Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରାଖଣ୍ଡରେ ୧୬ ଯାଏ ନିର୍ବାଚନୀ ରାଲି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ…

ଦେଶରେ ୧.୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୪୧,୯୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ ୨୧.୩ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମାମଲା ୩,୫୩,୬୮,୩୭୨ରେ ପହଞ୍ଚିଛି। ସର୍ବାଧିକ ମାମଲା ରିପୋର୍ଟ ହୋଇଥିବା ପାଞ୍ଚଟି ରାଜ୍ୟ ହେଉଛି…

ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ; ୩୦ କୋଟି ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହୁ ହୁ ହୋଇ ବଢିଚାଲିିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତୀବ୍ର ବେଗରେ ବ୍ୟାପୁଛି ଓମିକ୍ରନ୍‌ ଭୂତାଣୁ। ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା କୋଭିଡ୍-୧୯ ମାମଲାଗୁଡ଼ିକର ମୋଟ ସଂଖ୍ୟା ଶୁକ୍ରବାର ଦିନ ୩୦୦ ମିଲିୟନ୍‌ ଅତିକ୍ରମ କରିଛି। ଗତ ସପ୍ତାହରେ…

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ…

ପିଏମ ସୁରକ୍ଷା ତ୍ରୁଟି ପରେ ସତଲୁଜ ନଦୀରୁ ମିଳିଲା ପାକିସ୍ତାନ ବୋଟ

ଫିରୋଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଫିରୋଜପୁର ନିକଟସ୍ଥ ସତଲୁଜ ନଦୀରେ ପାକିସ୍ତାନର ଏକ ବୋଟ ମିଳିଛି । ୨ ଦିନ ପୂର୍ବରୁ ଯେଉଁଠାରେ ପ୍ରଧାନମନ୍ତ୍ରୀ ଫସିଥିଲେ, ସେ ସ୍ଥାନରୁ ଅଳ୍ପ ଦୂରରେ ସନ୍ଦିଗ୍ଧ ବୋଟ…

କୋଲକାତାରେ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ର ଦ୍ୱିତୀୟ କ୍ୟାମ୍ପସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାସ୍ଥିତ ଚିତ୍ତରଞ୍ଜନ ନ୍ୟାସନାଲ କ୍ୟାନସର ଇଷ୍ଟିଚ୍ୟୁଟର ଦ୍ୱିତୀୟ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ।ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ଏନେଇ…

କରୋନାରେ ଅନାଥ ହୋଇଛନ୍ତି ପ୍ରାୟ ୧ ଲକ୍ଷ ଶିଶୁ

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ କରୋନାଭାଇରସ୍ ମୃତ୍ୟୁ ହାର ଥିବା ପେରୁରେ ପ୍ରାୟ ୧୦୦,୦୦୦ ପିଲା କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ରିପୋର୍ଟ ହୋଇଛି। "ଦୁର୍ଭାଗ୍ୟବଶତଃ ଆମ ଦେଶରେ ପ୍ରାୟ ୯୮,୦୦୦ ପିଲା ଅଛନ୍ତି, ଯେଉଁମାନେ ମହାମାରୀ ସମୟରେ ସେମାନଙ୍କ ପିତା, ମାତା କିମ୍ବା…

ଚଳିତ ମାସ ଶେଷ ସୁଦ୍ଧା ୪ ରୁ ୮ ଲକ୍ଷରେ ପହଞ୍ଚିପାରେ ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହା ଶିଖରରେ ପହଞ୍ଚିବ। ଆଇଆଇଟି କାନପୁରର ପ୍ରଫେସର ମହେନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଏହି ପିକ୍‌ ସମୟରେ ଦେଶରେ ପ୍ରତିଦିନ ୪ ରୁ ୮ ଲକ୍ଷ ମାମଲା ଦେଖିବାକୁ ମିଳିପାରେ। କେବଳ ଏତିକି…

ମୁମ୍ବାଇକୁ ପୁଣି ଫେରିବ ଲକ୍‌ଡାଉନ୍‌?

ମୁମ୍ବାଇ: ମୁମ୍ବାଇରେ ଦୈନିକ କରୋନା ମାମଲା ପ୍ରାୟ ୨୦ ହଜାର ପାଖାପାଖି ରହୁଛି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ରାଜଧାନୀରେ ଲକ୍‌ଡାଉନ୍‌ ପକାଯିବା ନେଇ ଆଶଙ୍କା କରାଯାଉଛି। ସହରର ମେୟର କହିଛନ୍ତି ଯେ ଯଦି ସହରର ଦୈନନ୍ଦିନ ମାମଲା ୨୦ ହଜାର ଟପିବ , ତେବେ ଆମେ ଲକ୍‌ଡାଉନ୍‌କୁ ଉପରେ…

ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୭,୦୦୦ ତାଜା ମାମଲା ରିପୋର୍ଟ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ କରୋନାର ପଞ୍ଚମ ଲହର ଦେଖିବାକୁ ମିଳିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଗତ ୨୪…