Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ: କରୋନା ମହାମାରୀର କରାଳ ରୂପ ନେଇ ଆସୁଥିବା ଓମିକ୍ରନ ଭାରିଏଂଟକୁ ରୋକିବା ପାଇଁ ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ କଡାକଡି ଭାବେ ଲାଗୁ କରାଯିବ । ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ କେହି ଘରୁ…

ବରଫ ପାଲଟିଗଲା ନାକୋ ହ୍ରଦ, ଫୁଟବଲର ମଜା ଉଠାଉଛନ୍ତି ଛୋଟ ପିଲା

କିନୌର: ହିମାଚଳପ୍ରଦେଶର କିନୌର ଜିଲା ପ୍ରବଳ ଥଣ୍ଡା ଯୋଗୂୁ ଏକପ୍ରକାର ବରଫର ସହର ପାଲଟିଯାଇଛି । ଏଠାକାର ପର୍ଯ୍ୟଟନ ସ୍ଥଳ ନାକୋ ହ୍ରଦ ସମ୍ପୂର୍ଣ୍ଣ ଭାବେ ବରଫ ପାଲଟି ଯାଇଛି । ଏଥିରେ ପିଲାମାନେ ଫୁଟବଲ ଏବଂ ସ୍କେଟିଂର ମଜା ଉଠାଉଛନ୍ତି । ଜୀବଜନ୍ତୁଙ୍କ ପାଇଁ ଏଠାରେ ପାନୀୟ ଜଳ ମୁଖ୍ୟ ସମସ୍ୟା…

କଶ୍ମୀରରେ ଖସିଲା ପାରଦ ; ବରଫ ପାଲଟିଲା ନଦୀ ,ଝରଣା

କଶ୍ମୀର : କଶ୍ମୀରରେ ଜାରି ରହିଛି ପ୍ରବଳ ଥଣ୍ଡା । କଶ୍ମୀରର କିଛି ଅଞ୍ଚଳରେ ତାପାମାତ୍ରା ଜିରୋ ଡିଗ୍ରୀରେ ପହଁଞ୍ଚିଲାଣି । ଫଳରେ ଅନେକ ନଦୀ, ହ୍ରଦ, ଝରଣା ଆଦି ବରଫାବୃତ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରୀନଗରରେ ରାତିର ତାପମାତ୍ରା ମାଇନସ୍ ୬ ଡିଗ୍ରୀ ଗୁଲମାର୍ଗ…

ବଢୁଛି ଜ୍ୟାକଲିନଙ୍କ ପାଇଁ ଅଡୁଆ, ଜବତ ହେବ ସମସ୍ତ ଉପହାର

ମୁମ୍ବାଇ : ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ । ଆର୍ଥିକ ଜାଲିଆତି ଘଟଣାର ନାୟକ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଜ୍ୟାକଲିନ୍ ପାଇଥିବା ସମସ୍ତ ଉପହାରକୁ ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କୁ ଗତ ବର୍ଷ ଡିସେମ୍ବର ଓ ଅଗଷ୍ଟ…

[ଭିଡିଓ] ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଚୁଟି କାଟୁଛନ୍ତି ଭାରତୀୟ ମହାକାଶଚାରୀ

ଭୁବନେଶ୍ୱର: ସ୍ପେସ୍ ସେଲୁନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ସ୍ପେସ୍ ସେଲୁନ ନାମକ ଶବ୍ଦ ପଢି ଆପଣଙ୍କ ମନରେ ସାମାନ୍ୟ ଭ୍ରମ ସୃଷ୍ଟି ହୋଇଥିବ । ତେବେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଉତ୍ତୋଳନ ହୋଇଥିବା ଏକ ଭିଡିଓକୁ ଦେଖିଲେ, ଆପଣ ସମସ୍ତ ଘଟଣା ବୁଝିପାରିବେ । ଏହି…

ଭିଆଇପିଙ୍କ ସୁରକ୍ଷାରେ ୩୨ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଏଥର ଭିଆଇପିଙ୍କୁ ସୁରକ୍ଷା ଦେବେ ମହିଳା କମାଣ୍ଡୋ । ସେଥିପାଇଁ ପ୍ରସ୍ତୁତ ସିଆରପିଏଫ ଟିମ୍ । ପ୍ରଥମକରି ଭିଆଇପିଙ୍କୁ ସୁରକ୍ଷା ଦେବେ ୩୨ଜଣ ମହିଳା କମାଣ୍ଡୋ । ସରକାରୀ ସୂତ୍ର ଅନୁସାରେ, ଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ତାଲିମ ପାଇଛନ୍ତି ସିଆରପିଏଫ ମହିଳା କମାଣ୍ଡୋ ।…

ଦୀର୍ଘଦିନ ପରେ ବଡ ପରଦାକୁ ଫେରୁଛନ୍ତି ସୋନୁ ସୁଦ୍

ମୁମ୍ବାଇ: ବେଶ କିଛିଦିନ ଧରି ବଡ ପରଦାରୁ ଦୂରେଇ ରହିଥଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସବା ଲାଗି ସଜବାଜ ହେଉଛନ୍ତି । ଆଗାମୀ ଦିନରେ ସୋନୁ ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ୍ ପରି ଏହାର ଫାଷ୍ଟଲୁକ୍ ପୋଷ୍ଟର ମଧ୍ୟ…

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ, ୨ ମୃତ

ପଞ୍ଜାବ : ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି । ଅନେକ ଲୋକ ଆହତ ହେବା ସହ ଭୟରେ ଘଟଣା ସ୍ଥଳରୁ ପଳାଇଛନ୍ତି । ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି…

ଭାରତରେ ଓମିକ୍ରନ୍ ଚିନ୍ତା: ଆଜି ପ୍ରଧାନମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ପଜିଟିଭ୍ ବାହାରିଲେଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ କେସ୍ ବଢୁଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ । ଯଦିଓ ସେଲିବ୍ରେସନ୍ ଉପରେ ବିଭିନ୍ନ ରାଜ୍ୟ କଟକଣା…

[ଭିଡିଓ] ସୋସିଆଲ୍ ମିଡିଆରେ ବିରାଟ କୋହଲିଙ୍କ ନୂଆ ଖୁଲାସା

ଭୁବନେଶ୍ୱର: ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଏହି ଖାସ ଖେଳାଳିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ବିରାଟ ବ୍ଲାକ ୱାଟର୍ ସେବନ କରିବା ସହ ତାଙ୍କ ପ୍ରାଇଭେଟ୍ ଜେଟ୍ ଥିବା ନେଇ ଚର୍ଚ୍ଚା ଖୁବ…