Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବହୁ ଚର୍ଚ୍ଚିତ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ଉତ୍ତରପ୍ରଦେଶ : ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇକୁ ତଦନ୍ତର ପରିସରଭୁକ୍ତ କରାଯାଇଛି । ଗତକାଲି ୟୁପି ସରକାର ସିବିଆଇକୁ ତଦନ୍ତ ସୁପାରିସ କରିବା ପରେ ଓ ନରେନ୍ଦ୍ରଗିରିଙ୍କ ମୃତ୍ୟୁ ଘଟଣାର ଏଫଆଇଆର ରୁଜୁ କରାଯାଇଥିଲା । ଏନେଇ ଆଜିଠାରୁ…

ଆଜି ବାଇଡେନଙ୍କୁ ଭେଟିବେ ମୋଦି , ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା

ୱାଶିଂଟନ୍ : ଆଜି ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ରହିଛି । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର…

ପାର୍ବଣ ଋତୁ ବିଗାଡିବା ଲକ୍ଷ୍ୟରେ ଆତଙ୍କବାଦୀ, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖୁସିର ମାହୋଲକୁ ବିଗାଡିବା ଲକ୍ଷ୍ୟରେ ରହିଛନ୍ତି ଆତଙ୍କବାଦୀ । ଗୋଇନ୍ଦା ସଂସ୍ଥାରୁ ଇନପୁଟ ପାଇବା ପରେ ସରକାର ଦେଶରେ ହାଇଆଲର୍ଟ ଜାରୀ କରିଛନ୍ତି । ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀ ଗିରଫ ହୋଇଥିଲେ ।…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ,୧୦ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସାଙ୍ଗକୁ ଲଘୁଚାପ ସୃଷ୍ଟି ହୋଇପାରେ । ଘୂର୍ଣ୍ଣିବଳୟ ଧୀରେ ଧରେ ସକ୍ରିୟ ହେଉଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର…

ଚାପ ପକାଇ ମହିଳାଙ୍କ ଚୁଟି କଟାଇ ଫସିଲା ହୋଟେଲ ଚେନ ଆଇଟିସି, କ୍ଷତିପୂରଣ ବାବଦକୁ ଦେବ ୨କୋଟି

ମୁମ୍ବାଇ: କଞ୍ଜୁମର କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛି । ଜଣେ ମହିଳାଙ୍କୁ ଚାପ ପକାଇ ଚୁଟି ଛୋଟ କରିବାକୁ ବାଧ୍ୟ କରିଥିବା ଦେଶର ଲକଜରୀ ହୋଟେଲ ଚେନ ଆଇଟିସିକୁ ଦଣ୍ଡିତ କରିଛି । କ୍ଷତିପୂରଣ ବାବଦକୁ ଉକ୍ତ ମହିଳାଙ୍କୁ ହୋଟେଲ ୨କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଅଯାଇଛି ।…

୭୫୨୩ କୋଟି ଟଙ୍କାରେ ଭାରତ ବରାଦ କଲା ୧୧୮ ଅର୍ଜୁନ ଏକେ-୧ଏ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ସରକାର ୧୧୮ ଅର୍ଜୁନ ଏକେ-୧ଏ ଯୁଦ୍ଧ ଟ୍ୟାଙ୍କ ବରାଦ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ୟାଙ୍କର ଓଭରାଲ ଆନୁମାନିକ ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ । ଭାରତ ସରକାର ଏଥିପାଇଁ ଅନୁମତି ଦେଇସାରିଛି । ଚେନ୍ନାଇର ଅଭଡି ହେଭି…

ଉରୀରେ ସେନାଙ୍କ ଗୁଳିରେ ଟଳିଲେ ୩ ପାକ୍ ଆତଙ୍କୀ

ଉରି: ଭାରତୀୟ ସେନାକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ରାମପୁର ଅଂଚଳରେ ୩ ଆତଙ୍କବାଦୀ ସେମାନଙ୍କୁ ଗୁଳିରେ ଟଳିଛନ୍ତି । ପିଓକେ ଦେଇ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ମୃତ ଆତଙ୍କୀଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୮ ପିସ୍ତଲ ଓ ୭୦ଟି ଗ୍ରେନେଡ ଜବତ ହୋଇଛି । ହଥଲଙ୍ଗା ଜଙ୍ଗଲ…

ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ । ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି । ଆସନ୍ତା…

ବାୟୁ ପ୍ରଦୂଷଣରେ ବର୍ଷକୁ ଯାଉଛି ୭୦ ଲକ୍ଷ ଜୀବନ, ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ : ବିଶ୍ବରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି…

ବାଙ୍ଗାଲୋରରେ ବିସ୍ଫୋରଣ, ୩ ମୃତ୍ୟୁ

ବାଙ୍ଗାଲୋର: ବାଙ୍ଗାଲୋରର ତାରାଗୁପେଟା ଅଂଚଳରେ ଥିବା ଏକ ଷ୍ଟୋରେଜରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ କେଉଁ କାରଣ ନେଇ ଘଟିଥିଲା ତାହାର ତଦନ୍ତ ଚାଲିଛି । ତେବେ ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ପଙ୍କଚର ଦୋକାନ ନିକଟରେ ଥିବା ଷ୍ଟୋରେଜରେ ଏହି…