Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ-କଶ୍ମୀର ଅନନ୍ତନାଗରେ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁ କଶ୍ମୀର ଅନନ୍ତ ନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅନନ୍ତନାଗ ଜିଲ୍ଲାର ଅରୱାନି ଅଞ୍ଚଳର ଏହି ଏନକାଉଣ୍ଟର ହୋଇଥିଲା । ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଅରୱାନି ଅଞ୍ଚଳରେ ଆତଙ୍କବାଦୀ ମାନେ…

ଓମିକ୍ରନ୍‌ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ଡେଲ୍‌ମିକ୍ରନ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଏବେ କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଭାରିଆଣ୍ଟ ସହିତ ଲଢୁଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ୍‌। ୟୁରୋପର ଅନେକ ଦେଶରେ ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ପଛରେ ଏକ ନୂତନ ଡେଲମିକ୍ରନ୍ ପ୍ରକାର ରହିଛି ବୋଲି ସନ୍ଦେହ କରାଯାଉଛି।…

ବଙ୍ଗଳାଦେଶରେ ଯାତ୍ରୀବାହୀ ଜାହଜରେ ଲାଗିଲା ନିଆଁ : ୩୬ ମୃତ,୨୦୦ ଆହତ

ଢାକା : ଦକ୍ଷିଣ ବଙ୍ଗଳାଦେଶରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୋକମାନେ ଏକ ଜାହାଜରେ ଯାଉଥିବା ସମୟରେ ହଠାତ୍ ଜାହାଜରେ ନିଆଁ ଲାଗି ଯାଇଥିଲା ।  ଫଳରେ ଘଟଣା ସ୍ଥଳରେ ୩୬ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି…

ଲୁଧିଆନା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ‘ବାବର ଖାଲସା’!

ନୂଆଦିଲ୍ଲୀ: ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଚାଲିଛି। ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ଏହାକୁ ଜାଣିବା ପାଇଁ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛନ୍ତି। ଏହି ସମୟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବିସ୍ଫୋରଣରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ବାବର ଖାଲସା…

ଓମିକ୍ରନ୍‌ ଭୟ; ଖ୍ରୀଷ୍ଟମାସଠୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ବଢୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଖ୍ରୀଷ୍ଟମାସ ଠାରୁ ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୫ ରୁ ରାତି ୧୧ ଟା ରୁ ୫ ଟା ପର୍ଯ୍ୟନ୍ତ ୟୁପିରେ ରାତ୍ରି କର୍ଫ୍ୟୁ ଲାଗୁ ହେବ। ବିବାହ ଉତ୍ସବ କିମ୍ବ‌ା…

୩୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁରୁବାର ଦିନ ଗୋଟିଏ ଦିନରେ ରେକର୍ଡ ୮୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୩୪୧ ଅତିକ୍ରମ କରିଛି। ଏହାପୂର୍ବରୁ ବୁଧବାର ଦିନ ଓମିକ୍ରନ୍‌ ମାମଲା ୨୦୦ ଟପିଛି।…

୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ୍‌ ଟିକା ବାଧ୍ୟତାମୂଳକ କଲା ଏହି ଦେଶ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ବରେ ତାଣ୍ଡବ ରଚିବା ପରେ ଗୁରୁବାର  ଇକ୍ୟୁଏଡର୍ ପ୍ରଥମ ଦେଶ ଭାବେ କରୋନା ଟିକାକରଣକୁ ବାଧ୍ୟତାମୂଳକ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୫ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ପିଲାଙ୍କ…

ମୂଳ ଭୂତାଣୁ ଅପେକ୍ଷା ୩୧୮% ଅଧିକ ବେଗରେ ବ୍ୟାପୁଛି ଓମିକ୍ରନ୍‌

ନୂଆଦିଲ୍ଲୀ: ଦେଶରେ କରୋନାର ନୂତନ ପ୍ରକାର, ଓମିକ୍ରନ୍, ମୂଳ ଭୂତାଣୁ ଅପେକ୍ଷା ତିନି ଗୁଣ ଅଧିକ ବେଗରେ ବିସ୍ତାର କରୁଛି। ଓମିକ୍ରନ୍‌ ସଂକ୍ରମଣର ପ୍ରଥମ ମାମଲା ଭାରତରେ ୨ ଡିସେମ୍ବରରେ ମିଳିଥିଲା। ମାତ୍ର ୧୯ ଦିନ ମଧ୍ୟରେ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୨୦୦ ଟପିଗଲାଣି। ଅପରପକ୍ଷେ, ମୂଳ…

ଓମିକ୍ରନ୍ ଭୟ: ୫ ରାଜ୍ୟରେ ନିର୍ବାଚନ ଟାଳିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆସନ୍ତାବର୍ଷା ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତାରିଖ ଘୋଷଣା ହୋଇ ନଥିଲେ ବି ଉଷ୍ଣତା ବଢ଼ିଛି । ଏହାରି ଭିତରେ ସାରା ଦେଶରେ ଓମିକ୍ରନ୍ ମାମଲା ବି ବଢିବାରେ ଲାଗିଛି । କେନ୍ଦ୍ର ସରକାର ବଡ଼ ବଡ଼ କାର୍ୟ୍ୟକ୍ରମ, ସଭା…

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଏହି ଡିଆରଡିଓ ଉତ୍କ୍ଷେପଣ କରିଥିଲା । ଅଭ୍ୟାସ ହେଉଛି ଚାଳକ ବାହୀନି ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । ଏହା ରାଡାର ଓ ଅପଟି ସିଷ୍ଟମ ଦ୍ୱାରା ପରିଚାଳିତ । ଏହା…