Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆର୍ୟନଙ୍କୁ ବେଲ୍ ନା ଜେଲରେ ରହିବେ? କାଲି ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍ ପିଟିସନର…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ:କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ଇନ୍ଧନ ଡିଲରଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା…

ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ

ନୂଆଦିଲ୍ଲୀ: ‌ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍‌ କହିଛନ୍ତି।…

ଭାରତ, ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି ଭାରତ ଓ ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଗତ ବର୍ଷ ହିଂସାତ୍ମକ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ୧୩ ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ…

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।…

‘ସୁପର୍‌ ଡାନ୍ସର ୪’ର ବିଜେତା ହେଲେ ଫ୍ଲୋରିନା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ଘୋଷଣା କରାଯାଇଛି। ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା। ସୋନି ଟିଭିର ପିଲାମାନଙ୍କ ଡ୍ୟାନ୍ସ ରିୟଲିଟି ସୋ ସୁପର ଡାନ୍ସର୍ ଚାପ୍ଟର…

ଲଖିମ୍‌ପୁର ହିଂସାକାଣ୍ଡ; ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପୂର୍ବରୁ ଶନିବାର ଦିନ ଲଖିମ୍‌ପୁର ଖେରୀସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ୧୨ ଘଣ୍ଟା…

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା…

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି । ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା…

ଜମ୍ମୁ କାଶ୍ମୀରରେ ପଶିପାରେ ତାଲିବାନ; ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ତାଲିବାନୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି। ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ ସମୟରେ ସେ ଏଭଳି ଉଦାହରଣ ମଧ୍ୟ ଦେଇଛନ୍ତି। ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ଏପରି କୌଣସି…