Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାନୁଆରୀ-ଫେବ୍ରୁଆରୀରେ ଭାରତରେ ପିକରେ ରହିବ କରୋନା ତୃତୀୟ ଲହର, IIT ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ସାରା ବିଶ୍ୱକୁ ଡରାଇଲାଣି । ନୂଆବର୍ଷରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଏଭଳି ଆକଳନ କରୁଛନ୍ତି ବିଶେଷଜ୍ଞ । ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପିକ୍ ଛୁଇଁପାରେ ।…

ନାଗାଲାଣ୍ଡରେ ହିଂସା: ଗୁଳିମାଡ଼ରେ ୧୩ ଜଣଙ୍କର ମୃତ୍ୟୁ ପରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳିଦେଲେ ଲୋକ

କୋହିମା(ନାଗାଲାଣ୍ଡ): ନାଗାଲାଣ୍ଡରେ ହିଂସାକାଣ୍ଡ । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ତାତିଲେ ଲୋକ। ସୁରକ୍ଷାକର୍ମୀଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଅଭିଯୋଗ ହୋଇଛି, ଉଗ୍ରବାଦୀ ସଂଗଠନ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାକର୍ମୀ ୧୩ ଜଣ ସାଧାରଣ…

ଦିଲ୍ଲୀରେ ଓମିକ୍ରନ ଭୟ, ୧୫ଜଣ ସନ୍ଦିଗ୍ଧଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ନେଇ ବଢ଼ୁଛି ଚିନ୍ତା । କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ଓମିକ୍ରନକୁ ନେଇ ବିପଦ ଦେଖିବାକୁ ମିଳିଛି । ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ପ୍ରକଟ ହୋଇଛି । ହାଇରିସ୍କ ଦେଶରୁ ଫେରିଥିବା ୧୫ଜଣ ଯାତ୍ରୀଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି…

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫'ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry…

ଋଷ୍ ସହଯୋଗରେ ଭାରତରେ ତିଆରି ହେବ ‘AK-203 ରାଇଫଲ୍ସ’

ନୂଆଦିଲ୍ଲୀ :  ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ଏବେ ଦେଶର ତିଆରି ହେବ ଶକ୍ତିଶାଳୀ ବନ୍ଧୁକ AK-203 ଆସଲ୍ଟ ରାଇଫଲ୍। ଏଥିପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ , ଉତ୍ତରପ୍ରଦେଶ ଅମେଠିର କୋରୱାରେ ଏହା ତିଆରି କରାଯିବ…

୩୮ ଦେଶକୁ ବ୍ୟାପିଲା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍

ନୂଆଦିଲ୍ଲୀ : ୩୮ଟି ଦେଶକୁ ବ୍ୟାପିଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଓମିକ୍ରନ ଜନିତ ମୃତ୍ୟୁ ହୋଇନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏବେ ବି ଓମିକ୍ରନ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି…

ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ନୂଆଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ସମୟରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିନୋଦଙ୍କର ମୃତ୍ୟୁ ହୋଇଥିବା ଖବର ଝିଅ ଅଭିନେତ୍ରୀ ମଲ୍ଲୀକା ଦୁଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀରେ ତାଙ୍କର…

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ । ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ…

ଗୁଜୁରାଟରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ , ଜିମ୍ବାୱେରୁ ଫେରିଥିଲେ ସଂକ୍ରମିତ

ଗୁଜୁରାଟ :ଭାରତରେ ଓମିକ୍ରନ ଭାରିଆଣ୍ଟ  ତାର କାୟା ବିସ୍ତାର କରିବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୁର ପରେ ଏବେ ଗୁଜୁରାଟ ଜାମନଗରରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଜିମ୍ବାୱରୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ସୂଚନା ମିଳିଛି।ସଂକ୍ରମିତ…