Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୩୯ ଜଣ କଏଦୀ କରୋନା ପଜିଟିଭ

ଗୋପାଳଗଞ୍ଜ: ବିହାରରେ ଗୋପାଳଗଞ୍ଜ ଜେଲରେ ୧୩୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗୋପାଳଗଞ୍ଜ ଜେଲ ଅଧୀକ୍ଷକ କହିଛନ୍ତି ଯେ ସୋମବାର ଦିନ ୮୬ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ମଙ୍ଗଳବାର ଦିନ ଅନ୍ୟ ୫୩ ଜଣ ଅନ୍ତେବାସୀ ସଂକ୍ରମିତ ହୋଇଥିବା…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର: ଗୋଟିଏ ପଟେ କରୋନା କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବ୍ଲାକ୍‌ ଫଙ୍ଗସ୍‌ର ତାଉ ବଢିବାରେ ଲାଗିଛି। ଗୋଟିଏ ମହାମାରୀକୁ ମୁକାବିଲା କରିବାକୁ ଦେଶ ଅଣ୍ଟା ଭିଡୁଥିବା ବେଳେ ଆଉ ଏକ ମହାମାରୀର ଆଗମନ ହୋଇସାରିଲାଣି। ମୁଖ୍ୟତଃ କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପ୍ରଭାବିତ କରୁଥିବା…

କରୋନା କାଳରେ ବି ରୁଷ୍‌ ଯାଇ ନେଇପାରିବେ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବିଶ୍ବ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କରୋନା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ସମ୍ପତି ଭ୍ରମଣ ଅନେକଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଯାଇଛି। ତେବେ ଦୁବାଇର ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ମସ୍କୋ…

ଇସ୍ରାଏଲ୍‌କୁ ସମର୍ଥନ କରି ଅଡୁଆରେ ଏହି ଅଭିନେତ୍ରୀ

ଭୁବନେଶ୍ୱର: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷକୁ ନେଇ ସେଲିବ୍ରିଟିମାନେ ମଧ୍ୟ ନିଜ ମନ୍ତବ୍ୟ ରଖୁଛନ୍ତି । ଏହି ଧାରାରେ ସାମିଲ ହୋଇ ୱାଣ୍ଡର୍ ୱିମେନ୍ ଫେମ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଇସ୍ରାଏଲ୍ ସପକ୍ଷରେ ଏକ ଟୁଇଟ୍ ଓ ଇନଷ୍ଟା ପୋଷ୍ଟ କରିଥିଲେ । ହେଲେ ଏହି ପୋଷ୍ଟ ପରଠୁ ତାଙ୍କୁ…

ଦୈନିକ ୨୫ ଲକ୍ଷ କୋଭିଡ୍‌ ଟେଷ୍ଟ ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବୁଧବାର କହିଛନ୍ତି ଯେ ଦୈନିକ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟିଥିବାରୁ ସରକାର ଦିନକୁ ୨୫ ଲକ୍ଷ କୋଭିଡ୍‌ ଟେଷ୍ଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ "ଗତକାଲି ଆମେ ଭାରତରେ ୨୦ ଲକ୍ଷରୁ ଅଧିକ…

ପ୍ରାଇଭେସି ପଲିସି ପ୍ରତ୍ୟାହାର ନେଇ ହ୍ୱାଟ୍‌ସ ଆପ୍‌କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍‌ସ ଆପ୍‌କୁ ଏହାର ନ୍ୟୁ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଆଇଟି ମନ୍ତ୍ରଣାଳୟର କହିବା ଅନୁଯାୟୀ ଯେ ହ୍ବାଟ୍‌ସ ଆପ୍‌କୁ ଗୋପନୀୟତା ନୀତିରେ ପରିବର୍ତ୍ତନ ଏବଂ ଉକ୍ତ…

ନିଜ ସରକାରୀ ବାସଭବନକୁ କୋଭିଡ୍‌ କେୟାର୍‌ ସେଣ୍ଟର କଲେ ତେଜସ୍ୱୀ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବୁଧବାର ତାଙ୍କ ସରକାରୀ ବାସଭବନକୁ କୋଭିଡ୍‌ କେୟାର ସେଣ୍ଟରରେ ପରିଣତ କରିଛନ୍ତି। ଶ୍ରୀ ଯାଦବ ତାଙ୍କ ବ୍ୟକ୍ତିଗତ ପାଣ୍ଠିରୁ ପାଟନାରେ ଏହି କେନ୍ଦ୍ର ସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ସମସ୍ତ ଆବଶ୍ୟକୀୟ ଚିକିତ୍ସା…

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ; କଟକଣା ସତ୍ତ୍ବେ କଲେ ମନ୍ଦିର ପରିଦର୍ଶନ

କର୍ଣ୍ଣାଟକ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଉଛି। କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେଉଛି। ଆନ୍ତଃରାଜ୍ୟ ଭ୍ରମଣ ତଥା ଧାର୍ମିକ ସ୍ଥାନ ପରିଦର୍ଶନ ଉପରେ ମଧ୍ୟ କଡା କଟକଣା ଜାରି କରାଯାଇଛି। ଏହା ଭିତରେ…

କରୋନାରେ ଆଖି ବୁଜିଲେ ଓଡ଼ିଆ ଆଇଏଏସ୍ ଅଫିସର

ନୂଆଦିଲ୍ଲୀ: କରୋନା ନେଲା ଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜୀବନ । କେରଳ କ୍ୟାଡର ବରିଷ୍ଠ ଆଇଏଏସ୍ ଏଡଓ୍ୱିନ୍ କୁଳଭୂଷଣ ମାଝୀ କରୋନାରେ ଆଖି ବୁଜିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ୧୯୮୯ ବ୍ୟାଚ୍ କେରଳ କ୍ୟାଡର…

କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା

ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍‌ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କ୍ରୟ କରିବାରେ ସକ୍ଷମ…