Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଗାସସ୍ ଜାସୁସି ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପେଗାସସ୍ ଜାସୁସି ମାମଲାରେ ଯାଞ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଫରେନ୍ସିକ, IT ଓ ସାଇବର ଏକ୍ସପର୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ବିଦେଶୀ ସଂସ୍ଥାଦ୍ବାରା ଦେଶର ନାଗରିକଙ୍କ…

ପାଟନା ଗାନ୍ଧୀ ମୈଦାନ ବିସ୍ଫୋରଣରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୩ରେ ପାଟନାର ଗାନ୍ଧୀ ମୈଦାନରେ ଘଟିଥିବା ସିରିୟଲ ବିସ୍ଫୋରଣରେ ଆଜି ଏନଆଇଏ କୋର୍ଟ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ନଭେମ୍ବର ୧ରେ ସେମାନଙ୍କ ଦଣ୍ଡର ଶୁଣାଣୀ ହେବ । ୨୦୧୩ ଅକ୍ଟୋବର ୨୭ରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାରେ ଏହି ସ୍ଥାନରେ ଏକ ବିଶାଳ…

ବିଜେପିକୁ ଆଉ ଝଟକା, ଦଳ ଛାଡି ଟିଏମସିରେ ମିଶିଲେ କୃଷ୍ଣ କଲ୍ୟାଣୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ଦିଦି ମମତା ବାନାର୍ଜୀ ଖେଲା ଜାରୀ ରହିଛି । ଆଜି ବିଜେପି ବିଧାୟକ କୃଷ୍ଣ କଲ୍ୟାଣୀ ଟିଏମସିରେ ସାମିଲ ହୋଇଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଥିଲେ । ରାୟଗଂଜର ଏହି ବିଜେପି ବିଧାୟକ ଅକ୍ଟୋବର ୧ରୁ ପାର୍ଟିରୁ ଇସ୍ତଫା…

ଅଯୋଧ୍ୟା ବରିଷ୍ଠ ନାଗରିକଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ: କେଜ୍ରିୱାଲ

ଦିଲ୍ଲୀ: ଅଯୋଧ୍ୟାକୁ ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ସରକାର ତୀର୍ଥ ଯାତ୍ରା ଯୋଜନାରେ ସାମିଲ କରିଛନ୍ତି। ଖୁବ୍ ଶୀଘ୍ର ବରିଷ୍ଠ ନାଗରିକମାନେ ଅଯୋଧ୍ୟା ପରିଦର୍ଶନ କରି ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ତୀର୍ଥଯାତ୍ରାରେ ଶ୍ରୀ ରାମ ଜନ୍ମଭୂମି ମଣ୍ଡପରେ ପ୍ରାର୍ଥନା…

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଆମେରିକା ଉପରେ ହୋଇପାରେ ବଡ ଧରଣର ଆକ୍ରମଣ!

ନୂଆଦିଲ୍ଲୀ: ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ଗୁପ୍ତଚର ସମ୍ପ୍ରଦାୟ ଭୟ କରୁଛି ଯେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସନ୍‌ ଆସନ୍ତା ୬ ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରେ। ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଅଗଷ୍ଟ ମାସରେ ଆମେରିକା ଦୁଇ ଦଶନ୍ଧି ଧରି…

ଡ୍ରେନ୍‌ ପାଣିରେ ପରିବା ଧୋଇବା ଅଭିଯୋଗରେ ବିକ୍ରେତାଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ଡ୍ରେନ୍‌ର ଅପରିଷ୍କାର ପାଣିରେ ପରିବା ଧୋଇବା ଅଭିଯୋଗରେ ଜଣେ ପରିବା ବିକାଳିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଦୃଶ୍ୟକୁ ଭିଡିଓରେ ରେକର୍ଡ କରିଛନ୍ତି ଜଣେ ବ୍ୟକ୍ତି। ଭୋପାଳରୁ ଏମିତି ଏକ ଘଟଣା ସାମନାକୁ ଆସିଛି। ଏହାସହିତ ବ୍ୟକ୍ତି ଜଣକ ତାଙ୍କୁ ଚେତାବନୀ ଦେଇ କହିଥିଲେ ଯେ…

ଭୟାବହ ଅଗ୍ନିକାଣ୍ଡ; ପୋଡିଗଲା ୧୫ ଘର

ଶିମ୍‌ଲା: ହିମାଚଳ ପ୍ରଦେଶର କୁଲୁ ଉପତ୍ୟକାରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍‌ କିମ୍ବଦନ୍ତୀ ସମୟରୁ ଜନବସତି ସ୍ଥାପନ ହୋଇଥିବା ଏହି  ପ୍ରାଚୀନ ହିମାଳୟ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅତି କମରେ ୧୫ ଟି କାଠ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଯଦିଓ ଏଥିରେ…

ଦିଲ୍ଲୀରେ ଦିୱାଲୀ ପରେ ୬ରୁ ୮ଶ୍ରେଣୀ ବିଦ୍ୟାଳୟ ଖୋଲିବା ପାଇଁ ଆଜି ଚୂଡ଼ାନ୍ତ ନିଷ୍ପତି

ଦିଲ୍ଲୀ: ଦିଲ୍ଲୀ ସରକାର ୬ରୁ ୮ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ଆଜି ସରକାରଙ୍କ ସହ ଏକ ବୈଠକ କରିବ। ଛୋଟ ପିଲାଙ୍କ ପାଇଁ ଶାରିରୀକ କ୍ଲାସ ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଦିଲ୍ଲୀ…

ଅଣ କଶ୍ମୀର ବାସିନ୍ଦାଙ୍କୁ ପୁନର୍ବାର ଧମକ ଦେଲା ୟୁଏଲଏଫ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଣ କଶ୍ମୀର ବାସିନ୍ଦାଙ୍କୁ ଆଜି ପୁନର୍ବାର ଧମକ ଦେଇଛି ଆତଙ୍କବାଦୀ ସଂଗଠନ ୟୁଏଲଏଫ । ଟି୨୦ ବିଶ୍ୱକପ ଅବସରରେ ଭାରତ-ପାକିସ୍ତାନ ମ୍ୟାଚ ପରେ ଖୁସି ମନାଉଥିବା ୬ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପାକିସ୍ତାନ ବିଜୟ ହାସଲ କରିବା ପରେ ଶ୍ରୀନଗର ମେଡିକାଲ…