Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଓ ମୁମ୍ବାଇରେ ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା୨୨୮ରେ ପହଁଞ୍ଚିଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ର ବହୁ ସଂଖ୍ୟାରେ କେଶ୍ ସାମ୍ନାକୁ ଆସିଛି ।…

ଅଖିଳେଶଙ୍କ ପତ୍ନୀ ଓ ଝିଅ କରୋନା ସଂକ୍ରମିତ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଏବଂ ଝିଅ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି । ସୋସିଆଲ ସାଇଟରେ ଡିମ୍ପଲ ଏ ନେଇ ସୂଚନା ଦେବା ସହ ନିଜକୁ ଆଇସୋଲେଟ କରିଛନ୍ତି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି…

[ଭିଡିଓ] ମଦ ନିଷେଧ ରାଜ୍ୟରେ ମଦ ହରିଲୁଟ୍

ଭୁବନେଶ୍ୱର: ଭାରତର କିଛି ହାତଗଣତି ରାଜ୍ୟକୁ ମଦ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ତଥାପି ସେହି ରାଜ୍ୟମାନଙ୍କରେ ପ୍ରତିଦିନ ସାମ୍ନାକୁ ଆସିଥାଏ ବେଆଇନ ମଦ କାରବାର । ଏହି ତାଲିକାରେ ବିହାର ରାଜ୍ୟ ମଧ୍ୟ ସାମିଲ ଅଛି । ନିକଟରେ ଏହି ରାଜ୍ୟରେ ମଦ ହରିଲୁଟର ଘଟଣା ସୋସିଆଲ ମିଡିଆରେ…

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ…

ଭୟ ବଢାଉଛି ଓମିକ୍ରନ୍‌; ବ୍ରିଟେନରେ ୧୪ ଜଣଙ୍କ ମୃତ୍ୟୁ

ଲଣ୍ଡନ: ବିଶ୍ବବ୍ୟାପୀ, ଓମିକ୍ରନ୍ ପ୍ରଜାତିକୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଏହି ସମୟରେ, ବ୍ରିଟେନ ସୂଚନା ଦେଇଛି ଯେ ଓମିକ୍ରନ୍ ଭାରିଆଣ୍ଟରେ ପୀଡିତ ୧୨୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି କାରଣରୁ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନର…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ:ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ବୁଧବାର ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବି ଘୋଷଣା କରାଯାଇଛି । ଏହି କାର୍ଯ୍ୟକାଳ ମଧ୍ୟରେ ରାଜ୍ୟସଭାରେ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଇଥିଲା । ମୋଟ ୧୮ କାର୍ଯ୍ୟଦିବସରେ ୨୦୪ ପ୍ରତିଶତ କାର୍ଯ୍ୟ…

[ଭିଡିଓ] ମୋବାଇଲ କିଣିବା ପାଇଁ ପ୍ରୋଶେସନରେ ଗଲେ ଚା’ ବିକାଳିଙ୍କ ପରିବାର

ମଧ୍ୟପ୍ରଦେଶ : ମୋବାଇଲ କିଣିବା ପାଇଁ ପ୍ରୋଶେସନ କରି ଗଲେ ପରିବାର । ଜଣେ ଚା' ବିକାଳି ମୋବାଇଲ କିଣିବା ପାଇଁ ଘୋଡା ଗାଡିରେ ବସି ମୋବାଇଲ ଦୋକାନ ଯାଏଁ ପ୍ରୋଶେସନ କରି ଯାଇଛନ୍ତି । ଏପରି ଦୃଶ୍ୟ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।କହିବାକୁ ଗଲେ ଏହି ଚା ବିକାଳି ଜଣକ ନିଜ…

କରୋନାକୁ ଶେଷ କରିବାକୁ ହେଲେ ବିଶ୍ୱର ସମସ୍ତ ସରକାରଙ୍କୁ ଆହୁରି ସତର୍କ ହେବାକୁ ପଡ଼ିବ; ‘ହୁ’

ନୂଆଦିଲ୍ଲୀ: ଲୋକମାନେ ପ୍ରାୟ ଦୁଇ ବର୍ଷ ଧରି କରୋନା ମହାମାରୀର ସହ ପୀଡିତ ଥିଲେ। କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଭୟାନକ ରିପୋର୍ଟ ପୁଣି ଥରେ ଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ମହାମାରୀକୁ ଶେଷ କରିବା ଦିଗରେ ବିଶ୍ୱର ସମସ୍ତ ସରକାର କାର୍ଯ୍ୟ କରିବା ଉଚିତ୍। ହୁ…

ଭୂକମ୍ପ ଝଟ୍‌କାରେ ଥରିଲା କର୍ଣ୍ଣାଟକ, ତୀବ୍ରତା ୩.୦

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ । ବୁଧବାର ସକାଳ ସମୟରେ କର୍ଣ୍ଣାଟକ ଚିକାବଲ୍ଲାପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ରେକ୍ଟର ସ୍କେଲରେ ପ୍ରଥମ ଝଟକାର ତୀବ୍ରତା୨.୯ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଥର ୩.୦ ତୀବ୍ରତା…

ଚିନ୍ତା ବଢାଇଲା ଓମିକ୍ରନ୍‌; ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଦ୍ରୁତ ବିସ୍ତାର ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟକୁ କରୋନାର କଟକଣା ବଢାଇବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ବଡ ବୈଠକ…