Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି…

ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା । ଆସନ୍ତା ସୋମବାରରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରାଯାଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ…

ମଣିପୁରରେ ଆତଙ୍କବାଦୀଙ୍କ ରକ୍ତର ହୋଲି, କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ମୃତ

ଇମ୍ଫାଲ: କିଛି ବର୍ଷର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପୁଣି ଆତଙ୍କବାଦୀଙ୍କ ରକ୍ତର ହୋଲି । ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା । ସମୟ ସକାଳ ପ୍ରାୟ ୧୦ଟା ସୂଚନା ଅନୁସାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି…

ସୋନୀପତରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମହିଳା ବକ୍ସରଙ୍କ ଶବ

ସୋନୀପତ: ସୋନୀପତର ଖରଖୌଦା ଅଂଚଳରେ ଜଣେ ଉଦୀୟମାନ ମହିଳା ବକ୍ସରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉତରପ୍ରଦେଶର ବାଗପତ ଗ୍ରାମର ୨୧ ବର୍ଷୀୟ ଭାବନା ଖରଖୌଦା ବକ୍ସିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । କର୍ମବୀର ନାମକ ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ସେ ଭଡା ରହୁଥିଲେ । ସେ…

ପ୍ରମୋଦ ଭଗତଙ୍କୁ ଖେଳରତ୍ନ ସମ୍ମାନ ଦଲେ ରାଷ୍ଟ୍ରପତି

ଦିଲ୍ଲୀ : ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି  ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି । ଟୋକିଓ…

ମନୁଷ୍ୟର ଆଗାମୀ ଭବିଷ୍ୟତ; ଜନ୍ମ ମହାକାଶରେ, ଭ୍ରମଣ ପୃଥିବୀରେ

ନୂଆଦିଲ୍ଲୀ: ଆଗାମୀ ସମୟରେ ମନୁଷ୍ୟ ମହାକାଶରେ ଜନ୍ମ ହେବ ଏବଂ ପୃଥିବୀକୁ ଛୁଟିଦିନ ଭ୍ରମଣରେ ଆସିବ। ଏଭଳି ଏକ ଅଦ୍ଭୁତ ଆକଳନ ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କଠାରୁ ଆସିଛି। ଜେଫ୍ ବେଜୋସ୍ ଏକ କାର୍ଯ୍ୟକ୍ରମରେ ଭବିଷ୍ୟତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।…

[ଭିଡିଓ] ନଡିଆ ଗଛରେ ଚଢି ସମସ୍ତଙ୍କୁ ଚକମା ଦେଲା ବିରାଟକାୟ ଅଜଗର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଜଗର ସାପର ଏକ ଭିଡିଓ ବହୁଳମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଓଜନଦାର ବିରାଟକାୟ ଅଜଗର ସାପଟି କୁଣ୍ଡଳୀ ମାରି ଚଢିବାରେ ଦେଖାଯାଇଛି । ଏହି ଭିଡିଓଟି କେବେ ଓ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ଦକ୍ଷିଣ-ପୂର୍ବ ଏସିଆରେ ଏହି ଘଟଣାଟି…

‌ମୋତେ ଭୁଲ୍‌ ପ୍ରମାଣିତ କଲେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ କଙ୍ଗନା କହିଛନ୍ତି ଯେ ଯଦି ତାଙ୍କୁ ଭୁଲ ପ୍ରମାଣିତ କରାଯାଏ ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ। କଙ୍ଗନା ତାଙ୍କ ପ୍ରତିରକ୍ଷାରେ ଦେଇଥିବା ଯୁକ୍ତି ଆହୁରି ଚକିତ କରିଛି।…

ଶାଢୀ ଉପହାର ପାଇଁ ପଦ୍ମଶ୍ରୀ ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ:ବଙ୍ଗୀୟ ବୁଣାକାରଙ୍କୁୂ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏକ ସ୍ୱତନ୍ତ୍ର ଶାଢୀ ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ ସମ୍ମାନରେ ବିଭୂିଷିତ ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଭଳି ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ…