Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭାକ୍ସିନକୁ ‘ହୁ’ର ମଞ୍ଜୁରୀ ପରେ ମୋଦୀ ସରକାର ନେଲେ ଏହି ବଡ ପଦକ୍ଷେପ

ନୂଆଦିଲ୍ଲୀ: ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇବା ପରେ କୋଭାକ୍ସିନକୁ ଅଧିକ ଦେଶରେ ମାନ୍ୟତା ଦେବା ପାଇଁ ଭାରତ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ସେହି ଦେଶମାନଙ୍କ ସହ ଆଲୋଚନା ଚାଲିଛି। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଦେଶରେ…

ଚେନ୍ନାଇରେ ପ୍ରବଳ ବର୍ଷା; ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ରବିବାର ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଏହାର ଉପାନ୍ତ ଅଞ୍ଚଳର ଦୁଇଟି ସହରର ଜଳଭଣ୍ଡାର ଖୋଲିବାକୁ ଯାଉଥିବାରୁ କର୍ତ୍ତୃପକ୍ଷ ଲୋକମାନଙ୍କୁ ପ୍ରାଥମିକ ବନ୍ୟା ପରିସ୍ଥିତି ଉପୁଜିବା ନେଇ ସତର୍କ କରାଇଦେଇଛନ୍ତି। ଚେନ୍ନାଇ ସହରକୁ ପାନୀୟ ଜଳର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ…

ହାପି ବର୍ଥ ଡ଼େ କମଲ ହାସନ

ଚେନ୍ନାଇ: ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଇଣ୍ଡଷ୍ଟ୍ରିବନ୍ଧୁ, ପରିବାର ସଦସ୍ୟ ଓ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ହେବା ସହ କମଲ ହାସନ ନିର୍ମାତା, ନିର୍ଦ୍ଦେଶକ ରହିଆସିଛନ୍ତି। ସେ ତାମିଲ, ତେଲୁଗୁ,…

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ: ଗୁଜୁରାଟ ଖେଡ଼ା ଜିଲ୍ଲା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟରେ ପୋଲିସ ଷ୍ଟେସନରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯାଇଛି। ସୂଚନା ଅନୁସାରେ, ଖେଡ଼ା ଟାଉନ ପୋଲିସ ଷ୍ଟେସନରେ ନିଆଁ ଲାଗିବା କାରଣରୁ ୨୫ରୁ ଅଧିକ ଗାଡ଼ି ପୋଡ଼ି…

କମୁନି ପ୍ରଦୂଷଣ; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଏବେ ବି ଅତ୍ୟନ୍ତ ଖରାପ ରହିଛି। ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଦବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ରବିବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୩୬ ରେ ପଞ୍ଜୀକୃତ ହେବା ସହିତ ଦିଲ୍ଲୀର ବାୟୁ…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଡ୍ରୋନ୍‌ ହମ୍‌ଲା; ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦମିଙ୍କ ବାସଭବନ ଉପରେ ହମ୍‌ଲା କରିଥିବା ସୂଚନା ମିଳିଛି। ରବିବାର ସକାଳେ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ତେବେ ଇରାକ ପ୍ରଧାନମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏହାକୁ…

ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ୱାଙ୍ଖଡେଙ୍କ ବାପା

ନୂଆଦିଲ୍ଲୀ: ସମୀର ୱାଙ୍ଖଡେଙ୍କ ପିତା ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆର୍ୟନଙ୍କ ଗିରଫ ପରଠୁ ଅନେକ…

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ…

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ୧୦ ତାରିଖରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରେ ବସିବ ଆଫଗାନିସ୍ତାନ ବ୍ୟାପାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଋଷ, ଇରାନ ଓ ବିଭିନ୍ନ କେନ୍ଦ୍ର ଏସୀୟ ରାଷ୍ଟ୍ର ଯୋଗ ଦେବେ । ହେଲେ ବୈଠକରେ ଯୋଗ ଦେବନି ପାକିସ୍ତାନ । ସେହିପରି ଚୀନ ଏଯାଏଁ ନିଜ…

ଆଶାରାମ ବାପୁ ଅସୁସ୍ଥ, ଏମ୍ସରେ ଭର୍ତି

ନୂଆଦିଲ୍ଲୀ: ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଏମ୍ସରେ ଭର୍ତି କରାଯାଇଛି । ୮୦ ବର୍ଷୀୟ ଆଶାରାମଙ୍କୁ ୪୮ ଘଂଟା ଯୋଧପୁର ଏମ୍ସରେ ସମ୍ପୂର୍ଣ୍ଣ ଭାବେ ଅବଜରଭେସନରେ ରଖାଯିବ । ୨୦୧୩ରେ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସେ…