Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ । ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ…

ଓମିକ୍ରନ ଭ୍ୟାରିଆଂଟ ଭୟ ବଢ଼ିଲା: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଭାରତୀୟଙ୍କ ରିପୋର୍ଟ ପଜିଟିଭ

ବେଙ୍ଗାଲୁର: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନର ଭୟ ଏବେ ସମସ୍ତଙ୍କୁ ଗ୍ରାସ କରିବା ଆରମ୍ଭ କରିଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୯୪ ଭାରତୀୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏ ପର୍ଯ୍ୟନ୍ତ କର୍ଣ୍ଣାଟକର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଓମିକ୍ରାନ ଭ୍ୟାରିଆଂଟରେ…

ରେକର୍ଡ୍ ଦରରେ ନିଲାମ ହେଲା ଆଇନ୍‌ଷ୍ଟାଇନ୍‌ଙ୍କ ହସ୍ତଲିପି

ଭୁବନେଶ୍ୱର: ନିଲାମ ହୋଇଛି ଆଲବର୍ଟ ଆଇନଷ୍ଟାଇନଙ୍କ ବିରଳ ହସ୍ତଲିପି । ଗତ ମଙ୍ଗଳବାର ପାରିସରେ ଅକ୍ସନ୍ ହାଉସ୍ ଖ୍ରିଷ୍ଟିସ୍ ମୋଟା ଅଙ୍କର ଅର୍ଥ ବଦଳରେ ଆଇନଷ୍ଟାଇନଙ୍କ ଏକାଧିକ ହସ୍ତଲିପି ନିଲାମ କରିଥିଲା । ଆଇନଷ୍ଟାନଙ୍କର ୫୪ ପୃଷ୍ଠା ସମ୍ବଳିତ ହସ୍ତଲିପିର ପ୍ରାଥମିକ ନିଲାମ ଦର ୨ରୁ ୩…

ଓମିକ୍ରନ ନାମକୁ ନେଇ ଉପୁଜିଲା ବିବାଦ: ଚୀନକୁ ଡରୁଛି କି ହୁ !

ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭ୍ୟାରିଆଂଟର ନାମ ଓମିକ୍ରନ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏହି ନାମକରଣକୁ ନେଇ ଏବେ ବିବାଦ ଉପୁଜିଛି । ନୂତନ ଭ୍ୟାରିଆଂଟର ନାମ ଏନୟୁ କିମ୍ବା ଏକ୍ସଆଇରୁ ଆରମ୍ଭ ହୋଇଥାନ୍ତା । ଅଥଚ ୟୁ ଏହାକୁ ଡେଇଁ ଓମିକ୍ରନ କାହିଁକି ଦେଲା ସେ ନେଇ…

ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠୁ ଗଡ଼ିଲା ସିଏନଜି ଓ ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିଛି ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ…

ଚର୍ଚ୍ଚାରେ ଆଇନଜୀବୀ ଦମ୍ପତ୍ତିଙ୍କ ନିଆରା ବିବାହ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର: କଥାରେ ଅଛି ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ଅନେକ ଲୋକ ଅଦ୍ଭୁତ ତଥା ଅନନ୍ୟ ଚିନ୍ତାଧାରା ଆପଣାଇଥାନ୍ତି । କେହିକେହି ପ୍ରି-ୱେଡିଂ ଫଟୋ ସୁଟ୍ କରିବାକୁ ପସନ୍ଦ କରିଥାନ୍ତି । ତ ଅନ୍ୟ କେହି ଆକାଶରେ କିମ୍ବା ପାଣିରେ ରହି ବିବାହ…

ଟ୍ରାକ୍ଟର ରାଲୀ ସ୍ଥଗିତ ରଖିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଟ୍ରାକ୍ଟର ରାଲୀକୁ ସ୍ଥଗିତ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ନେଇ ସଂସଦରେ ବିଲ ଉପସ୍ଥାପନ ହେବାର ୨ ଦିନ ପୂର୍ବରୁ କୃଷକମାନେ ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ମଧ୍ୟ ଟ୍ରାକ୍ଟର ରାଲୀ କରାଯିବ ବୋଲି…

ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁରରେ ପୁଣି ମାଓ ହିଂସା । ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚ ଙ୍କ ସ୍ୱାମୀ ଙ୍କ ଗଳା କାଟି ହତ୍ୟା କରିଛନ୍ତି ସଶସ୍ତ୍ର ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟର କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍…

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ…

କରୋନାର ନୂଆ ଭାରିଆଣ୍ଟ ନାଁ ‘ଓମିକ୍ରନ୍’ ଦେଲା WHO

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନର (ଈ.୧.୧.୫୨୯) ନାଁ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାର ନାଁ ଓମିକ୍ରନ୍ ରଖାଯାଇଛି । ଯାହା ଏକ ଗ୍ରୀକ ଶବ୍ଦ । ଏଥିସହ ନୂଆ ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛି । ଯାହାକି ଦ୍ରୁତ ସଂକ୍ରାମକ ହୋଇପାରେ ।…