Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରିଟେନ୍‌ର ‘ରେଡ୍‌ ଲିଷ୍ଟ’ରୁ ହଟିଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନ ସରକାର ରବିବାର ଭାରତକୁ 'ରେଡ୍‌' ଲିଷ୍ଟରୁ 'ଅମ୍ବର' ତାଲିକାକୁ ସ୍ଥାନାନ୍ତର କରିଛନ୍ତି। ଏହି ପଦକ୍ଷେପ ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତାୟାତକୁ ସହଜ କରିବା ବୋଲି କୁହାଯାଉଛି। ବ୍ରିଟେନ ଘୋଷଣା କରିଛି ଯେ ରେଡ୍‌ ଲିଷ୍ଟରେ ଥିବା ଭାରତକୁ ଅମ୍ବର ଲିଷ୍ଟକୁ…

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ: ରୌପ୍ୟରୁ ଆରମ୍ଭ, ସ୍ୱର୍ଣ୍ଣରେ ଶେଷ

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା କାଳରେ କଟକଣା ସହ ମେଗା ଇଭେଣ୍ଟ ଆୟୋଜନ ସବୁଦିନ ପାଇଁ ମନେ ରହିବ । ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବି ସ୍ମରଣୀୟ ରହିବ । ମୋଟ ୭ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ରୌପ୍ୟରୁ ଆରମ୍ଭ ଓ ସ୍ୱର୍ଣ୍ଣ ପଦକ…

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ…

ଏଣିକି ସୋନୁଙ୍କ ନାଁରେ ମିଳିବ ୨୦ ପ୍ରତିଶତ ରିହାତି

ଶ୍ରୀନଗର: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନୁ ସୁଦ ରାସ୍ତା କଡ଼ରେ ଜୋତା ଏବଂ ଚପଲ ବିକ୍ରି କରୁଥିବା ଜଣେ ଦୋକାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସୋନୁ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ୩ ଗିରଫ

ନୂଆଦିଲ୍ଲୀ: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଶନିବାର ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଏହି ତିନିଜଣ ଗୁରୁବାର ଦିନ ଶ୍ୟାମପ୍ରସାଦ ମୁଖାର୍ଜୀ ଲେନ୍‌ରେ ଥିବା ତାଙ୍କ ସରକାରୀ ବାସଭବନ ନିକଟରେ ସନ୍ଧ୍ୟାରେ ଚାଲିବା ପାଇଁ…

ବ୍ରୋଞ୍ଜ ଜିତିଲେ ବଜରଙ୍ଗ

ଟୋକିଓ: ବ୍ରୋଞ୍ଜ ଜିତିଲେ ବଜରଙ୍ଗ ।  ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି । ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ…

ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା ଜନସନ ଆଣ୍ଡ ଜନସନର ସିଙ୍ଗଲ୍‌ ଡୋଜ କୋଭିଡ-୧୯ ଟିକାକୁ ଭାରତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର କହିଛନ୍ତି। ମାନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍‌ ଜରିଆରେ କହିଛନ୍ତି, "ଜନସନ…

ବ୍ଲୁଟୁଥ୍ ଇୟରଫୋନ୍ ବିସ୍ଫୋରଣରେ ଯୁବକର ମୃତ୍ୟୁ

ନୂଆଦିଲ୍ଲୀ: ବ୍ଲୁଟୁଥ୍ ଇୟରଫୋନ୍ ବିସ୍ଫୋରଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ରାଜସ୍ଥାନରେ। ମୃତ ଯୁବକ ଜଣକ ରାକେଶ ନାଗର ଜୟପୁରର ଚାଉମୁ ଉଦୟପୁରିଆ ଗାଁର ବାସିନ୍ଦା ଥିଲେ। ତେବେ ଦେଶରେ ଏହା ପ୍ରଥମ ଏବଂ ବିରଳ ଘଟଣା ବୋଲି ଜଣାପଡିଛି। ରାକେଶ ତାଙ୍କ ବ୍ଲୁଟୁଥ୍‌ରେ କାହା ସହ…

ମୁକୁଲ ରାୟଙ୍କ କଭି ହାଁ କଭି ନାଁ ମନ୍ତବ୍ୟ !

କୋଲକାତା: ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ମନ୍ତବ୍ୟ ଏବେ ରାଜନୀତି ମହଲରେ ଚର୍ଚ୍ଚାର କାରଣ ସାଜିଛି । ମୁକୁଲ ବିଜେପି ଛାଡିଥିଲେ ମଧ୍ୟ କ୍ରିଷ୍ଣନଗର ବିଧାନସଭା ଆସନରୁ ଇସ୍ତଫା ଦେଇ ନାହାନ୍ତି । ଖାଲି ପଡିଥିବା ୭ଟି ଆସନ ପାଇଁ ଉପ…

ଖୁବ୍‌ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ଲୋକଙ୍କୁ ୫୦ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଉଛି। ଚୂଡାନ୍ତ ଫଳ ଆସିବା ପରେ ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।…