Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପାରାଲିମ୍ପିକ୍ସ ଭାରତକୁ ଆଉ ଗୋଟିଏ ପଦକ: ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଗୋଟିଏ ପଦକ । ପୁରୁଷ ହାଇଜମ୍ପ F୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି…

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ପାଇଁ କମିଟି ଗଠନ

ନୂଆଦିଲ୍ଲୀ : ସାମ୍ବାଦିକ କଲ୍ୟାଣ ଯୋଜନା ନିୟମାବଳୀର ଅନୁଧ୍ୟାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୦ ଜଣିଆ କମିଟି ଗଠନ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ମନ୍ତ୍ରଣାଳୟ ଦ୍ବାରା ସାମ୍ବାଦକି…

୬୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେରଳରୁ ଆସିଥିବା ୬୫ ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଲାର କେଜିଏଫ୍ କଲେଜ ଅଫ୍ ଡେଣ୍ଟାଲ୍ ସାଇନ୍ସ ଏବଂ ହସ୍ପିଟାଲରେ ୬୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍…

ସୋସିଆଲ ମିଡିଆ, ନ୍ୟୁଜ୍ ପୋର୍ଟାଲରେ ମିଥ୍ୟା ଖବର ପ୍ରସାରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୱେବ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ମିଥ୍ୟା ଖବର ପ୍ରସାରଣକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭି ରମଣଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠରେ ଏକ ଆବେଦନ ଶୁଣାଣି କରି “ମିଥ୍ୟା ଖବର” ର ପ୍ରସାର…

କାଲି ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ସପ୍ତାହ ପରେ ଆସନ୍ତାକାଲି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ‌ାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ତାଲିବାନ ସରକାର ଗଠନ କରିବ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ…

ଟିକାର ପ୍ରଭାବକୁ ଅକାମି କରିଦେଇପାରେ କରୋନାର ନୂଆ ପ୍ରଜାତି ‘ମ୍ୟୁ’

ଜେନେଭା: କରୋନାର ନୂତନର ପ୍ରଜାତି 'ମ୍ୟୁ' ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି। ଏହି ନୂଆ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ହୁ କହିଛି। 'ମ୍ୟୁ'- ଏହାର ବୈଜ୍ଞାନିକ ନାମ B.1.621 ଭାବରେ ଜଣାଶୁଣା। ଏହା ପ୍ରଥମେ ଜାନୁୟାରୀ ୨୦୨୧ରେ…

[ଭିଡିଓ] ତାଲିବାନକୁ ନେଇ ମୁହଁ ଖୋଲିଲେ ଅଭିନେତା ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ଭିନ୍ନ ଢଙ୍ଗରେ ରାଜନୈତିକ ବିଶ୍ଳେଷଣ ପାଇଁ ପ୍ରାୟତଃ ସମୟ ଚର୍ଚ୍ଚାରେ ରହିଥାନ୍ତି ଭେଟେରାନ୍ ଅଭିନେତା ନସିରୁଦ୍ଦିନ୍ ଶାହ । ନିକଟରେ ତାଲିବାନର ଆଫଗାନିସ୍ତାନ କବ୍‌ଜାକୁ ସେ ନିନ୍ଦା କରିଛନ୍ତି । ଏପରିକି ତାଲିବାନର ବିଜୟକୁ ସ୍ୱାଗତ କରିଥିବା ଭାରତୀୟ ମୁସଲମାନଙ୍କୁ ମଧ୍ୟ ସେ…

ଏଠାରେ ‘ସାର୍‌’ ଆଉ ‘ମ୍ୟାଡାମ୍‌’ କହିବା ମନା

ପାଲକ୍କଡ: ସାଧାରଣତଃ ଆମେ ଅନ୍ୟକୁ ସମ୍ମାନ ଦେବା ଅର୍ଥରେ ଡାକିବା ପୂର୍ବରୁ ସାର୍‌ କିମ୍ବା ମ୍ୟାଡାମ୍‌ ବ୍ୟବହାର କରିଥାଉ। କିନ୍ତୁ ଏହି ଗାଁରେ ଏସବୁ ଆଚରଣକୁ ବାରଣ କରାଯାଇଛି। କେରଳର ମାଥୁର ନାମକ ଗ୍ରାମରେ କେହି କାହାକୁ ଡାକିବା ପୂର୍ବରୁ ଏଭଳି ସମ୍ମାନଜନକ ଶବ୍ଦ ପ୍ର‌ୟୋଗ କରିବା ଉପରେ…

ମହାରାଷ୍ଟ୍ରରେ ପୁଣି ଫେରିବ ଲକ୍‌ଡାଉନ!

ମୁମ୍ବାଇ: କରୋନା ଭୂତାଣୁରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ତରଙ୍ଗକୁ ନେଇ ଭୟ ବଢିଥିବା ଦେଖିବାକୁ ମିଳିଛି। ପୁଣି ମହାରାଷ୍ଟ୍ରରେ କରୋନା ପ୍ରତିବନ୍ଧକ ଫେରିପାରେ ବୋଲି ମହାରାଷ୍ଟ୍ର ସରକାର ବିଚାର କରୁଛନ୍ତି। ରାଜ୍ୟରେ ତୃତୀୟ ତରଙ୍ଗର ଆଗମନ ହେବାର ସମ୍ଭାବନାକୁ ନେଇ ସରକାର…

ଆଉ ନାହାନ୍ତି ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଆଉ ନାହାନ୍ତି ଟେଲିଭିଜନ୍ ଦୁନିଆର ଚର୍ଚ୍ଚିତ ଚେହେରା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା । ଆଜି ତାଙ୍କର ମୁମ୍ୱାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା…