Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଟୋବରରୁ ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।…

ଏଥର ଭର୍ଚୁଆଲି ଅନୁଷ୍ଠିତ ହେବ ଅଯୋଧ୍ୟା ରାମଲୀଲା

ଅଯୋଧ୍ୟା: ଅଯୋଧ୍ୟା ରାମଲୀଲା ସବୁଥର ଭଳି ଏଥର ସର୍ବସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବନି। ଏଥର ରାମଲୀଲା ଭର୍ଚୁଆଲି ଆୟୋଜନ ହେବ ବୋଲି ଏବଂ ଦୂରଦର୍ଶନରେ ଏହାର ସିଧା ପ୍ରସାରଣ କରାଯିବ ବୋଲି ଅଯୋଧ୍ୟାର ରାମଲୀଲା କମିଟି କହିଛି। ରିପୋର୍ଟ ଅନୁଯାୟୀ "ଚଳିତ ବର୍ଷ ରାମଲୀଲା ଉତ୍ସବ…

କିଏ ସମ୍ଭାଳିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଗାଦି ? ଆଜି ନିଷ୍ପତ୍ତି, କାଲି ଶପଥ

ଅହମ୍ମଦାବାଦ: ଗୁଜରାଟରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ବିଜୟ ରୂପାନୀଙ୍କ ଇସ୍ତଫା ପରେ କାହାକୁ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ ତାକୁ ନେଇ ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଗୁଜରାଟରେ ପହଞ୍ଚିଛନ୍ତି…

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି

ଗାନ୍ଧୀନଗର : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ବିଜୟ ରୂପାଣି । ରୂପାଣିଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ…

ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ : ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା । ଅମାନୁଷିକ ଭାବେ ଆଉ ଜଣେ ନିର୍ଭୟାଙ୍କୁ ମୁମ୍ବାଇରେ ଦୁଷ୍କର୍ମ କରାଯାଇଛି । ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗକୁ ଲୁହା ରଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ…

ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ୧୯ ହଜାରରୁ ଅଧିକ ଆପ୍‌ ଅସୁରକ୍ଷିତ; ଲିକ୍‌ କରିପାରେ ବ୍ୟକ୍ତିଗତ ତଥ୍ୟ!

ନୂଆଦିଲ୍ଲୀ: ଡିଜିଟାଲ ସୁରକ୍ଷା କମ୍ପାନୀ ଆଭାଷ୍ଟ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗୁଗୁଲ ପ୍ଲେ ଷ୍ଟୋର୍‌ ଉପଲବ୍ଧ ୧୯,୦୦୦ ରୁ ଅଧିକ ଆପ୍ ସମ୍ଭାବ୍ୟ ଅସୁରକ୍ଷିତ ବୋଲି ଜଣାପଡିଛି। ଏହି ଆପ୍ସଗୁଡିକ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରିପାରେ ଏବଂ ଆପଣଙ୍କ ସ୍ମାର୍ଟଫୋନର ସୁରକ୍ଷା ପ୍ରତି…

ଦିଲ୍ଲୀରେ ଛେଚୁଛି ବର୍ଷା ,ବିମାନବନ୍ଦରରେ ଲହଡି ଭାଙ୍ଗୁଛି ବର୍ଷା ପାଣି

ଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ୍ । ବୁଡିଲା ରନ୍ ୱେ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ରନ୍ ୱେ ଉପରେ ମଧ୍ୟ ପାଣି ଜମିଛି । ବିମାନ ବନ୍ଦରରେ ପୋଖରୀର ଭ୍ରମ ସୃଷ୍ଟ ହୋଇଛି। ଗତକାଲି…

୪୬ ବର୍ଷରେ ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ଶନିବାର ସକାଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୋଟ ୧୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥର ମୌସୁମୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଶେଷ ଥର ପାଇଁ ୨୦୦୩ ମସିହାରେ ୧,୦୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୨୦୨୧ ମୌସୁମୀ…

ମୁମ୍ବାଇରେ ବଡା ପାଓ ଖାଇଲେ ବ୍ରିଟିଶ ହାଇ କମିଶନର

ମୁମ୍ବାଇ: ମହାରାଷ୍ଟ୍ରର ଲୋକପ୍ରିୟ ଖାଦ୍ୟ ହେଉଛି ବଡା ପାଓ। ବଡା ପାଓ ଖାଇଲେ ବ୍ରିଟିଶ ହାଇ କମିଶନର। ଏହାପୂର୍ବରୁ ବ୍ରିଟିଶ ହାଇ କମିଶନର ଦକ୍ଷିଣ ଭାରତୀୟ ଡିସ୍‌ ତଥା ଲୋକପ୍ରିୟ ବ୍ୟଞ୍ଜନ ଦୋସା ଖାଇବାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଥିଲା। ତାଙ୍କ ହାତରେ ଡୋସା ଖାଇବାର ଏକ…

ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍!

ନୂଆଦିଲ୍ଲୀ: କୋଭିଡ-୧୯ ଟିକାକରଣର ଉଭୟ ଡୋଜ ନେଇଥିବା ବ୍ୟକ୍ତିମାନେ କରୋନାଭାଇରସରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍ ବୋଲି ଆମେରିକାର ଏକ ଅଧ୍ୟୟନରୁ ଜଣାପଡିଛି। ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟିକାକୃତ…