Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…

୨୦୨ ଦିନ ସଂଘର୍ଷ ପରେ କରୋନାକୁ ହରାଇଲେ ୪୫ ବର୍ଷୀୟା ମହିଳା

ସୁରଟ: ଗୁଜରାଟର ଗୀତା ଧାର୍ମିକ ନାମକ ଜଣେ ୪୫ ବର୍ଷୀୟା ମହିଳା ୨୦୨ ଦିନ ଧରି କରୋନା ସହ ସଂଘର୍ଷ କରିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦାହେଦା ରେଲୱେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ…

ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ : ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଅପରାହ୍ନରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦ । ଏହାସହ ପାଇଲଟଙ୍କ ଗୋଷ୍ଠୀର କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ…

ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା, ୨୪ ମୃତ, ଶତାଧିକ ନିଖୋଜ

ତିରୁପତି : ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାର ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ…

ଧୋନୀଙ୍କୁ ଭେଟିବା ପାଇଁ ୧୪୩୬ କି.ମି ଚାଲିଲେ ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥାଇ ପାରନ୍ତି। କିନ୍ତୁ ତାଙ୍କର ଅବସର ପରେ ତାଙ୍କ ପ୍ରଶଂସକ ତାଙ୍କଠୁ ଦୂରେଇ ନାହାନ୍ତି। ଧୋନିଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ରାୟ ୧୪୩୬ କିଲୋମିଟର ଚାଲିବା ପରେ ରାଞ୍ଚିରେ…

ଜାନୁୟାରୀରୁ ମହଙ୍ଗା ହେବ ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ଜାନୁୟାରୀ ୨୦୨୨ ଠାରୁ ମହଙ୍ଗା ହେବ ପୋଷାକ, ଟେକ୍ସଟାଇଲ୍ସ, ଫୁଟ୍‌ୱେର୍‌। ସରକାର ଏହିସବୁ ସାମଗ୍ରୀ ଉପରେ ସେବା ଟିକସକୁ ୫% ରୁ ୧୨% କୁ ବୃଦ୍ଧି କରିଛନ୍ତି। (ସିବିଆଇସି) ନଭେମ୍ବର ୧୮ ରେ ଏହା ଘୋଷଣା କରିଛି। ଜାନୁୟାରୀ ୨୦୨୨ ଠାରୁ, କପଡା ଉପରେ ଜିଏସ୍ଟି ହାର ୫ ପ୍ରତିଶତରୁ…

ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର

ଭୋପାଳ: ମଧ୍ୟପ୍ରଦେଶର ଶିଳ୍ପ ରାଜଧାନୀ କୁହାଯାଉଥିବା ଇନ୍ଦୋର ସହରରୁ ପ୍ରତିଦିନ ୧୨୦୦ ଟନ୍ ଆବର୍ଜନା ବାହାରୁଛି। ତଥାପି ସହରରେ କୌଣସି ଆବର୍ଜନା ଦେଖିବାକୁ ମିଳୁନାହିଁ। ସେଥିପାଇଁ ଏହି ସହରକୁ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦେଶର ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତା ମିଳିଛି। ରାଷ୍ଟ୍ରପତି…

ନା ସ୍କର୍ଟ, ନା ପ୍ୟାଣ୍ଟ; ଜେଣ୍ଡର୍‌ ନ୍ୟୁଟ୍ରଲ ୟୁନିଫର୍ମ ପିନ୍ଧିବେ ଏହି ସ୍କୁଲର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଭାଲାଲାଞ୍ଚିରଙ୍ଗାରାସ୍ଥିତ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଙ୍କୁ ସମାନ ୟୁନିଫର୍ମ ପିନ୍ଧିବାକୁ ସ୍ୱାଧୀନତା ଦେଇଛି। ପିଲାମାନେ ବର୍ତ୍ତମାନ ଏହି ବିଦ୍ୟାଳୟରେ ଲିଙ୍ଗ ନିରପେକ୍ଷ ପୋଷାକ ପିନ୍ଧିବେ। ବିଦ୍ୟାଳୟର ତତ୍କାଳୀନ…

ପୁଣି ଫସିଲା ଚୀନ୍‌; କିଏ ଥିଲା କରୋନାର ପ୍ରଥମ ରୋଗୀ? ସାମ୍‌ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳକୁ ନେଇ ସନ୍ଦେହ ଘେରରେ ଥିବା ଚୀନ୍ ବର୍ତ୍ତମାନ ପ୍ରଥମ କରୋନା ରୋଗୀଙ୍କ ପରିଚୟକୁ ନେଇ ଅଡୁଆରେ ପଡ଼ିଛି। ରିପୋର୍ଟ ଅନୁଯାୟୀ ଚାଇନା ଯାହାକୁ କୋଭିଡ୍‌ ପ୍ରଥମ ରୋଗୀ ଭାବେ ଚିହ୍ନଟ କରିଥିଲା ବାସ୍ତବରେ ସେ ପ୍ରଥମ ରୋଗୀ ନୁହଁନ୍ତି  ବୋଲି ଜଣାପଡ଼ିଛି।…

୫ରୁ ୧୧ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅନୁମତି ଦେଲା ଏହି ଦେଶ

ନୂଆଦିଲ୍ଲୀ: କାନାଡାର ସ୍ୱାସ୍ଥ୍ୟ ନିୟାମକ ଶୁକ୍ରବାର ଦିନ ପିଲାଙ୍କ ଲାଗି ଫାଇଜର୍‌ କୋଭିଡ୍-୧୯ ଟିକାକୁ ଅନୁମୋଦନ କରିଛି। କାନାଡା ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟିକାକୁ ଅନୁମତି ଦେଇଛି। କାନାଡାର ଜାତୀୟ ପରାମର୍ଶଦାତା କମିଟି ପରାମର୍ଶ ଦେଇଛି ଯେ ଦେଶର ସ୍ୱାସ୍ଥ୍ୟସେବା…