Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାଡଖଣ୍ଡ ଜିଲ୍ଲା ଜଜଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା, ହାଇକୋର୍ଟରେ ସିବିଆଇର ରିପୋର୍ଟ ଦାଖଲ

ଝାଡଖଣ୍ଡ () ଝାଡଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାର ହୋଇଛି ପର୍ଦ୍ଦାଫାଶ । ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ଜଷ୍ଟିସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ଚଢାଇ ଦିଆଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ସିବିଆଇ । ଗତ ଜୁଲାଇର ଚାଞ୍ଚଲ୍ୟକର…

ଟମାଟୋ ଚାଷରେ ବିଶ୍ୱ ରେକର୍ଡ, ଗୋଟିଏ ଡାଳରେ ୮୩୯ଟି ଟମାଟୋ

ଭୁବନେଶ୍ୱର: ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଚାଷୀ ଡଗଲାସ । ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଛନ୍ତି । ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇଛନ୍ତି ।  ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ ଚାଷୀ । ଏହି ଟମାଟୋ ଗଛକୁ ସେ…

ଭାରତକୁ ଅକସରେ ସାମିଲ କରିବାକୁ ମନା କଲା ଆମେରିକା

ୱାଶିଂଟନ: ଭାରତକୁ ଅକସରେ ସାମିଲ କରାଯିବନି ବୋଲି ଆଜି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗର ସୁରକ୍ଷା ପାଇଁ ଚୁକ୍ତି କରାଯାଇଛି । ଏଥିରେ ଭାରତ ଓ ଜାପାନକୁ ସାମିଲ କରାଯିବନି । କ୍ୱାଡ ବୈଠକ ପୂର୍ବରୁ ଆମେରିକାର ଏହି ନିଷ୍ପତି ଭାରତକୁ କିଛି ମାତ୍ରାରେ ନିରାଶ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ମୁତ୍ୟୁବରଣ କରିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସୁପ୍ରିମକୋର୍ଟ ଗୁରୁବାର ପ୍ରଶଂସା କରିଛନ୍ତି। ଏସ୍‌ସି କହିଛନ୍ତି ଯେ ଭାରତ ଯାହା କରିଛି, ଅନ୍ୟ ଦେଶ ତାହା କରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ, ୩ ଆତଙ୍କୀ ଗିରଫ

ଚଣ୍ଡୀଗଡ: ପଞ୍ଜାବ ପୋଲିସର ସତର୍କତା ଯୋଗୁ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି । ସେମାନେ ତରନତାରନରେ ବିସ୍ଫୋରଣ କରିବା ଯୋଜନା ରଖିଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀ ପଞ୍ଜାବର ମୋଗା ଅଂଚଳର ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି…

ପିଏମ୍‌ କେୟାର ଫଣ୍ଡ୍‌ ସରକାରୀ ପାଣ୍ଠି ନୁହେଁ; ଏଚ୍‌ସି

ନୂଆଦିଲ୍ଲୀ: ପିଏମ୍‌ କେୟାର ପାଣ୍ଠି ଭାରତ ସରକାରଙ୍କ ପାଣ୍ଠି ନୁହେଁ ବୋଲି କେନ୍ଦ୍ର ସଂଗୃହିତ ଏକ ଆଫିଡେଭିଟରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି। ଏହା ଦ୍ବାରା ଏହି ପରିମାଣ ଭାରତର ଏକୀଭୂତ ପାଣ୍ଠିକୁ ଯିବ ନାହିଁ। ଆଫିଡେଭିଟ୍‌ରେ କୁହାଯାଇଛି ଯେ ଟ୍ରଷ୍ଟ ସ୍ୱଚ୍ଛତା ସହିତ କାର୍ଯ୍ୟ କରିଥାଏ।…

ଶାରୀରିକ କାର୍ଯ୍ୟକଳାପ ବଢାଇଥାଏ ହୃଦ୍‌ଘାତ ଆଶଙ୍କା?

ସିଓଲ୍: ରିପୋର୍ଟ ଅନୁଯାୟୀ ବ୍ୟାୟାମର ଅନେକ ସ୍ୱାସ୍ଥ୍ୟ ଉପକାରିତା ଥିବାବେଳେ, ଶାରୀରିକ କାର୍ଯ୍ୟକଳାପ ବେଳେ ବେଳେ  ବିପରୀତ ପ୍ରଭାବ ମଧ୍ୟ ପକାଇପାରେ। ଯାହାର ପରିମାଣ ହୃଦ୍ ରୋଗର ସମ୍ଭାବ୍ୟ ବିପଦକୁ ଆଣିପାରେ। ଅଧ୍ୟୟନ ଅନୁଯାୟୀ ନିୟମିତ ବ୍ୟାୟାମ ଫଳରେ ଅନେକ ସ୍ୱାସ୍ଥ୍ୟ ଜନିତ…

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ ବିପଦ; ସତର୍କ ରହିବାକୁ ଚେତାବନୀ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାଡି ଆସୁଛି ବିପଦ। CERT-In ବ୍ୟବହାରକାରୀଙ୍କୁ ଏହି ବିଷୟରେ ଚେତାବନୀ ଦେଇଛି। CERT-In ଅନୁଯାୟୀ, ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଡ୍ରିନିକ୍ ନାମକ ମାଲୱେର୍‌ ପ୍ରତି ବିପଦ ରହିଛି। ଏହି ମାଲୱେର୍ ବ୍ୟବହାରକାରୀଙ୍କ…

ଗୋଟିଏ ଝଟ୍‌କାରେ କମ୍ପାନୀର ୧୦% କର୍ମଚାରୀ ହେଲେ କୋଟିପତି

ନୂଆଦିଲ୍ଲୀ: ଗୋଟିଏ ଝଟ୍‌କାରେ କୋଟିପତି ହେଲେ ୫୦୦ରୁ ଅଧିକ କର୍ମଚାରୀ। ଯୁକ୍ତରାଷ୍ଟ୍ରର ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପରେ ଏକ (ସାଏଏସ୍) କମ୍ପାନୀ ଫ୍ରେଶୱାର୍କସ୍ ଇନ୍‌କରେ କାର୍ଯ୍ୟ କରୁଥିବା ୧୦ ପ୍ରତିଶତ ତଥା ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇପାରିଛନ୍ତି।…

ଫେରିଗଲା ନ୍ୟୁଜିଲାଣ୍ଡ ଦଳ, ପାକିସ୍ତାନୀ ପୋଲିସ ଖାଇଗଲେ ୨୭ ଲକ୍ଷ ଟଙ୍କାର ବିରିଆନୀ

ଓଡିଶା ସମ୍ବାଦ ବ୍ୟୁରୋ: ନିକଟରେ ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଓ ଟି୨୦ କ୍ରିକେଟ୍ ସିରିଜକୁ ବାତିଲ କରିଥିଲା । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡଠାରୁ ଆରମ୍ଭ କରି ଖେଳାଳି ଓ ସାଧାରଣ ଲୋକେ ମଧ୍ୟ ନ୍ୟୁଜିଲାଣ୍ଡକୁ ନାନା ସମାଲୋଚନା…