Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧.୫ ବିଲିୟନ ଫେସ୍‌ବୁକ୍‌ ୟୁଜର୍ସଙ୍କ ତଥ୍ୟ ଲିକ୍‌

ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ପାଇଁ ଫେସବୁକ୍, ହ୍ବାଟସଆପ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଅଚଳ ହେବା ପରେ ପୁଣି ସଚଳ ହୋଇଥିଲା। ଏହାଦ୍ବାରା ଉପଭୋକ୍ତାଙ୍କ ସମେତ ମାଲିକଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏହି ଅଘଟଣ ଘଟିବାର କିଛି ଦିନ ପରେ ଏକ ହ୍ୟାକର୍ ଫୋରମ୍‌ରେ ବିକ୍ରୟ ପାଇଁ ୧.୫ ବିଲିୟନ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି କ୍ରମାଗତ ଚତୁର୍ଥ ଦିନ ହାର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୯ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି…

ଆର୍ୟନଙ୍କ ଗିରଫ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୁହାନା

ନୂଆଦିଲ୍ଲୀ: ଅକ୍ଟୋବର ୩, ୨୦୨୧ରେ ଏକ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ଶାହାରୁଖ୍‌ଙ୍କୁ ବଲିଉଡ୍‌ର ଷ୍ଟାର୍‌ ସମର୍ଥନ ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି। ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ମଧ୍ୟ…

ପିଜା ଖାଇପାରିବେନି ମହିଳା ଆଉ କର୍ମକ୍ଷେତ୍ରରେ ମହିଳାଙ୍କୁ ଚା’ ଦେଇପାରିବେନି ପୁରୁଷ

ନୂଆଦିଲ୍ଲୀ: ବିଚିତ୍ର ନିୟମ। ଇରାନ ଟିଭି ନିର୍ମାତାମାନଙ୍କୁ ଟିଭି ପରଦାରେ ପିଜା ଖାଉଥିବା ମହିଳାଙ୍କୁ ଏବଂ ପୁରୁଷମାନେ କର୍ମକ୍ଷେତ୍ରରେ ମହିଳାଙ୍କୁ ମହିଳାଙ୍କୁ ଚା ’ପରିବେଷଣ କରିବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଇରାନ ୱାୟାର ରିପୋର୍ଟ ଅନୁଯାୟୀ, ମହିଳାମାନେ ଟିଭିରେ କୌଣସି ନାଲି…

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିବା ନୀରଜଙ୍କ ଜାଭଲିନ୍‌ ୧.୫ କୋଟିରେ ନିଲାମ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମୃତି ଚିହ୍ନର ଇ-ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ୧.୫ କୋଟି ଟଙ୍କାରେ ନିଲାମ ହୋଇଛି। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବାଧିକ…

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା । ଚୀନର…

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ…

ମହଙ୍ଗା ପଡିଲା ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା: ବିଜେପି କାର୍ଯ୍ୟକାରିଣୀରୁ ମାନେକା, ବରୁଣ ବିଦା

ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି…

ଖେରି ଚାଷୀ ହତ୍ୟା ମାମଲା : କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର

ଉତ୍ତରପ୍ରଦେଶ : ଲଖିମପୁର ଖେରି ଚାଷୀ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି । ଗଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତମାମ ବିରୋଧୀ । ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ହେଲେ ଏବେ ଆଶିଷଙ୍କୁ ନେଇ…

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଛି ଅନୁମତି । RTS, S-AS01କୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏନେଇ ସୂଚନା ଦେଇଛନ୍ତି WHOର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ । ଏହି ଟିକାକୁ ଅନୁମତି ମିଳିବା ପରେ ବିଶ୍ବରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ…