Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୂର୍ତ୍ତି ବିସର୍ଜନ ସାରି ଫେରିବା ବେଳେ ଅଘଟଣ ,ଓଲଟିଲା ଟ୍ରାକ୍ଟର ୧୧ ମୃତ

ଉତ୍ତରପ୍ରଦେଶ:ସଡକ ଦୁର୍ଘଟଣାରେ ନିମିଷକେ ଚାଲିଗଲା ୧୧ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ଝାନସୀ ଚିରଗାଁଓ ଅଞ୍ଚଳର ଏପରି ଅଘଟଣ ହୋଇଛିା  ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି…

ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ୬୩ବର୍ଷୀୟ ବୃଦ୍ଧଙ୍କ ୭୫୦ କିଲୋମିଟର ପଦଯାତ୍ରା

ଦିଲ୍ଲୀ: ପାଦରେ ଚାଲି ଚାଲି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୬୩ବର୍ଷୀୟ ବୃଦ୍ଧ। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବୃଦ୍ଧ ୭୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଯାତ୍ରା ସେ ୨୨ଦିନରେ ଅତିକ୍ରମ କରିଛନ୍ତି। ପିପାରିଆ ଗାଁର…

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ…

ଆଫଗାନିସ୍ତାନର ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ,ଏପର୍ଯ୍ୟନ୍ତ ୩୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷୀଣ ଆଫଗାନିସ୍ତାନର କାନ୍ଦାହାର ଠାରେ ଥିବା ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦ୍ରୀୟ ମିରୱାଇସ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ଆଜି ମସଜିଦରେ…

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଶୁକ୍ରବାର ଦିନ ଡାକ୍ତରଖାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୮୯ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଦୁର୍ବଳତା, ଜ୍ୱର…

୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ବିଜୟା ଦଶମୀରେ ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଭାରତର ସାମରିକ ଶକ୍ତି ଏକ ବୃହତ ଆଧାର ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି କମ୍ପାନୀଗୁଡ଼ି ଉନ୍ମୋଚନ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ…

୨୦୦ ବର୍ଷ ତଳର ଅଭିଶାପ, ପୁରୁଷ ଧାରଣ କରନ୍ତି ମହିଳାଙ୍କ ବେଶ

ଓଡିଶା ସମ୍ବାଦ ବ୍ୟୁରୋ: ଗରବା ନାଚ । ଖାସ କରି ଗୁଜରାଟରେ ନବରାତ୍ରୀ ପାଳନ ସମୟରେ ଏହି ନାଚ ସାମ୍ନାକୁ ଆସିଥାଏ । ୯ଦିନ ପର୍ଯ୍ୟନ୍ତ ଗୁଜରାଟର ଲୋକେ ଗରବା ନାଚରେ ମସଗୁଲ ଥାଆନ୍ତି । ହେଲେ ନବରାତ୍ରୀର ଅଷ୍ଟମ ଦିନରେ ପୁରୁଣା ସହର ଅହମଦାବାଦରେ ପୁରୁଷ ଲୋକେ ଶାଢୀ ପିନ୍ଧି ଗରବା କରିବାରେ…

ଜେଲ୍‌ ଭିତରୁ ଭିଡିଓ କଲ୍‌ରେ ପୁଅ ସହ କଥା ହେଲେ ଶାହାରୁଖ୍‌ ଓ ଗୌରୀ

ମୁମ୍ବାଇ: ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହୁଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପିତାମାତା ଅର୍ଥାତ୍‌ ଶାହାରୁଖ୍‌ ଓ ଗୌରୀଙ୍କ ସହ କଥା ହୋଇଛନ୍ତି। କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଜେଲରେ ଥିବା ପ୍ରତ୍ୟେକ…

ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ନୋଟିସ ଜାରି କରିଥିଲା। ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ କରିଥିଲା। ତେବେ ସୂଚନା ମୁତାବକ ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହୋଇନଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତର…