Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

ଚେନ୍ନାଇ: ବାଣ ଦୋକାନରେ ଲାଗିଲା ନିଆଁ । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ଶଙ୍କରପୁରମରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ବାଣ ହୋଲସେଲ୍ ଦୋକାନରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ଭିତରେ ଅଛନ୍ତି ଦୋକାନ ମାଲିକ ଓ କର୍ମଚାରୀ ।…

ଆଜି କରୋନା ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଦେଶରେ କୋଭିଡ଼ ଟିକାକରଣ ୧୦୦କୋଟି ଅତିକ୍ରମ…

[ଭିଡିଓ] ମାଆ ପୁଅର ଜୀବନ ବଂଚାଇଲେ ବନ ବିଭାଗ କର୍ମଚାରୀ

ଓଡିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ନିକଟରେ ତାମିଲନାଡୁର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ । ତାମିଲନାଡୁର ଅନାଇଭରୀ ଝରଣାର…

ନବଜାତ ଶିଶୁ ବିକି ପରିବାରର ପେଟ ପୋଷୁଛନ୍ତି ଆଫଗାନ ବାସିନ୍ଦା

ଓଡିଶା ସମ୍ବାଦ ବ୍ୟୁରୋ: ଅନାହାରର ଦ୍ୱାରଦେଶରେ ଆଫଗାନିସ୍ତାନ । ସେଠିକାର ବାସିନ୍ଦାଙ୍କ ପାଇଁ ନା ଅଛି ରୋଜଗାରର ପନ୍ଥା, ନା ମିଳୁଛି ବିଦେଶୀ ଅନୁଦାନ । ଅର୍ଥନୈତିକ ସ୍ତରରେ ଭାଙ୍ଗିପଡିଛି ଆଫଗାନିସ୍ତାର ମେରୁଦଣ୍ଡ । ଏପରି ସ୍ଥିତିରେ ଆଫଗାନ ବାସିନ୍ଦା ନବଜାତ ଶିଶୁଙ୍କୁ ବିକ୍ରୟ କରି…

ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ, କାଲି ପର୍ଯ୍ୟନ୍ତ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ : ପୁଣି ଅଟକିଲା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ହୋଇଥିବା ଜାମିନ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି ଅପରାହ୍ନ ସାଢ଼େ ୨ଟାରେ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ କୋର୍ଟ । ଫଳରେ ଆଜି…

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ।…

ଗୁପ୍ତ ତଥ୍ୟ ଯୋଗାଇଥିବା ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଆଜି ସିବିଆଇ ୩ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍ କରାଇଥିଲେ । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ଏମାନଙ୍କ…

କେନ୍ଦ୍ର କର୍ମଚାରୀଙ୍କ ଲାଗି ଭଲ ଖବର; ଜୁଲାଇ ୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର। ସେମାନେ ପାଇବାକୁ ଥିବା ୩୧ ପ୍ରତିଶତ ମହଙ୍ଗା ଭତ୍ତା ଏବେ ୨୦୨୧ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା  ଜୁଲାଇ ୧ରୁ ମିଳିବ ବୋଲି ଆଜି ଏହି ସୂଚନା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି।…

ଛୁଆଙ୍କୁ ଗାଡିରେ ନେଇ ଯାଉଥିଲେ ହୁଅନ୍ତୁ ସାବଧାନ,ଆସିଲା ନୂଆ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଏଣିକି ପିଲାମାନଙ୍କୁ ଗାଡିରେ ସାଥୀରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।। କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି କି ୪ ବର୍ଷରୁ…

ପାକିସ୍ତାନ ବିଜୟରେ ଖୁସି ମନାଇବା ପଡଲା ମହଙ୍ଗା ,ସ୍କୁଲରୁ ନିଲମ୍ବନ ହେଲେ ଶିକ୍ଷୟତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ବିଜୟରେ ଖୁସି ମନାଇବା ଶିକ୍ଷୟତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଉଦୟପୁରରେ ଜଣେ ପ୍ରାଇଭେଟ ସ୍କୁଲ ଶିକ୍ଷୟତ୍ରୀ ପାକିସ୍ତାନ ମ୍ୟାଚ ଜିତିବା ସମର୍ଥନରେ ହ୍ୱାଟସପରେ ଏକ ବାଜି…