Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଙ୍ଗନାଙ୍କ ଗାଲଠୁ ଅଧିକ ଚିକ୍କଣ ହେବ ରାସ୍ତା; କଂଗ୍ରେସ ବିଧାୟକଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ଡା. ଇରଫାନ୍ ଅନସାରୀ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ନିଜର ନିର୍ବାଚନ ମଣ୍ଡଳୀ ଝାରଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତାଗୁଡ଼ିକ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ଠାରୁ…

ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ; ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶନାମା ପଠାଇଛି। ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ…

ରାଜଧାନୀରେ ଶିଖର ଛୁଇଁଲାଣି କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ପିକ୍‌ରେ ପହଞ୍ଚିବା ପରେ ବର୍ତ୍ତମାନ ମାମଲା ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଶନିବାର ସୂଚନା ଦେିଛନ୍ତି। ଗତକାଲି ଦିଲ୍ଲୀରେ କରୋନା ମାମଲା ପୂର୍ବ ଦିନ ଅପେକ୍ଷା କମ୍ ଥିଲା। ଦିଲ୍ଲୀରେ କରୋନା ମାମଲା ଚରମ ସୀମାରେ ପହଞ୍ଚିଛି,…

କରୋନା ଟିକାର ଚମତ୍କାର; ଉଠି ଚାଲିଲେ ଶଯ୍ୟାଶାୟୀ ବ୍ୟକ୍ତି

ରାଞ୍ଚି: ଚାରି ବର୍ଷ ଧରି ଶଯ୍ୟାଶାୟୀ ଥିବା ଝାଡଖଣ୍ଡର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କୋଭିଡ-୧୯ ଟିକା ପାଇବା ପରେ ସେ ପୁଣି ଥରେ ଚାଲିବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ବୋକାରୋର ପେଟରୱାର୍ ଗାଁର ୪୪ ବର୍ଷୀୟ ଦୁଲାରଚାନ୍ଦ ଚାରି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ସମ୍ମୁଖୀନ…

ଚୀନ ଆକ୍ରମଣ ପାଇଁ ତାଇୱାନ ପ୍ରସ୍ତୁତ: ସେନାଙ୍କୁ ଦିଆଯାଉଛି କଡା ପ୍ରଶିକ୍ଷଣ

ତାଇପେ: ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏ ନେଇ ତାଇୱାନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ନିକଟରେ ଜଳ ଏବଂ ସ୍ଥଳ ଯବାନଙ୍କ କଡା ଅଭ୍ୟାସ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏଥିରେ ଯବାନମାନେ ନିଆଁ, ବରଫ, ସମୁଦ୍ରର ଲହରୀ ଏବଂ ବାଲିଝଡର…

ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୬୮ଲକ୍ଷ ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଥିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୨,୬୮,୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥରୁ ୧,୨୨,୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲା ରହିଛି ୧୪,୧୭,୮୨୦। ଏହାସହିତ ଦୈନିକ ପଜିଟିଭିଟି ହାର…

ଓମିକ୍ରନ୍‌ ବିରୁଦ୍ଧରେ ଜେ ଆଣ୍ଡ୍‌ ଜେ ବୁଷ୍ଟର ଡୋଜ ୮୫% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମେଡିକାଲ ରିସର୍ଚ୍ଚ କାଉନସିଲ୍ (SAMRC) ର ମୁଖ୍ୟ ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସୁରକ୍ଷା ଦେବାରେ ଜେ ଆଣ୍ଡ୍‌ ଜେ କୋଭିଡ୍‌ ଟିକାର ବୁଷ୍ଟର୍ ସଟ୍ ୮୫% ପ୍ରଭାବଶାଳୀ ବୋଲି ସେ କହିଛନ୍ତି। ସେ କହିଛନ୍ତି,…

୧୦୦ ନିର୍ବାଚନ ହାରି ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ଆଗ୍ରାର ହସନୁରାମ

ଆଗ୍ରା: ଆଗ୍ରାର ୭୫ ବର୍ଷୀୟ ହସନୁରାମ ଆମ୍ବେଦକର ଏ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ୯୩ ଥର ପରାଜିତ ହୋଇଛନ୍ତି । ୧୦୦ ନିର୍ବାଚନରେ ହାରି ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମୁଁ ରହିଛି ବୋଲି ହସନୁରାମ କହିଛନ୍ତି । ୩୬ ବର୍ଷ ତଳେ ଏକ ବଡ ପାର୍ଟି ତାଙ୍କୁ ନିର୍ବାଚନ…

ପରଲୋକରେ ‘NDTV’ର ବରିଷ୍ଠ ସାମ୍ବାଦିକ କମଲ ଖାନ୍

ନୂଆଦିଲ୍ଲୀ : ପରଲୋକରେ ସାମ୍ବାଦିକ କମଲ୍ ଖାନ । ଏନଡିଟିଭିର ବରିଷ୍ଠ ସାମ୍ବାଦିକ କମଲ୍ ଖାନଙ୍କ ହୃଦଘାତରେ ପରଲୋକ ହୋଇଛିା ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ…

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା…