Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲାନି ସୁଯୋଗ, ପ୍ରତିବାଦ କରିବ ବିଜେଡ଼ି

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ସୁଯୋଗ ଦେଲାନି କେନ୍ଦ୍ର, ପ୍ରତିବାଦ କରିବ ବିଜେଡି । ଜାନୁଆରୀ ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବାର ସୁଯୋଗ ନମିଳିବା ଦୁଃଖର କଥା । ଏହାର ପ୍ରତିବାଦ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି…

ଟେନିସ୍‌କୁ ଅଲବିଦା କହିଲେ ସାନିଆ ମିର୍ଜା, ୨୦୨୨ ଶେଷ ସିଜିନ୍‌

ଭୁବନେଶ୍ୱର: ସନ୍ୟାସ ଘୋଷଣା କଲେ ଭାରତର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଆଜି ସେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ମହିଳା ଡବଲ୍ସ ମ୍ୟାଚରେ ପରାଜିତ ହେବା ପରେ ଚଳିତବର୍ଷ ସାନିଆ ଶେଷ…

[ଭିଡିଓ] ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର: ବିଳାସମୟ ଯାତ୍ରୀବାହୀ ବସରେ ହଠାତ୍ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ୍ । ସେହି ବସରେ ଥିବା ଜଣେ ମହିଳା ଜୀଅନ୍ତା ଜଳିଯାଇଥିଲେ । ଅନ୍ୟପଟେ ଜଣେ ପୁରୁଷ ବ୍ୟକ୍ତି ଗଭୀର ଭାବେ ଆହତ ହୋଇଥିବା ସୂଚନା ରହିଛି । ଗତକାଲି ଗୁଜରାଟର ସୁରଟ୍ ସହରରେ ଏପରି ହୃଦୟ ବିଦାରକ…

୨୮ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮,…

ଆମେରିକାକୁ ସମସ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆମେରିକା ବିମାନ ବନ୍ଦରରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହାର ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଭାରତରୁ ଆମେରିକାକୁ ବିମାନସେବା ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ଭାରତରୁ ଆମେରିକାକୁ ଆମର ବିମାନ ସେବା ୧୯ ଜାନୁୟାରୀ…

[ଭିଡିଓ] ମୋଦିଙ୍କୁ ପାକିସ୍ତାନରୁ ଡାକରା, ଆମକୁ ଉଦ୍ଧାର କର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ବାସିନ୍ଦା ସହାୟତା ପାଇଁ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁଜାଫରବାଦ…

[ଭିଡ଼ିଓ]ସ୍ୱିମିଂ ପୁଲରୁ ଆବର୍ଜନା ବାହାର କରୁଛି ହଂସ, ବାଣ୍ଟୁଛି ସଚେତନତା ବାର୍ତ୍ତା

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ଲାଷ୍ଟିକ ଯେ କ୍ଷତିକାରକ ମଧ୍ୟ ହୋଇପାରେ ତାହାକୁ ଲୋକେ ବୁଝିବା ଦରକାର । ପ୍ଲାଷ୍ଟିକରେ ତିଆରି ହେଉଥିବା ଜିନିଷକୁ ଖୋଲା ସ୍ଥାନରେ ଜଳାଇ ଦିଆଯାଏ କିମ୍ବା ମାଟିରେ ପୋତି ଦିଆଯାଏ । ହେଲେ ପ୍ଲାଷ୍ଟିକକୁ ଆମେ…

ଚିଡିଆଖାନାରେ ପଶିଲା କରୋନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଘରୋଇ ପ୍ରାଣୀ ଉଦ୍ୟାନରେ କେତେକ ସିଂହ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ସେମାନେ ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯେଉଁଥିପାଇଁ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଛି। ଏହାସହିତ ଶୁଖିଲା କାଶ…

ଗୋଆ ପାଇଁ ସିଏମ୍‌ ପ୍ରାର୍ଥୀ ଦେଲା ଆପ୍‌

ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଡଭୋକେଟ ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ଏହି ଅକ୍ଟୋବରରେ ଦଳରେ ଯୋଗ ଦେଇଥିବା ପାଲେକର ଏସ୍‌ଟି କ୍ରୁଜ୍‌ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।…

ବାଂଲାଦେଶ ସୀମାରେ ୮୨ ଜଣ ଡ୍ରାଇଭର୍‌ଙ୍କ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଏସଏଫ ୮୨ଟି ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି। ବିଏସଏଫ ଦ୍ୱାରା ଯାଞ୍ଚ କରାଯିବା ପରେ ଏହି ସବୁ ଘଟିଛି। ଅତି କମରେ ୮୨ଟି ଟ୍ରକ ଡ୍ରାଇଭର ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି। ଏହି ସମସ୍ତ…