Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ସ୍କୁଲ୍ ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କ ହିଜାବ୍ ଖୋଲାଗଲା

କର୍ଣ୍ଣାଟକ: ଆଜି କର୍ଣ୍ଣାଟକର ଏକ ସରକାରୀ ସ୍କୁଲର ଗେଟ୍ ସମ୍ମୁଖରେ ଛାତ୍ରୀମାନଙ୍କୁ ହିଜାବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍କୁଲ ପରିସର ଭିତରକୁ ଛାତ୍ରୀମାନେ ପଶିବା ପୂର୍ବରୁ ତାଙ୍କୁ ହିଜାବ ଖୋଲିବା ପାଇଁ କୁହାଯାଇଥିଲା । ସୂଚନାଥାଉକି, ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା…

୨୦୨୨ର ପ୍ରଥମ ଡିଜିଟାଲ ଷ୍ଟ୍ରାଇକ୍ : ୫୪ ଚାଇନା ଆପ୍ ବ୍ୟାନ୍ କଲେ ସରକାର

ଭୁବନେଶ୍ୱର: ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ହେଲା । ଚାଇନିଜ୍ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆପ୍ ଉପରେ ଲାଗିଲା କଟକଣା । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ…

ଶ୍ରୀଲଙ୍କାର ଦାଦାଗିରି, ୨ଟି ବୋଟ ସହ ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ନୌସେନା

ଚେନ୍ନାଇ: ଶ୍ରୀଲଙ୍କା ନୌସେନାଙ୍କ ଦାଦାଗିରି । ରାମେଶ୍ୱରମ ଉପକୂଳରୁ ୨ଟି ବୋଟ୍ ସହ ୧୨ ଜଣ ଭାରତୀୟଙ୍କୁ ଗିରଫ କଲା ଶ୍ରୀଲଙ୍କା ସେନା । ୧୨ ଜଣ ଭାରତୀୟଙ୍କୁ ଗିରଫ କରି ଶ୍ରୀଲଙ୍କା ଜେଲରେ ରଖାଯାଇଥିବା ସୂଚନା ରହିଛି । ଶନିବାର ଏହି ଘଟଣା ଘଟିଥିବା ନେଇ ତାମିଳନାଡ଼ୁ ସରକାର ସ୍ପଷ୍ଟ କରିଛନ୍ତି…

ବିଧାୟକଙ୍କୁ ହତ୍ୟା ଧମକ, ନିଜ ରକ୍ଷା ପାଇଁ ପୋଲିସକୁ ଲେଖିଲେ ଚିଠି

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ବିଧାୟକ ଶୌକତ ମୌଲାଙ୍କୁ କିଛି ଲୋକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବିଧାୟକ ମୌଲା ନିଜ ପାଇଁ ସୁରକ୍ଷା ଦାବି କରି ଜିବନ୍ତଲା ପୋଲିସକୁ ଏକ ଚିଠି ଲେଖିଛନ୍ତି । ତାଙ୍କୁ ଯେ କୌଣସି ସମୟରେ ହତ୍ୟା କରାଯାଇପାରେ ବୋଲି କହିଛନ୍ତି ।…

ରୁଷ ସୀମାରେ ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ

ମସ୍କୋ: ୟୁକ୍ରେନ ବିବାଦ ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି କହିଲେ ଭୁଲ ହେବନି । ଏହା ମଧ୍ୟରେ ରବିବାର ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହଜ ରୁଷ ସୀମାରେ ନିୟୋଜିତ ହୋଇଛି । ଏହା ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ରୁଷ ଅଭିଯୋଗ କରିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ…

ଡାଇନୋସରଙ୍କୁ ବି ଥଣ୍ଡା, କାଶ ହେଉଥିଲା !

ନୂଆଦିଲ୍ଲୀ: ବିଲୁପ୍ତ ପ୍ରାଣୀ ଡାଇନୋସର ନେଇ ବିଭିନ୍ନ ତଥ୍ୟ ଗବେଷକମାନେ ପ୍ରଦାନ କରିବାରେ ଲାଗିଛନ୍ତି । ପୂର୍ବରୁ ଜୀବାଶ୍ମରୁ ହାଡଜନିତ ସମସ୍ୟା ଏବଂ କର୍କଟ ରୋଗ ହେଉଥିବା ଜଣାପଡିଥିଲା । ସାଇଟିଂଫିକ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଡଲି ନାମକ ଡାଇନୋସର ଥଣ୍ଡାରେ ସଂକ୍ରମିତ ହୋଇଥିଲା…

ପୁଟିନଙ୍କୁ ଚେତେଇଲେ ବାଇଡେନ୍: ୟୁକ୍ରେନ୍ ଆକ୍ରମଣ କଲେ ପରିଣାମ ଭୟାବହ ହେବ

ଓ୍ୱାଶିଂଟନ୍: ୟୁକ୍ରେନ-ରୁଷିଆ ଭିତରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ୟୁକ୍ରେନ୍ ସଂକଟ ଉପରେ ସାରା ବିଶ୍ୱର ନଜର ରହିଛି । ଯେକୌଣସି ସମୟରେ ରୁଷିଆ ୟୁକ୍ରେନ୍ ଉପରେ ହମଲା କରିପାରେ । ଯଦି ରୁଷିଆ ଆକ୍ରମଣ କଲେ ତେବେ ପରିସ୍ଥିତି ଓ ପରିଣାମ ଭୟାବହ ହେବ । ରୁଷ୍ ରାଷ୍ଟ୍ରପତି…

୫୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ପୋଡ଼ିଲା ପୋଲିସ

ବିଶାଖାପାଟନମ୍: ଆଜି ବିଶାଖାପାଟନମ୍ ପୋଲିସ ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଗତ ଦେଢ ବର୍ଷ ଭିତରେ ରାଜ୍ୟର ୪ଟି ଜିଲ୍ଲାରୁ ୨ ଲକ୍ଷ କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା । ଏନେଇ ୪ଟି ଜିଲ୍ଲାର ବିଭିନ୍ନ ଥାନାରେ…

ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ:ଦେଶର ଉଦ୍ୟୋଗପତି ବାଜାଜ ଅଟୋ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ୮୩ ବର୍ଷ ବୟସରେ ପୁଣେରେ ତାଙ୍କର ଦେହାନ୍ତ ହୋଇଛି । ବାଜଜ ଗ୍ରୁଫ୍ ପକ୍ଷରୁ ସୂଚନା ମିଳିଛି ,ଶନିବାର ଦିନ ୨.୩୦ ମନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି । ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର…