Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଗାସସ୍‌ ମାମଲାର ଯାଞ୍ଚ କରିବ ବିଶେଷଜ୍ଞ କମିଟି; ଏସ୍‌ସି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ଶୂଣାଇଛନ୍ତି। ଏକ ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଚିଠି ମାଧ୍ୟମରେ ତାଙ୍କ ସ୍ବାମୀ ଅର୍ଥାତ୍‌ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ…

ଭଜି-ଆମିର ଟ୍ୱିଟ୍ ଓ୍ୱାର୍: ହରଭଜନଙ୍କ ଗୋଟିଏ ଭିଡିଓରେ ଆମୀରଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ: ବିଶ୍ୱକପର ସୁପର-୧୨ ମ୍ୟାଚରେ ଭାରତଠାରୁ ଜିତିବା ପରେ ପାକିସ୍ତାନର ଭାଉ କାହିଁରେ କଣ । ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କିଛି ପାକିସ୍ତାନ ଖେଳାଳି ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରୁଛନ୍ତି । ଏହି ଲିଷ୍ଟରେ ଅଛନ୍ତି ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ମହମ୍ମଦ ଆମୀର । ଏବେ…

ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନୀ ସାମ୍ବାଦିକା; ଆମେ ଭଲ ବନ୍ଧୁ, ପ୍ରେମୀ ନୁହେଁ

ନୂଆଦିଲ୍ଲୀ: ଆଜିକାଲି ପଞ୍ଜାବ ରାଜନୀତିରେ ପାକିସ୍ତାନର ପୂର୍ବତନ ସାମ୍ବାଦିକା ଅରୁସା ଆଲାମଙ୍କ ଆଇଏସଆଇ ଲିଙ୍କ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଥିବା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ଏତିକି ନୁହେଁ, ପାକିସ୍ତାନୀ ସାମ୍ବାଦିକା ଅରୁସାଙ୍କ…

ବେଙ୍ଗାଲୁରୁରୁ କରୋନା AY.4.2 ପ୍ରକାରର ୨ଟି ସନ୍ଦିଗ୍ଧ ମାମଲା ଚିହ୍ନଟ

ବେଙ୍ଗାଲୁରୁ: ମହାମାରୀ କରୋନାର ନୂଆ ରୂପ ଏବେ ଦେଶରେ ଚିନ୍ତାର ବିଷୟ ପାଲଟିଛି। କରୋନା ଡେଲ୍‌ଟାର AY.4.2 ପ୍ରକାରର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି ଏବଂ ନମୁନାଗୁଡିକ ଜିନୋମ କ୍ରମ ପାଇଁ ଏକ ଲାବୋରେଟୋରୀକୁ ପଠାଯାଇଛି ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।…

କୋଭାକ୍ସିନକୁ କେବେ ମିଳିବ ‘ହୁ’ ର ମଞ୍ଜୁରୀ?

ନୂଆଦିଲ୍ଲୀ: କେବେ ମିଳିବ କୋଭାକ୍ସିନକୁ 'ହୁ' ର ମଞ୍ଜୁରୀ? ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ କହିଛି ଯେ ଜରୁରୀକାଳୀନ ବ୍ୟବହାର ପାଇଁ ଟିକା ସୁପାରିଶ କରିବା ପୂର୍ବରୁ କୋଭିଡ-୧୯ ଟିକା 'କୋଭାକ୍ସିନ' ସମ୍ବନ୍ଧରେ ଭାରତ ବାୟୋଟେକରୁ ଅତିରିକ୍ତ ସ୍ପଷ୍ଟୀକରଣ ଆବଶ୍ୟକ। ଜରୁରୀକାଳୀନ…

ଆର୍ୟନଙ୍କୁ ବେଲ୍‌ ନା ଜେଲ୍‌?; ଆଜି ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗିଙ୍କ ନେତୃତ୍ୱରେ ପ୍ରତିରକ୍ଷା ଦଳ ଦ୍ୱାରା ଅନେକ ଘଣ୍ଟା ଧରି ଯୁକ୍ତିତର୍କ ପରେ ଏଚସି ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଥିଲେ। ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦୁଇ ଦିନ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ବୁଧବାର ପୁଣି ମୂଲ୍ୟ ବୃଦ୍ଧି ପାଇଛି। ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହାପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୭.୯୪…

ସମୀର ଓ୍ୱାଙ୍ଖଡେଙ୍କୁ ଆଜି ଜେରା କରିବ ଏନସିବିର ୫ ଜଣିଆ ଟିମ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିବା ପରେ ବିବାଦ ଘେରକୁ ଆସିଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ । ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି । ସମୀର ଓ୍ୱାଙ୍ଖଡେଙ୍କୁ ଟାର୍ଗେଟ କରୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା…

ଦଶହରା ପରେ କୋଲକାତାରେ ମାଡୁଛି କରୋନା, ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା କାୟା କମୁଛି । କିନ୍ତୁ ପଶ୍ଚିମବଙ୍ଗରେ ବଢୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର…