Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ଼ ଖବର :୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଗରେ ନରମିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି…

ଭାରତରେ ଦିଆଯିବ କି କରୋନା ଟିକା ର ତୃତୀୟ ଡୋଜ? ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଅନେକ ଦେଶରେ କରୋନାର ବୁଷ୍ଟର୍ ସଟ୍ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାକୁ ଅନେକ ଦେଶରେ ବିଚାର କରାଯାଉଛି। ବର୍ତ୍ତମାନ ଭାରତରେ ମଧ୍ୟ ଦୁଇଟି ଡୋଜ ପରେ ଏକ ତୃତୀୟ ଡୋଜ ପାଇଁ ଯୋଜନା କରାଯାଇପାରେ। ଆସନ୍ତା ସପ୍ତାହରେ ଏକ ବୈଠକ ହେବ ଯେଉଁଥିରେ ଏହି ନିଷ୍ପତ୍ତି ନିଆଯିବ…

୫୮୧ ବର୍ଷରେ ଆଜି ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । …

ଭୟଙ୍କର ରୂପ ନେଇପାରେ ଜଳବାୟୁ ପରିବର୍ତ୍ତନ; ବନ୍ୟା ଆଶଙ୍କା ନେଇ ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-କାନପୁରର ନୂତନ ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ଗଙ୍ଗା ନଦୀର ପ୍ରବାହ। ଯାହା ପରେ ଅଧିକ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଥିବା ସୂଚନା ମିଳିଛି।…

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା । କରନଙ୍କ ଫିଲ୍ମରେ ଯୋଦ୍ଧା…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

ଖଲୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ କି ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ଷ୍ଟାର ଦି ଗ୍ରେଟ ଖଲୀ (ଦିଲୀପ ସିଂ ରାଣା)ଙ୍କ ସାକ୍ଷାତ ରାଜନୀତି ମହଲକୁ ସରଗରମ କରିଛି । ଖଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ।…

ଭାରତ-ଚୀନ୍ ମଧ୍ୟରେ ବୈଠକ ଶେଷ , ଦ୍ୱିପାକ୍ଷିକ ବୁଝାମଣାକୁ ଉଭୟ ପକ୍ଷର ସମ୍ମତି

ଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷୀକ ରାଜିନାମାକୁ ସମ୍ମାନ ଜଣାଇବା ସହ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।ଅନ୍ୟପଟେ ଖୁବ୍ ଶିଘ୍ର ୧୪ ତମ କମାଣ୍ଡସ୍ତରୀୟ ଆଲୋଚନା…

ଏକତ୍ର ୯ଜଣଙ୍କୁ ବିବାହ କଲେ ବ୍ରାଜିଲ ଯୁବକ

ନୂଆଦିଲ୍ଲୀ: ବ୍ରାଜିଲର ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପତ୍ନୀଙ୍କ ସମେତ ୯ଜଣ ମହିଳାଙ୍କୁ ଏକତ୍ର ବିବାହ କରିଛନ୍ତି । ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ…