Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱ ଛାଡନ୍ତୁ , ନୂଆ ଅଧ୍ୟକ୍ଷ ଖୋଜାଯାଉ : କପିଲ ଶିବଲ

ଦିଲ୍ଲୀ : ଗାନ୍ଧୀ ପରିବାର ଛଡା ଆଉ କାହାକୁ କଂଗ୍ରେସ ନେତୃତ୍ୱ ଗଢିବାର ସୁଯୋଗ ଦିଆଯାଉ । ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ୫ଟି ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସ୍ୱର ଉଠାଇଛନ୍ତି…

କିଙ୍ଗଖାନ୍ ଶାହରୁଖ ଆଣୁଛନ୍ତି ନିଜର ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍ ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା' ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି ।…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ବେଙ୍ଗାଲୁରୁ :କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି  ।  ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା…

ମହଙ୍ଗା ହେଲା ଚା’-କଫି ଓ ନୁଡଲ୍ସ

ଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି…

[ଦେଖନ୍ତୁ ଭିଡିଓ] ଚୀନରେ ପୁଣି ବଢିଲା ସଂକ୍ରମଣ ,୧୦ ସହରରେ ତାଲାବନ୍ଦ

ବେଜିଂ: ଚାଇନାରେ ପୁଣି ସଂକ୍ରମଣ ଭୟ ବଢିବାରେ ଲାଗିଛି । ଆରମ୍ଭ ହୋଇଯାଇଛି ତାଲା ବନ୍ଦ । ୧୦ ସହରରେ ତାଲା ବନ୍ଦ ହୋଇଛି । ୧୦ଟି ସହରରେ ଏବେ ଲକଡାଉନ୍ ଘୋଷଣା ହୋଇଛି । ୫,୨୮୦ ନୂତନ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ଅନୁଯାୟୀ, କୋଭିଡ -୧୯ ଆରମ୍ଭରୁ ଗୋଟିଏ…

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ…

ଚୀନରେ କରୋନା ରଚୁଛି ତାଣ୍ଡବ, ଲକଡାଉନରେ ୫ କୋଟି ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ତାଣ୍ଡବ ରଚୁଛି ମହାମାରୀ । ସଂକ୍ରମଣ ହୁ ହୁ ହୋଇ ବଢୁଛି । ଦିନକରେ ଡବଲ୍ ହେଉଛି କରୋନା କେସ୍ । ଓମିକ୍ରନ୍ ଓ ଡେଲଟା ଦ୍ରୁତ ମାଡୁଛି । ବର୍ତ୍ତମାନ ସଂକ୍ରମଣ କରୋନାର ସବୁ ରେକର୍ଡ ପାର କରିଛି । ଗତ ୨୪ ଘଣ୍ଟାରେ ୫ହଜାରରୁ ଅଧିକ…

ସ୍କୁଲ କଲେଜରେ ହିଜାବକୁ ଅନୁମତି ନାହିଁ, ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଜାବ ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସ୍କୁଲ କଲେଜରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଉଡୁପିର ଛାତ୍ରୀ ସ୍କୁଲରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ…

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର…

ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ, ୨୦ ମୃତ

ଦିଲ୍ଲୀ: ତୀବ୍ରରୁ ତୀବ୍ର ହେଉଛି ଋଷ- ୟୁକ୍ରେନ ଯୁଦ୍ଧ ।  ଏବେ ପୁଣି ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣରେ ୨୦ ମୃତ । ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ । ଋଷ୍ ପ୍ରତିରକ୍ଷା…