Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ଜନ୍ମଦିନରେ ଗର୍ଜିଲା ବନ୍ଧୁକ, ସୁରକ୍ଷାକର୍ମୀ ଗିରଫ

ନୂଆଦିଲ୍ଲୀ: ଗ୍ରେଟର୍ ନୋଏଡା ର ପାରାମାଉଣ୍ଟ ସୋସାଇଟିରୁ ଆସିଛି ତାଜୁବକର ଭିଡିଓ । ଖୁଲମଖୁଲା ଫୁଟିଥିଲା ଗୁଳି, ଚାଲିଥିଲା ଜନ୍ମଦିନ ପାଳନ । ଜନ୍ମୋତ୍ସବରେ ମତୁଆଲା ହୋଇ ସୀମା ଲଂଘିଥିଲା ସୁରକ୍ଷାକର୍ମୀ । ମଦ ନିଶାରେ ଚୁର୍ ଥିବା ଉନ୍ମତ୍ତ ଯୁବକଙ୍କ ପ୍ରୋତ୍ସାହନରେ କରିଥିଲା ଫାଙ୍କା ଗୁଳି…

[ଭିଡିଓ] ମୋବାଇଲ ପାଇଁ ଯୁବତୀଙ୍କୁ ଘୋଷାଡି ନେଲେ ଅଜଣା ଦୁର୍ବୃତ୍ତ !

ନୂଆଦିଲ୍ଲୀ: ଅସୁରକ୍ଷିତ ରାଜରାସ୍ତା । ଦିନ ହେଉ ଅବା ରାତି, ଖୁଲମଖୋଲା ବିଚ୍ ରାସ୍ତାରେ ବୁଲୁଛନ୍ତି ଲୁଟେରା । ଶିକାର ସାଜୁଛନ୍ତି ନୀରିହ ମହିଳା ତଥା ଯୁବତୀ । ଏହି ସମସ୍ତ ଉକ୍ତିକୁ ପ୍ରମାଣିତ କରିଛି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଲୋମଟାଙ୍କୁରା ଘଟଣା । ସିସିଟିଭିରେ କଏଦ…

ଆମେରିକା ଓ ବ୍ରିଟେନରେ ହୁ ହୁ ହୋଇ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ : ମାଡି ଚାଲିଛି କରୋନାର ନୂଆ ଷ୍ଟ୍ରେନ୍ । ଆମେରିକା ଓ ବ୍ରିଟେନରେ ହୁ ହୁ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଓମିକ୍ରନ ଷ୍ଟ୍ରେନ୍ ଆସିବା ପରେ ବ୍ରିଟେନରେ ସଂକ୍ରମଣ ରେକର୍ଡ ଛୁଇଁଛି । ଦିନକରେ ୮୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୧୪୬ ଜଣଙ୍କ ମୃତ୍ୟୁ ହୋଇଛି ।…

ବ୍ୟାଙ୍କ ଧର୍ମଘଟ ସାଜିଲା ବାଧକ, ୧୯ ହଜାର କୋଟି ଟଙ୍କାର ବ୍ୟାବସାୟିକ କାର୍ଯ୍ୟ ବାଧାପ୍ରାପ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ନୀତି ବିରୋଧରେ ଦେଶବ୍ୟାପୀ ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଶେଷ ହୋଇଛି । ଧର୍ମଘଟରେ ୭ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବା ଯୋଗୁ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିଲା ବ୍ୟାଙ୍କ କାର୍ଯ୍ୟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍…

ଫେସବୁକ ଜରିଆରେ ୫୦ ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ : ଫେସବୁକ ଜରିଆରେ ୫୦ ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ୍ । ଏଥିରେ ସାମିଲ ହୋଇଛନ୍ତି ୭ରୁ ଅଧିକ ଘରୋଇ ଗୁଇନ୍ଦା କମ୍ପାନୀ । ଏନେଇ ତଥ୍ୟ ପ୍ରକାଶ କରିଛି ଫେସବୁକର ମୂଳ କମ୍ପାନୀ ମେଟା ପ୍ଲାଟଫର୍ମ । ଡିଜିଟାଲ ଗୁଇନ୍ଦାଗିରି ନେଇ ଆମେରିକୀୟ ଟେକ୍ କମ୍ପାନୀ, ଆଇନ ପ୍ରଣେତା ଓ ଜୋ…

ପଞ୍ଜାବରେ ବିଜେପି ସହ ମେଂଟ କଲେ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡଗୀଡ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂବରୁ ନୂତନ ସମୀକରଣ ପ୍ରସ୍ତୁତ ହୋଇଛି । ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଂଟ ହୋଇଛି । ଏହି ଘୋଷଣା ଅବସରରେ ପଞ୍ଜାବ ଇନଚାର୍ଜ ଗଜେନ୍ଦ୍ର ସିଂ…

୧୩୦୬ ଗୋଡ ଥିବା ଜୀବ ଅଷ୍ଟ୍ରେଲିଆରୁ ଉଦ୍ଧାର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବୈଜ୍ଞାନିକମାନେ ୧୩୦୬ ଗୋଡ ଥିବା ଏକ ମିଲପେଡ ଉଦ୍ଧାର କରିଛନ୍ତି । ଏହା ବିଶ୍ୱର ପ୍ରଥମ ପ୍ରାଣୀ ଯାହାର ୧୦୦୦ରୁ ଅଧିକ ଗୋଡ ରହିଛି । ୨୦୦ ଫୁଟ ମାଟି ତଳୁ ୯୫ ମିଲିଲିଟର ଲମ୍ବା ଏହି ପ୍ରାଣୀକୁ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ । ଏହାର ନାମ ଇମିଲିପିସ…

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି…

[ଭିଡିଓ] ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଉଦ୍ଧାର ବର୍ଷକର ଶିଶୁକନ୍ୟା

ଭୁବନେଶ୍ୱର: ବର୍ଷକର ଶିଶୁକନ୍ୟା ଦୀର୍ଘ ୬ ଘଣ୍ଟା ଧରି ଜାରି ରଖିଥିଲା ଜୀବନ ସଂଘର୍ଷ । ଶେଷରେ ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଶିଶୁକନ୍ୟାକୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଏହି ଘଟଣା ବିଷୟରେ ପଢିବା ଯେତିକି କଷ୍ଟଦାୟକ ଉଦ୍ଧାର ବେଳର ଦୃଶ୍ୟ ଦେଖିଲେ ଦେହ ଶୀତେଇ ଉଠେ । ଗତକାଲି…

ପେଗାସସ୍‌ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ପଶ୍ଚିମବଙ୍ଗ ତଦନ୍ତ କମିଶନଙ୍କ ଉପରେ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିଯୁକ୍ତ ଆୟୋଗକୁ ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗ ସରକାର ପୂର୍ବତନ ଜଜ୍ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଏକ ନିଯୁକ୍ତ କମିଶନ ଗଠନ କରାଯାଇଥିଲା। ଏହାପୂର୍ବରୁ ଅକ୍ଟୋବର ଶେଷ…