Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରବ ଗଠବନ୍ଧନ ସେନା ଆକ୍ରମଣରେ ନିହତ ହେଲେ ହୁତିର ଜେନେରାଲ

ଦୁବାଇ: ୟୁଏଇରେ ବିସ୍ଫୋରଣ ଘଟାଇଥିବା ଇରାନ ସମର୍ଥୀତ ହୁତି ବିଦ୍ରୋହୀଙ୍କୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ୟୁଏଇ ଏବଂ ଆରବ ଗଠବନ୍ଧନ ସେନାର ଏୟାର ଷ୍ଟ୍ରାଇକରେ ହୁତିର ଶୀର୍ଷ କମାଣ୍ଡର ମେଜର ଜେନେରାଲ ଅବଦୁଲ୍ଲା କାସିମ ଅଲ ଜୁନୈଦ ନିହତ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୨ ଭାରତୀୟ,…

ଟାର୍ଗେଟ୍‌ରେ ମୋଦୀ; ସତର୍କ କଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଭାରତର ୭୫ ତମ…

ଓମିକ୍ରନ୍‌ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଚତୁର୍ଥ ଡୋଜ

ନୂଆଦିଲ୍ଲୀ: ଇସ୍ରାଏଲ୍ ହସ୍ପିଟାଲ୍‌ର ଏକ ରିପୋର୍ଟର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ଟିକାର ଚତୁର୍ଥ ଡୋଜ୍‌ ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ। ‌ ସେବା ହସ୍ପିଟାଲ ଗତ ମାସରେ ୨୭୦ ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚତୁର୍ଥ ଟିକା ଦେବା ଆରମ୍ଭ କରିଥିଲା।…

ପଞ୍ଜାବରେ ଆକ୍ସନ ମୋଡ୍‌ରେ ଇଡି; ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଧୀନରେ ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢଉ କରିଛି। ଏଜେନ୍ସି ଦ୍ୱାରା ଚଢଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବ ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି। ମଙ୍ଗଳବାର…

କରୋନା କାଳରେ ବି ବଢିଛି ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି

ନୂୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥା ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିଛି। ଗତ ଦୁଇ ବର୍ଷ ଧରି ମହାମାରୀ କବଳରେ ବିଶ୍ବବାସୀ। କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱରେ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଅନେକ ଦେଶର…

ମହଙ୍ଗା ପଡ଼ିଲା ମୋଦୀଙ୍କ ଉପରେ ମଜାକ୍; ମିଡିଆ ହାଉସ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସୋମବାର ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ କୁ ଏକ ନୋଟିସ୍ ପଠାଇଛନ୍ତି। ଜାନୁୟାରୀ ୧୫ରେ ଏକ ରିଆଲିଟି ସୋ’ର ଟେଲିକାଷ୍ଟ ପାଇଁ ଏହି ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ମାଗିଛି। ଏହି ଶୋ’ରେ ଦୁଇ ପିଲା ବିମୁଦ୍ରୀକରଣକୁ…

ସାରା ଜୀବନ ପିନ୍ଧିବାକୁ ପଡ଼ିବ ମାସ୍କ? କ’ଣ କହିଲେ ମହାମାରୀ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ କେବେ ଶେଷ ହେବ ସେନେଇ କୌଣସି ଆକଳନ କରାଯାଇପାରିନାହିଁ। ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ କେତେ ଦିନ ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ସତର୍କତା ଅବଲମ୍ବନ କରିବାକୁ ପଡିବ। କିନ୍ତୁ ଏହା ନିଶ୍ଚିତ ଯେ ଆମକୁ ସାରା…

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ…

ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇପାରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ

ନୂଆଦିଲ୍ଲୀ: ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। ଡା. ଅରୋରା କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI) ର ଚେୟାରମ୍ୟାନ୍ ଅଛନ୍ତି। ଗତ ବର୍ଷ…

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ…