Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ୍‌ର ପ୍ରଥମ ମହିଳା ଭାବେ ମହାକାଶ ଶୂନ୍ୟରେ ଚାଲିଲେ ୱାଙ୍ଗ ୟାପିଙ୍ଗ

ଚୀନ୍ : ୱାଙ୍ଗ ୟାପିଙ୍ଗ ପ୍ରଥମ ଚୀନ୍ ମହିଳା ଭାବେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମହାକାଶ ମହାଶୂନ୍ୟରେ ଚାଲିଛନ୍ତି।ତାଙ୍କ ବୟସ ପାଖାପାଖି ୪୧ ବର୍ଷ ହେବ ବୋଲି ଜଣାପଡ଼ିିଛି । ସେ ମହାକାଶଚାରୀଣି କମାଣ୍ଡର ଝାଇ ଝିଙ୍ଗାଙ୍ଗଙ୍କ ସହ ସ୍ପେସ୍ ଯାଇଥିଲେ । ଚୀନ୍ ସରକାର ଏନେଇ ଟ୍ୱିଚ କରି…

ଲଖିମ୍‌ପୁର ଖେରୀ ହିଂସା; ଯୋଗୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକୁ ନେଇ ଉତ୍ତରପ୍ରଦେଶ ସରକାର ଦେଇଥିବା ଏକ ଷ୍ଟାଟସ୍ ରିପୋର୍ଟକୁ ନେଇ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁସନ୍ଧାନର ଅଗ୍ରଗତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଆମର ଆଶା ଅନୁଯାୟୀ ଘଟୁନାହିଁ।…

ସମୀରଙ୍କ ଶାଳୀ ଡ୍ରଗ୍ସ କାରୋବାରରେ ଜଡିତ ଥିଲେ: ନୱାବ

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଗୋଟିଏ ପରେ ଗୋଟିଏ ଅଭିଯୋଗ ସମୀରଙ୍କ ନାମରେ ସେ ଆଣିବାରେ ଲାଗିଛନ୍ତି । ଆଜି…

ବାୟୁ ପ୍ରଦୂଷଣ ପିଲାଙ୍କ ପାଇଁ ବେଶି କ୍ଷତିକାରକ; ‘ହୁ’

ନୂଆଦିଲ୍ଲୀ: ଦେଶର ଅନେକ ସହର ବର୍ତ୍ତମାନ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ବାୟୁ ପ୍ରଦୂଷଣ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାବେଳେ ଏହା ଶିଶୁମାନଙ୍କ ପାଇଁ ବିଶେଷ ଭାବେ କ୍ଷତିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ କହିଛି। ଦୁଇ ସଂଗଠନ ଅନୁଯାୟୀ, ପ୍ରଦୂଷଣ…

ଚେନ୍ନାଇରେ ପ୍ରବଳ ବର୍ଷା; ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ: ଶନିବାର ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏପରି ହଠାତ୍ ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତି ୧୦ ଟାରୁ ବଜ୍ରପାତ ସହିତ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ…

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି କରିବା ପାକିସ୍ତାନକୁ ପଡ଼ିବ ମହଙ୍ଗା; ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲଈ: ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ଥିବା ଏକ ଭାରତୀୟ ଡଙ୍ଗାରେ ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) କର୍ମଚାରୀ ଗୁଳି ଚଳାଇବା ଦ୍ବାରା ମହାରାଷ୍ଟ୍ରର ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ…

ଆଜି ଏନ୍‌ସିବି ଆଗରେ ହାଜର ହୋଇପାରନ୍ତି ଆର୍ୟନ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ଗତକାଳି ଏନ୍‌ସିବି ସମନ ଜାରି କରିଥିଲା। କିନ୍ତୁ ସେ ଅସୁସ୍ଥ ଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଆଗରେ ହାଜର ହୋଇନଥିବା ଜଣାପଡ଼ିଛି। ଏନସିବି ସୂତ୍ର ଅନୁଯାୟୀ ସୋମବାର କିମ୍ବା…

ଲଖିମ୍‌ପୁର ଖେରୀ ହିଂସା; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଆଜି ତଥା ଅକ୍ଟୋବର ୮ରେ ସୁପ୍ରିମକୋର୍ଟ ଲଖିମ୍‌ପୁର ଖେରୀ ହିଂସା ଘଟଣାରେ ଶୁଣାଣି କରିପାରନ୍ତି। ଯେଉଁଥିରେ ଜଣେ କୃଷକଙ୍କ ବିରୋଧ ସମୟରେ ଚାରିଜଣ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନ ବିଚାରପତି ଏନ ଭି ରମଣ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା…

ପଞ୍ଜାବରେ ୧୧୭ଟି ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼ : ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ଲଢ଼ିବ ବିଜେପି । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା ଘୋଷଣା କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ଅଶ୍ବିନୀ ଶର୍ମା । ଆସନ୍ତା ୨୦୨୨ ମସିହାରେ…

ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲ୍ଲିକ

ମୁମ୍ବାଇ : ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । ପୂରା ଘଟଣାରେ ବିଜେପି ନେତା ମୋହିତ କାମ୍ବୁଜ ମାଷ୍ଟରମାଇଣ୍ଡ ଥିଲେ ବୋଲି କହିଛନ୍ତି ନବାବ ମଲ୍ଲିକ । ଏହା ଏକ ଗିରଫଦାରୀ ଘଟଣା ନଥିଲା ବରଂ ଅପହରଣ ଓ ଅର୍ଥ ଆଦାୟ ଲାଗି ଏକ ଯୋଜନା ଥିଲା ବୋଲି ସେ…