ପ୍ରେମ

ୱାଶିଂଟନ:ପ୍ରେମ ଦିବସରେ ଆଜି ସମସ୍ତେ ମତୁଆଲା ହୋଇଥିବା ବେଳେ ମନରେ ଶିହୀରଣ ସୃଷ୍ଟି କରିବା ପରି ଆଉ ଏକ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ୭୩ ବର୍ଷୀୟ କାରୋଲ ଏଚ ମ୍ୟାକ ପରିଣତ ବୟସରେ କିପରି ପ୍ରକୃତ ପ୍ରେମ ପାଇଥିଲେ ତାହା ଟୁଇଟରରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଜୀବନ ଅଦ୍ଭୁତ…