Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରେନ ଲାଇନ କଡରୁ ମିଳିଲା ତେଲେଙ୍ଗାନାର ୬ ବର୍ଷୀୟା ଦୁଷ୍କର୍ମ ଅଭିଯୁକ୍ତର ଶବ !

ହାଇଦ୍ରାବାଦ: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ୬ ବର୍ଷୀୟା ବାଳିକା ଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଶବ ରେଳ ଲାଇନ କଡରେ ମିଳିଛି । ତେଲେଙ୍ଗାନା ଡିଜିପି ଶବ ଅଭିଯୁକ୍ତ ପି ରାଜୁ (୩୦ ବର୍ଷ)ର ବୋଲି ସ୍ପଷ୍ଟ କରିଛନ୍ତି । ଶରୀରର ଟାଟ୍ଟୁରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିଛି । ତେବେ…

ମା’ଦୁର୍ଗାଙ୍କ ମନ୍ଦିରରେ ମୂଷା ମାହାତ୍ମ୍ୟ

ବିକାନୀର: ଆମ ଚାରିପାଖେ କିଛି ନା କିଛି ରହସ୍ୟ ରହିଛି । ଯାହା ଆମେ ଭେଦ କରିବା ସମ୍ଭବ ନୁହେଁ । ଆମ ଆଖି ସାମନାରେ ସେହି ରହସ୍ୟମୟ ଘଟଣା ଘଟିଚାଲିଥିଲେ ବି ତାର ସତ୍ୟତାଠୁ ଆମେ ବହୁ ଦୂରରେ । ସେମିତି ଏକ ରହସ୍ୟମୟ ଘଟଣା ଦେଖିବା ଏକ ମନ୍ଦିରରେ । ଯେଉଁଠି ହଜାର ହଜାର ମୂଷା ଘୁରିବୁଲୁଛନ୍ତି ।…

ବରାଦର କହିଲେ ମୁଁ ସୁସ୍ଥ ଅଛି, ସରକାରରେ କୌଣସି ମତଭେଦ ନାହିଁ

କାବୁଲ: ତାଲିବାନୀ ନେତା ମୁଲ୍ଲା ବରାଦରଙ୍କୁ ନେଇ ଏବେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ଏହି ସବୁ ମଧ୍ୟରେ ତାଲିବାନୀ ନେତା ଅବଦୁଲ ଗନୀ ବରାଦର ସେ ସୁସ୍ଥ ଅଛନ୍ତି ବୋଲି ଏକ ଭିଡିଓ ମେସେଜ ଜାରୀ କରିଛନ୍ତି । ଆଫଗାନିସ୍ତାନ ସରକାରରେ କୌଣସି ପ୍ରକାର ଅଶାନ୍ତି ଉପୁଜି ନାହିଁ…

ଦୂରସଞ୍ଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ…

ଟାଇମ ମ୍ୟାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦି, ମମତା, ପୁନୱାଲା

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଅଦାର ପୁନାୱାଲା ସ୍ଥାନ ପାଇଛି ।…

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି…

ହକ୍କାନୀ ନେଟୱର୍କ ସହ ବିବାଦ ପରେ ଆଫଗାନିସ୍ତାନ ଛାଡିଲେ ବରାଦର !

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାର ସପ୍ତାହେ ବିତି ନ ଥିବା ବେଳେ ହକ୍କାନୀ ନେଟୱର୍କ ଓ ମୁଲ୍ଲା ଅବଦୁଲ ଗନୀ ବରାଦର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିବାରେ ଲାଗିଛି । ଏପରିକି ଅଶାନ୍ତି ଜୋର ଧରିବାରୁ ଉପ ପ୍ରଧାନମନ୍ତ୍ରୀ ବରାଦର ଆଫଗାନିସ୍ତାନ ଛାଡି ପଳାଇଥିବା ଖବର…

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା। ଏ ନେଇ ‌ପ୍ରୋଡ୍ୟୁସର୍‌ସ ଗିଲ୍ଡ ଅଫ୍‌ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ଏକ ନନ୍‌ ପ୍ରଫିଟ୍‌ ଟ୍ରେଡ୍‌ ସଂସ୍ଥା ଯେଉଁଥିରେ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ନ୍ୟୁ ମିଡିଆ…

ଏଥର ଦିପାବଳୀରେ ରାଜଧାନୀରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏଥର ରାଜଧାନୀ‌ରେ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ଭୟଙ୍କର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ବାଣ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି।…