Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ରେକର୍ଡ କଲା ଭାରତ; ଦେଶରେ ୮୬ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ପୁଣି ଥରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଦେଶରେ ଟିକାକରଣ ସଂଖ୍ୟା ୮୬ କୋଟି ଅତିକ୍ରମ କରିଛି ଏବଂ ସୋମବାର ଦିନ ୧ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ସିପିଆଇ ରାଜ୍ୟ କାର୍ଯ୍ୟାଳୟରୁ ଏସି କାଢ଼ି ନେଲେ କହ୍ନେୟା !

ପାଟନା: ଜେଏନୟୁ ଛାତ୍ର ନେତା କହ୍ନେୟା କୁମାର କଂଗ୍ରେସରେ ମିଶିବା ନେଇ ଆକଳନ ଚାଲିଛି । ତେବେ ଏଥିନେଇ ସେ ନିଜେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ସିପିଆଇର ଏହି ଯୁବ ନେତାଜଣଙ୍କ କଂଗ୍ରେସ ମିିଶିବା ପୂର୍ବରୁ ବିହାରର ରାଜ୍ୟ କାର୍ଯ୍ୟାଳୟର ନିଜ ରୁମରୁ ଏସି କାଢ଼ି ନେଇ ଯାଇଛନ୍ତି । ବର୍ତମାନ…

ଡ୍ରାଗନ ଚାଲକୁ ରୋକିବା ପାଇଁ ସୀମାରେ ଭାରତ ନିୟୋଜିତ କରିବ ଏମ-୭୭୭ ଗନ

ନୂଆଦିଲ୍ଲୀ: ଲଦାଖ ପୂର୍ବାଂଚଳରେ ଚୀନ ପୁନର୍ବାର ଷଡଯନ୍ତ୍ର ରଚିଲାଣି । ସୈନ୍ୟ ଶକ୍ତି ବୃଦ୍ଧି କରିବା ସହ ଭାରତ ସୀମାରେ ପୁନର୍ବାର ଆଖି ପକାଇଛି । ଏହାକୁ ଦେଖି ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନା ପାହାଡ ଏବଂ ଦୁର୍ଗମ ଅଂଚଳ ପାଇଁ ଉପଯୋଗୀ ଏମ-୭୭୭…

କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍, ଯଦି ଆସିବ ଦ୍ବିତୀୟ ଲହର ପରି ମାରାତ୍ମକ ହେବନି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସିବ, ତାହା ଦ୍ବିତୀୟ ଲହର ଭଳି ମାରାତ୍ମକ ହେବନି । ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି…

ଜର୍ମାନୀ ସାଧାରଣ ନିର୍ବାଚନରେ ଏସପିଡିର ବିଜୟ, ଆଞ୍ଜେଲା ମେର୍କେଲଙ୍କ ଦଳ ସିଡିୟୁ ଶକ୍ତ ଧକ୍କା

ଜର୍ମାନୀ : ଜର୍ମାନୀ ସାଧାରଣ ନିର୍ବାଚନରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁ ଦଳକୁ ଲାଗିଛି ଶକ୍ତ ଧକ୍କା । ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି ବାମ ସମର୍ଥିତ ସୋସିସାଲ ଡେମୋକ୍ରାଟିକ ପାର୍ଟି ବା ଏସପିଡି । ବିଦାୟୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଦଳ ଖ୍ରୀଷ୍ଟିଆନ…

‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ର ଶୁଭାରମ୍ଭ, ପ୍ରତି ନାଗରିକଙ୍କୁ ମିଳିବ ID

ନୂଆଦିଲ୍ଲୀ: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ…

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ହୋଇଛି। ଅଶରଫ ଘନି ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି। ସେ ଟ୍ୱିଟ୍ କରି କହିଛନ୍ତି, "ଗତକାଲି ଠାରୁ ଅଶରଫ…

ମୋ ସ୍କୁଲ୍ ଅଭିଯାନ; ସ୍କୁଲଗୁଡିକୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ଓଏସ୍‌ଏଲ୍‌

କଟକ: OSL ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା “ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ' (MSAPS) ଅଧୀନରେ କଟକ ଜିଲ୍ଲାର ବିଦ୍ୟାଳୟଗୁଡିକୁ ସହାୟତା ପ୍ରଦାନ କରିଛି। ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା MSAPS ହେଉଛି ଏକ ପଦକ୍ଷେପ ଯାହା ସାରା ରାଜ୍ୟରେ…

ବାଲୋଚିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତି ଉଡାଇଦେଲେ ଆତଙ୍କବାଦୀ

କରାଚୀ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜେ ଏଥିରେ ଫସିବା ଆରମ୍ଭ କରିଛି । ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାଲୋଚିସ୍ତାନରେ ମହମ୍ମଦ ଅଲୀ ଜିନ୍ନାଙ୍କ…

ରାଜ୍ୟବାସୀଙ୍କୁ ଆଶ୍ୱସ୍ତି: ରାଜ୍ୟରେ ତୃତୀୟ ତରଙ୍ଗର ବିଶେଷ ପ୍ରଭାବ ପଡ଼ିନପାରେ

ଭୁବନେଶ୍ୱର: ରାଜ୍ୟରେ କରୋନାର ତୃତୀୟ ତରଙ୍ଗର କୌଣସି ବଡ ପ୍ରଭାବ ନଥିବା ସୋମବାର ଓଡ଼ିଶା ସରକାର କହିଛନ୍ତି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାର କୋଭିଡ୍‌-୧୯ ପରିସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ। ସେ ୧୨ ଟି ଜିଲ୍ଲାରେ…