Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୮୭ ଡାକ୍ତର କରୋନା ପଜିଟିଭ

ପାଟନା: ବିହାରର ପାଟନା ଜିଲ୍ଲାର ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୭ ଜଣ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟନା ଜିଲ୍ଲାପାଳଙ୍କ ଅନୁଯାୟୀ, ସମସ୍ତ ଡାକ୍ତରଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି। ପଜିଟିଭ ଥିବା ସମସ୍ତ ଡାକ୍ତରଙ୍କୁ ପୃଥକ୍‌ ରଖାଯାଇଥିବା…

କାୟା ମେଲାଉଛି ଓମିକ୍ରନ୍: ୧୭ ଶହ ଛୁଇଁଲା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନି ବଢୁଛି । ସାରା ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ କେସ୍ ୧୭ଶହ ଛୁଇଁଛି । ମହାରାଷ୍ଟ୍ରରେ ଓମକ୍ରନ୍ କେସ୍ ପାଞ୍ଚ ଶହ ପାର କରିଛି । ସେଠାରୁ ସର୍ବାଧିକ ୫୧୦ ସଂକ୍ରମିତ ଚିହ୍ନଟ…

ଜନ୍ ଆବ୍ରାହମ୍ ଓ ପତ୍ନୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଜନ୍ ଆବ୍ରାହମଙ୍କୁ କରୋନା । ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚଲ ବି କରୋନା ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଦୁହେଁ ହୋମ୍ ଆଇସୋଲେସନରେ ଅଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସେଲିବ୍ରିଟି କପୁଲ । ଜନ୍…

ଦେଶରେ ବଢୁଛି କରୋନା କେସ୍: ଆଜି ୩୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ୍ କେସ୍ । ତାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହେଉଛି । ପ୍ରତିଦିନ ୪-୫ ହଜାର ବଢୁଛି ଦୈନିକ କେସ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୩ହଜାର ୭୫୦ ସଂକ୍ରମିତ । ଗତକାଲି ଅପେକ୍ଷା ୫ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଦେଶରେ…

ବରଫ ତଳୁ ଜର୍ମାନୀ ବୈଜ୍ଞାନିକ ପାଇଲେ ୭୭ ପ୍ରଜାତିର ପ୍ରାଣୀ

ନୂଆଦିଲ୍ଲୀ: ଜର୍ମାନୀର ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଆଂଟାର୍କାଟିକାର ବରଫ ସ୍ତର ତଳୁ ୭୭ ନୂତନ ପ୍ରଜାତିର ପ୍ରାଣୀ ସେମାନେ ଖୋଜି ବାହାର କରିଛନ୍ତି । ଗରମ ପାଣି ବ୍ୟବହାର କରି ସେମାନେ ବରଫ ଖଣ୍ଡ ଖୋଳିଥିଲେ । ୨୦୦ ମିଟର ତଳୁ ସେମାନଙ୍କୁ ଏହି ସଫଳତା ମିଳିଥିଲା । ବ୍ରୋୟୋଜୋନାସ…

ଏଲିୟନରୁ କଣ ମଣିଷର ସୃଷ୍ଟି !

ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର…

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ…

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଗତକାଲିର ଏହି ଘଟଣାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା…

ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ…

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ…