Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କବାଦୀଙ୍କୁ ସହାୟତା: ୨ ପୋଲିସ କର୍ମୀ ସମେତ ୬ ସରକାରୀ କର୍ମଚାରୀ ନିଲମ୍ବିତ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଲୁଚି ଛପି ସହାୟତା କରୁଥିବା ଅଭିଯୋଗରେ ଆଜି ଜମ୍ମୁ-କଶ୍ମୀରର ୨ ପୋଲିସଙ୍କ ସମେତ ୬ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତଦନ୍ତ ପାଇଁ ଆବଶ୍ୟକ ସମୟ ପ୍ରଦାନ କରାଯାଇଥିଲା । ଏହା ପରେ ସମ୍ବିଧାନର ଧାରା ୩୧୧(୨)(ସି)…

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା ।  ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ ।…

ତାଲିବାନ ସହ ଆର୍‌ଏସ୍‌ଏସ୍‌ର ତୁଳନା ଜାଭେଦଙ୍କୁ ପଡ଼ିଲା ମହଙ୍ଗା, କ୍ଷମା ନମାଗିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନକୁ ତାଲିବାନ ସହିତ ତୁଳନା କରିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହାସହ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।…

ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲା: ୧୪ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ପାଟନା: ବହୁ ଚର୍ଚ୍ଚିତ ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲାରେ ଆଜି ରୋଷଡା କୋର୍ଟ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୮ରେ ବିକାଶ ଅଫିସରୁ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ସମୟରେ ଦୁବୃତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏଲଜେପି ବ୍ଲକ…

କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ବ୍ରିଟେନ; ତଥାପି ରହିଲା କେଁ

ନୂଆଦିଲ୍ଲୀ: ବ୍ରିଟେନ ଶେଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା 'କୋଭିଶିଲ୍ଡ'କୁ ଏହାର ନୂତନ ଭ୍ରମଣ ନିୟମରେ ଅନୁମୋଦନ କରିଛି। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିନ୍ତୁ ଏଥିରେ ଏକ କେଁ ମଧ୍ୟ…

ଦେଶରେ ମୁସଲମାନଙ୍କର ପ୍ରଜନନ ହାର ସର୍ବାଧିକ

ୱାଶିଂଟନ୍: ପ୍ରମୁଖ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଭାରତରେ ମୁସଲମାନଙ୍କର ସର୍ବାଧିକ ପ୍ରଜନନ ହାର ରହିଛି। ତା’ପରେ ଅଛନ୍ତି ହିନ୍ଦୁମାନେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଆମେରିକାର ଥିଙ୍କ ଟ୍ୟାଙ୍କର ରିପୋର୍ଟରେ ଭାରତ ବିଷୟରେ…

ଆମେରିକା ଗସ୍ତରେ ମୋଦି,୨୪ରେ ମୋଦି-ବାଇଡେନ ସାକ୍ଷାତ

ଦିଲ୍ଲୀ : ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସେ ୱାସିଟନଂରେ ପହଁଚିବେ । ପରେ ୨୩ ତାରିଖରେ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ ମୋଦି ।୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ ଆମେରିକା ସାମରିକ ସହେଯାଗ ବାଣିଜ୍ୟ ସୁରକ୍ଷା…

ଆସନ୍ତା ମାସରୁ ୧୨ରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ ଟିକା!

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ୧୨ କିମ୍ବା ତାଠାରୁ ଅଧିକ ବୟସର ପିଲାମାନଙ୍କୁ ଆସନ୍ତା ମାସରୁ କରୋନା ଟିକା ପ୍ରଦାନ କରାଯାଇପାରେ। କାରଣ ଆସନ୍ତା ମାସରେ ପିଲାଙ୍କ ଲାଗି ଉପଲବ୍ଧ ଟିକା ଜାଇଡସ୍‌ କାଡିଲା ଲଞ୍ଚ ହୋଇପାରେ। ବିଶ୍ୱର ପ୍ରଥମ ଡିଏନ୍‌ଏ ଆଧାରିତ କରୋନା ଟିକା, ZyCoV-D ଗତ…

୨୦୨୨ ନୁହେଁ ଚଳିତ ବର୍ଷ ହିଁ ଏନ୍‌ଡିଏ ପରୀକ୍ଷାରେ ମହିଳାଙ୍କୁ ମିଳିବ ଚାନ୍ସ

ନୂଆଦିଲ୍ଲୀ: ୨୦୨୨ରୁ ନୁହେଁ ଚଳିତ ବର୍ଷଠାରୁ ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବା ପାଇଁ  ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀ‌େରେ ମହିଳାମାନଙ୍କୁ ୨୦୨୨ ରେ…

ଚିନ୍ତା ବଢାଇଲାଣି ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଭାଇରସ

ନୂଆଦିଲ୍ଲୀ: ମିଜୋରାମ ପରେ, ବର୍ତ୍ତମାନ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଭୂତାଣୁ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମିଜୋରାମରେ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ହେତୁ ହଜାର ହଜାର ଘୁଷୁରିଙ୍କର ମୃତ୍ୟୁ ଘଟିଛି। ତ୍ରିପୁରାର କାଞ୍ଚନପୁରରେ ୮୭ଟି ଘୁଷୁରୀଙ୍କ ପରୀକ୍ଷା…