Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଇଲା ଅଭାବ; ଗମ୍ଭୀର ହୋଇପାରେ ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କୋଇଲା ଏବଂ ଗ୍ୟାସ ଯୋଗାଇବାରେ…

୧୦୦ ବିଲିୟନ ଡଲାର କ୍ଲବ୍‌ରେ ସାମିଲ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ଏବଂ ଏଲୋନ୍ ମସ୍କଙ୍କ ସହ ବିଶ୍ୱର ସବୁଠାରୁ ସ୍ୱତନ୍ତ୍ର ଧନୀ କ୍ଲବରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡିଆ ଲିମିଟେଡର ଚେୟାରମ୍ୟାନ୍ ୧୧ ଜଣ ପୁରୁଷଙ୍କ ବିରଳ ଗୋଷ୍ଠୀରେ ପ୍ରବେଶ…

କାଲି ଭାରତ ଓ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଅର୍ଥାତ୍ ରବିବାର ଦିନ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଅବଶିଷ୍ଟ ଷ୍ଟାଣ୍ଡଅଫ୍ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂକ୍ରାନ୍ତରେ ଆସନ୍ତାକାଲି…

ମନ୍ତ୍ରୀଙ୍କ ପୁଅ ପୋଲିସ ଆଗରେ ହାଜ‌ର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ନବଜୋତ ସିଂ ସିଦ୍ଧୁ ଶନିବାର ଦିନ ଅନଶନ ଭାଙ୍ଗିଛନ୍ତି। ଗତକାଲି ନୋଟିସ ଜାରି କରାଯିବା ପରେ ଆଶିଷ ହାଜର ହୋଇନଥିଲେ। ସିଦ୍ଧୁ ଶୁକ୍ରବାର ଦିନ ଆଶିଷ ମିଶ୍ରଙ୍କ ଗିରଫଦାରୀ…

ସତ ମାନିଲେ ଆର୍ୟନ; ପାର୍ଟିକୁ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ ବନ୍ଧୁ ଅରବାଜ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଚରସ ଖାଇଥିବାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ତାଙ୍କ ସହିତ ୬ ଗ୍ରାମର ଚରସ ଜୋତାରେ ଲୁଚାଇ ନେଇଥିବା ମଧ୍ୟ ସେ ଏନ୍‌ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ଏ ନେଇ ଏନ୍‌ସିବି ପଞ୍ଚନାମା ରିପୋର୍ଟରେ ସ୍ପଷ୍ଟ…

ଆର୍ୟନଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ତାପସୀ

ନୂଆଦିଲ୍ଲୀ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ନାଁ ସାମ୍‌ନାକୁ ଆସିଥିଲା। ଏହାପରେ ଆର୍ୟନଙ୍କ ସମେତ ୭ ଜଣଙ୍କୁ ଏନ୍‌ସିବି ନିଷିଦ୍ଧ ନିଶା ଦ୍ରବ୍ୟ କାରବାର ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ କରିଥିଲା।…

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା; କ୍ଷମା ମାଗିଲା ଫେସବୁକ୍‌

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି। କମ୍ପାନୀର କହିବାନୁସାରେ, ଏହାର ସୋସିଆଲ…

ଲଖିମପୁର ଖେରି ହିଂସା; ଶେଷରେ ପୋଲିସ ସାମ୍‌ନାରେ ହାଜର ହେଲେ ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ଅଭିଯୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ହାଜର ହୋଇଥିବା ସୂଚନା ମିଳିଛି। କିଛି ସମୟ ପରେ କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରିବ। ସମସ୍ତ ପ୍ରଶ୍ନର ଏକ ତାଲିକା ତାଙ୍କ…

ବୃଦ୍ଧା ଦମ୍ପତିଙ୍କ ପ୍ରେମ କାହାଣୀ; ଅନ୍‌ଲାଇନ୍‌ରେ ସାକ୍ଷାତ ଆଉ ତା’ପରେ ବିବାହ

ନୂଆଦିଳ୍ଲୀ: ପ୍ରେମ ମାନେନା ବୟସ। ବୟସ କେବଳ ଏକ ସଂଖ୍ୟା। ବାସ୍ତବରେ ପ୍ରକୃତ ପ୍ରେମ ଯେକୌଣସି ବୟସରେ ବି ହୋଇଥାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧା ଦମ୍ପତି। ମହାମାରୀ ଯୋଗୁ ‌ଅନେକ ଲୋକ ପରସ୍ପରଠୁ ଅଲଗା ହୋଇଥିବା ବେଳେ ଏହି ଦମ୍ପତିଙ୍କୁ ଏକାଠି କରିପାରିଛି…

କ୍ରୁଜ୍ ଡ୍ରଗ୍ସ ମାମଲା; ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମ୍‌ତିଆଜ ଖତ୍ରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଏନସିବି ଚଢାଉ କରିଛି। ଏନସିବି…