Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ…

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନାଁ ଘୋଷଣା କରିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କିଏ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ । ମଧ୍ୟାହ୍ନ ୧୨ଟା ବେଳେ ନାଁ ଘୋଷଣା ହେବ । ଏଥିପାଇଁ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି…

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।…

ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ

ଦୁବାଇ: ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ । ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ଆକ୍ରମଣ…

ମାସ୍କ ଭିତରେ ଥିବା ଆବର୍ଜନା, ଚପଲ ଶୈଳୀରେ ସୁସ୍ୱାଦ କେକ

ଭୁବନେଶ୍ୱର: କେକକୁ ସୁସଜ୍ଜିତ ଏବଂ ଆକର୍ଷକ ଢ଼ଙ୍ଗରେ ଖାଇବାକୁ ସମସ୍ତେ ଚାହାନ୍ତି । ତେବେ ଏହାକୁ ଭିନ୍ନ ଭାବେ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲରେ ଅପରିସ୍କାର ଏବଂ ଅବିଶ୍ୱସନୀୟ ଢ଼ଙ୍ଗରେ ପରୋଷା ଯାଇଥାଏ । ଇଟାଲୀରେ ଏକ ରେଷ୍ଟୁରାଂଟରେ ଏ ଭଳି ନୂତନ ଶୈଳୀରେ କେକ ଦେଖିବାକୁ ମିଳିଥିଲା ।…

ଅଷ୍ଟ୍ରେଲିଆରେ ୨୧ ବର୍ଷ ପରେ ଦେଖାଗଲା ବ୍ଲାଙ୍କେଟ ଅକ୍ଟୋପସ

କ୍ୟାନବେରା: ୨୧ ବର୍ଷ ପରେ ଅଷ୍ଟ୍ରେଲିଆର ଲେଡି ଇଲିୟଟ ଦ୍ୱୀପର କୂଳରେ ଦେଖାଗଲା ଦୁର୍ଲଭ ପ୍ରଜାତିର ବ୍ଲାଙ୍କେଟ ଅକ୍ଟୋପସ । ଜୀବବିଜ୍ଞାନୀ ଜେସିଂଟା ଶେକଲଟନ ଏବଂ ତାଙ୍କ ଗ୍ରୁପ ସମୁଦ୍ର ମଧ୍ୟରେ ଏହାକୁ ଦେଖି ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ । ତା ପରେ ସମୟ ଅପଚୟ ନ କରି ଫଟୋ ଏବଂ ଭିଡିଓ…

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ, ଫେବ୍ରୁଆରୀ ୧୪ ବଦଳରେ ୨୦ରେ ଭୋଟ୍

ନୂଆଦିଲ୍ଲୀ: ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ । ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଘୁଞ୍ଚି୨୦ ଫେବୃଆରୀରେ ଅନୁଷ୍ଠିତ ହେବ ।…

୧୮ରୁ ୨୩ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ

ଭୁବନେଶ୍ୱର: କାଲିଠାରୁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଚଳିତ ମାସ ୩୧ ଦିନ ପଡୁଥିବା ବେଳେ ଆସନ୍ତା କାଲି ଅର୍ଥାତ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ କେବଳ…

ଶ୍ୱଶୂର ଘର ହେବ ତ ଏମିତି, ଜ୍ୱାଇଁ ପାଇଁ ପ୍ରସ୍ତୁତ କଲେ ୩୬୫ ପ୍ରକାରର ଖାଦ୍ୟ

ଗୋଦାବରୀ: ଶ୍ୱଶୂର ଘର ହେବ ତ ଏମିତି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ପରିବାର ତାଙ୍କର ହେବାକୁ ଥିବା ଜ୍ୱାଇଁ ପାଇଁ ୩୬୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ଯାହା କି ସୋସିଆଲ ସାଇଟରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ଭବ୍ୟ ପ୍ରି-ୱେଡିଂ…

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ । ଏକ ପ୍ରଖ୍ୟାତ କଥକ…