Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଆଉ ନାହାନ୍ତି ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଆଉ ନାହାନ୍ତି ଟେଲିଭିଜନ୍ ଦୁନିଆର ଚର୍ଚ୍ଚିତ ଚେହେରା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା । ଆଜି ତାଙ୍କର ମୁମ୍ୱାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା…

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ପରଲୋକ ହୋଇଛି। ସେପ୍ଟେମ୍ବର ୨ ରେ ହଠାତ୍ ହୃଦଘାତରେ ସିଦ୍ଧାର୍ଥଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର କୁପର୍ ହସ୍ପିଟାଲ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ଡାକ୍ତରଖାନା ସୂତ୍ରରୁ…

ରାଜଧାନୀରେ ପ୍ରବଳ ବର୍ଷା; ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନ ସକାଳେ ସହରରେ ପ୍ରବଳ ବର୍ଷା ଯୋଗୁ ସାରା ସହର ଜଳମଗ୍ନ ହୋଇପଡ଼ିଛି। ରାସ୍ତା ଜାମ୍‌। ଟ୍ରାଫିକ ବ୍ୟବସ୍ଥା ବ୍ୟାହତ ହୋଇଛି। ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡ଼ିଛି। ଭୀଷଣ ବୃଷ୍ଟିପାତର ପ୍ରଭାବ…

କାର୍ଯ୍ୟ ଚାପ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ବଢାଇଥାଏ

ଲଣ୍ଡନ: ଚାପଗ୍ରସ୍ତ, ନିଦ୍ରା ବ୍ୟାଘାତ ହୃଦଘାତ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ୟୁରୋପୀୟ ଷ୍ଟ୍ରୋକ ସଂଗଠନ (ESO) ସମ୍ମିଳନୀରେ ବୁଧବାର ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମଧୁମେହ, ଧମନୀ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ…

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲାହ୍‌ ହିବତୁଲ୍ଲା !

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲାହ ହିବତୁଲ୍ଲା ଅଖଣ୍ଡଜଡା ଆଫଗାନିସ୍ତାନରେ ନୂତନ ସରକାର ଭାବେ ନେତୃତ୍ବ ଗ୍ରହଣ କରିବେ। ଯିଏ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି। ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନିସ୍ତାନ ଚଳାଇବା ପାଇଁ ସେମାନଙ୍କର ସରକାରୀ ଗଠନ ଚୂଡାନ୍ତ କରିଛି।…

ଆସାମ: ବଦଳିଲା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାଁ

ଦିସ୍‌ପୁର: ଆସାମ କ୍ୟାବିନେଟ ବୁଧବାର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରି ଓରଙ୍ଗ ନ୍ୟାସନାଲ ପାର୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। “କିଛି ଦିନ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଆଦିବାସୀ ଏବଂ ଟି ଟ୍ରାଇବ୍‌ ସମ୍ପ୍ରଦାୟର…

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ କୃଷ୍ଣ ମିତ୍ର ସୂଚନା ଦେଇଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି…

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ…

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ…

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ…