Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

UNWTO ର ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ ପାଇଁ ଏହି ୩ ଭାରତୀୟ ଗାଁ ମନୋନୀତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନ (UNWTO) ପୁରସ୍କାରରେ ମଧ୍ୟପ୍ରଦେଶର 'ଲଡପୁରା ଖାସ୍' ଗ୍ରାମକୁ 'ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ' ଶ୍ରେଣୀରେ ମନୋନୀତ କରାଯାଇଛି। ଲଡପୁରା ସହିତ ଅନ୍ୟ ଦୁଇଟି ଗ୍ରାମକୁ ମଧ୍ୟ UNWTO ପୁରସ୍କାର ପାଇଁ ମନୋନୀତ କରାଯାଇଛି - ମେଘାଳୟର…

ନିଜ ଛୁଆକୁ ଅପହରଣ କରି ବାପା ଗିରଫ

ନୂଆଦିଲ୍ଲୀ: ଆମେରିକାର ଜଣେ ଓକିଲ ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ବରୋଦାରେ ରହୁଥିବା ଜଣେ ଆମେରିକୀୟ ନାଗରିକ ଅମିତକୁମାର କାନୁଭାଇ ପଟେଲଙ୍କୁ ଇଂଲଣ୍ଡରେ ଗିରଫ କରାଯାଇଛି। ୩୮ ବର୍ଷୀୟ ପଟେଲଙ୍କୁ ଇଂଲଣ୍ଡରେ ଗିରଫ କରାଯାଇଥିଲା। ସେ ତାଙ୍କର ପ୍ରାରମ୍ଭିକ ଅଦାଲତରେ ହାଜର ହୋଇଥିଲେ।…

ବାତିଲ ହେଲା ନୂଆ ଆଫଗାନିସ୍ତାନ ସରକାରର ଉଦ୍‌ଘାଟନୀ ସମାରୋହ

କାବୁଲ: ତାଲିବାନ ଆଫଗାନିସ୍ତାନରେ ନୂତନ ଭାବରେ ଗଠିତ ଅନ୍ତରୀଣ ସରକାରର ଉଦ୍‌ଘାଟନୀ ସମାରୋହକୁ ବାତିଲ କରିଦେଇଛି। ଏ ନେଇ ରୁଷିଆର TASS ନ୍ୟୁଜ୍ ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ତମ ବାର୍ଷିକୀ ଅବସରରେ ସେପ୍ଟେମ୍ବର ୧୧ ରେ…

ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବସୁ । ବୁଦ୍ଧଦେବଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟଙ୍କ ଭଉଣୀ ଇରା ଭାଇରୋଲୋଜିରେ ପିଏଚଡି କରିଥିଲେ । ଏବେ ସେ ମାନସିକ ରୋଗଗ୍ରସ୍ତ ବୋଲି କୁହାଯାଇଛି । ୨ ବର୍ଷ ହେବ ଘରେ ନ…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଛି ବଡ ସଫଳତା । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜଣେ ଡାକ କର୍ମଚାରୀ ଗିରଫ ହୋଇଛି । ଗିରଫ ଡାକ କର୍ମଚାରୀର ପରିଚୟ ଭାରତ ଗୋଦାରା ବୋଲି ଜଣାପଡିଛି । ଜୟପୁର ରେଳବାଇ ଷ୍ଟେସନ ସ୍ଥିତ ପୋଷ୍ଟ ଅଫିସରେ…

ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ

କାବୁଲ: ତାଲିବାନ କେବଳ ରକ୍ତର ଭାଷା ଜାଣିଛି, ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ଆଜି ପଂଜଶୀର ଘାଟିରେ ନିର୍ମମ ଭାବେ ହତ୍ୟା କରିଛି । ତାଲିବାନୀମାନେ ପ୍ରଥମେ ତାଙ୍କୁ ଚାବୁକ ଓ ବିଜୁଳି ତାରରେ…

ଆସନ୍ତାକାଲି ଆଫଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର

ଆଫଗାନିସ୍ତାନ : ଆସନ୍ତାକାଲି ଆମେରିକାରେ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଉଛି ୨୦ ବର୍ଷ । ଏହିଦିନ ହିଁ ଅର୍ଥାତ ଆସନ୍ତାକାଲି ଆଫଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର । ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ହାସନ ଆଖୁନ୍ଦ ଶପଥ ନେବେ । ଏଥିସହ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ବାରଦାର ଓ…

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର…

ୱଣ୍ଡରସେଫ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କ୍ରିତି

ନୂଆଦିଲ୍ଲୀ: କିଚେନ୍‌ୱେୟାର୍‌ ବ୍ରାଣ୍ଡ ୱଣ୍ଡରସେଫ ଶୁକ୍ରବାର ଦିନ ବଲିଉଡ ଅଭିନେତା କ୍ରିତି ସାନନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ୱଣ୍ଡରସେଫ କିଚେନ୍‌ୱେୟାର୍‌ ୨୦୦୯ରେ ରବି ସକ୍ସେନା ଏବଂ ସେଫ୍‌ ସଞ୍ଜୀବ କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ…

ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା

ନୂଆଦିଲ୍ଲୀ: ଏଣିକି ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା। ଉତ୍ତରାଖଣ୍ଡରେ ଏଭଳି ଏୟ ନିୟମ ଲଗେୁ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଉତ୍ତରାଖଣ୍ଡର ସରକାରୀ କର୍ମଚାରୀମାନେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ସମୟରେ ସମସ୍ତ…