Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମସ୍କୋର ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ଗୁରୁତର ଆହତ

ମସ୍କୋ: ମସ୍କୋଠାରୁ ୧୦୦ କିଲୋମିଟର ଦୂରରେ ଥିବା ଅର୍ଥଡକ୍ସ ସ୍କୁଲ ଅଫ ବେଡେନେସ୍କି ମେଂଟେସରୀରେ ଜଣେ ଛାତ୍ର ନିଜ ଦେହରେ ବୋମା ବାନ୍ଧି ବିସ୍ଫୋରଣ କରାଇଛି । ଏଥିରେ ଛାତ୍ରଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ…

ନୂଆବର୍ଷ ପୂର୍ବରୁ ଅଟଳ ଟନେଲରେ ପର୍ଯ୍ୟଟଙ୍କ ଭିଡ

ମନାଲି: ମନାଲି ହିମାଚଳ ପ୍ରଦେଶ ଲାହଲ ଏବଂ ସ୍ପିଟ ଜିଲ୍ଲାରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏ ସବୁ ସ୍ଥାନରେ ପର୍ଯ୍ୟଟଙ୍କ ଭିଡ ବିଢିବାରେ ଲାଗିଛି । ନୂଆ ବର୍ଷ ଆରମ୍ଭ ନହେଉଣୁ ଏହି ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଭିଡ ଏତେ ମାତ୍ରାରେ ଜମିଥିଲା ଯେ ଅଟଳ ଟନେଲ ପର୍ଯ୍ୟଟକଙ୍କ…

[ଭିଡିଓ] ଆପତକାଳୀନ ସିପିଆର୍ ପାଇଁ ବଂଚିଲା ମାଙ୍କଡ ଜୀବନ

ଭୁବନେଶ୍ୱର: ମଣିଷର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ମାଙ୍କଡର ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓଟି ଦେଖିବାକୁ ସାମାନ୍ୟ ଅଡୁଆ ଲାଗିପାରେ । ହେଲେ ଏହା ପଛର ସମ୍ପୁର୍ଣ୍ଣ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଡିସେମ୍ବର ୧୦ ତାରିଖ ତାମିଲନାଡୁର…

ଦେଶରେ ଓମିକ୍ରନ୍‌ କେସ୍‌ ୩୮କୁ ବୃଦ୍ଧି; ୩ ରାଜ୍ୟରୁ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଓମିକ୍ରନ୍ କୋଭିଡ୍-୧୯ ମାମଲା ବଢିବାରେ ଲାଗିଛି। ରବିବାର ଦିନ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଏବଂ କେରଳରେ ପ୍ରଥମ ଓମିକନ୍‌ ସଂକ୍ରମଣ ବିଷୟରେ ଜଣାପଡ଼ିଛି। ଏହାପରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଓମିକ୍ରନ୍‌ ମାମଲାର ସର୍ବାଧିକ ରହିଥିବା ଜଣାପଡ଼ିଛି। ବିଶ୍ୱ…

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ, ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ପ୍ରସ୍ତୁତି । ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । ଏହାସହ ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଆଉ ୩ ଦିନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି…

[ଭିଡିଓ] ରିକ୍ସା ଚାଳକଙ୍କ ଝିଅ ସାନିୟା କିପରି ସାଜିଲେ ୱାର୍ଲଡ କ୍ଲାସ୍ ରାପର୍ ?

ମୁମ୍ବାଇ: ପ୍ରତିଭା କେବେ ବି ରଙ୍ଗ, ଜାତି କି ଆଭିଜାତ୍ୟ ଦେଖେନାହିଁ । ଏ କଥା ପ୍ରମାଣିତ କରିଛନ୍ତି ମୁମ୍ବାଇ ଗୋଭଣ୍ଡିରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ଝିଅ ସାନିୟା ମିସ୍ତ୍ରୀ । ମାତ୍ର ୧୫ ବର୍ଷ ବୟସରେ ସେ ହିପହପ୍ ଦୁନିଆରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଯୁକ୍ତ ୨ରେ ପାଠ…

ବିବାଦୀୟ ପ୍ରଶ୍ନ ହଟାଇଲା ସିବିଏସ୍‌ଇ; ଛାତ୍ରଛାତ୍ରୀଙ୍କୁ ମିଳିବ ଫୁଲ୍‌ ମାର୍କସ୍‌

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ପଚରାଯାଇଥିବା ବିବାଦୀୟ ପ୍ରଶ୍ନ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ସୋମବାର ବୋର୍ଡ ଏହାକୁ ପ୍ରତ୍ୟାହାର କରିଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କହିଛି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର୍‌ରେ…

ଦେଶରେ ହେବ କୋଭିଡ୍‌ ଟିକାର ବୁଷ୍ଟର ଡୋଜ ପରୀକ୍ଷଣ

ନୂଆଦିଲ୍ଲୀ: ଅନେକ ଦେଶ କରୋନାଭାଇରସର ନୂତନ ଓ ମାରାତ୍ମକ ପ୍ରଜାତି ଓମିକ୍ରନ୍ ଭାରିଆଣ୍ଟ ବିପଦର ସମ୍ମୁଖୀନ ହୋଇ ସମ୍ମୁଖୀନ ହୋଇଛନ୍ତି। ନିକଟରେ ଏକ ବୈଠକରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ଭାରତରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଟିକାର ବୁଷ୍ଟର…

ଓମିକ୍ରନ୍‌ ଆତଙ୍କ; ପୁଣି ଲକ୍‌ଡାଉନ୍‌ ହେବ ରାଜଧାନୀ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଓମିକ୍ରନ କରୋନା ଭୂତାଣୁ ଭାରତ ସମେତ ସମଗ୍ର ବିଶ୍ୱରେ ଏବେ ଚିନ୍ତାର କାରଣ ପାଲଟିଛି। ଓମିକ୍ରନର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତିକୁ ଘୋଷଣା କରିଛନ୍ତି। ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆତଙ୍କିତ ଅବସ୍ଥାରେ…

ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ। ଏକ ସାକ୍ଷାତକାର ସମୟରେ ‌ସେ (ବିଜେପି)ର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। ତେବେ ଏହି ଅଭିଯୋଗକୁ…