Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ରାଜୀବ ପଲ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେଲି ଆକ୍ଟର ରାଜୀବ ପଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୫୦ ବର୍ଷୀୟ ଅଭିନେତା ରାଜୀବ ମେ ୭ରେ…

ବିହାରରେ ଆସନ୍ତା ୨୫ ଯାଏ ପୁଣି ବଢିଲା ଲକ୍‌ଡାଉନ

ପାଟନା: କରୋନା ମହାମାରୀ ସଙ୍କଟ ମଧ୍ୟରେ ବିହାର ସରକାର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନେଇ ଘୋଷଣା କରିଛନ୍ତି। ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି।…

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।…

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

କର୍ଣ୍ଣାଟକ: ବୟସ ୧୦୩ । ପରିଚୟ ଏଚ୍‌.ଏସ୍ ଦୋରସ୍ୱାମୀ । ଦିନେ ଏହି ଗାନ୍ଧିବାଦୀ ଦେଶର ସ୍ୱାଧିନତା ପାଇଁ ସଂଗ୍ରାମ କରିଥିଲେ । ତେବେ ଗତକାଲି ଏହି ସ୍ୱାଧିନତା ସଂଗ୍ରାମୀ କରୋନା ସହ ଲଢି ବିଜୟୀ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇ ଦୋରସ୍ୱାମୀ ଗତ ଶୁକ୍ରବାର ବେଙ୍ଗାଳୁରୁର ଶ୍ରୀ ଜୟଦେବା…

ଘୁଞ୍ଚିଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୟୁପିଏସ୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ହେବାର ଥିଲା। ଏବେ ଏହାକୁ ଅକ୍ଟୋବର ୧୦କୁ…

[ଭିଡିଓ] ପୋଲିସ ମାଡରୁ ବର୍ତ୍ତିବା ଲାଗି ଚମତ୍କାର ଉପାୟ

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କର୍ଣ୍ଣାଟକ ଉଡୁପିର ଜଣେ ସାଇକଲ ଆରୋହୀ ଚର୍ଚ୍ଚାରେ ରହିଛନ୍ତି । ତେବେ ସାଇକଲ ଚାଳନା ନୁହେଁ ବରଂ ପୋଲିସ ମାଡରୁ ବର୍ତ୍ତିବା ପାଇଁ ତାଙ୍କ ରକ୍ଷା କବଚ ଖୁବ ଚର୍ଚ୍ଚା ସାଉଣ୍ଟିଛି । କର୍ଣ୍ଣାଟକ ଉଡୁପିର ଜଣେ…

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।…

ଭାରତ ବାୟୋଟେକ୍‌ର ୫୦ କର୍ମଚାରୀ କରୋନା ପଜିଟିଭ

ହାଇଦ୍ରାବାଦ: ଭାରତ ବାୟୋଟେକ୍‌ କମ୍ପାନୀର ୫୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ନିର୍ଦ୍ଦେଶକ ଇଲାଙ୍କ ଟ୍ବଟ୍‌ରେ କୁହାଯାଇଛି ଯେ କୋଭିଡ କାରଣରୁ ଆମର ୫୦…

ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ! ଆରବ ସାଗରରେ ଖୁବଶୀଘ୍ର ଦାନା ବାନ୍ଧିବ

ନୂଆଦିଲ୍ଲୀ: ଆରବ ଆଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ପାଣିପାଗ ସଂସ୍ଥା । ଏବେ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆମାଗୀ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ…

ମହାମାରୀରୁ ବି ଲାଭ କମାଉଛି ଚୀନ !

ବେଜିଂ: କରୋନା ମହାମାରୀରୁ ମୁକିଳିବା ପାଇଁ ସାରା ବିଶ୍ୱ ଏକତ୍ର ହେଉଥିବା ବେଳେ ଚୀନ କିନ୍ତୁ ଏଥିରୁ ବାଦ୍ ପଡିଛି । ବିପତି ବେଳେ କିଭଳି ଅଧିକ ଲାଭ ଆଦାୟ କରାଯାଇ ପାରିବ ସେ ନେଇ ମୁଣ୍ଡ ଖେଳାଉଛି । ଚୀନ କୋଭିଡ ସହ ଜଡିତ ସାମଗ୍ରୀର ଦାମ ୨ଗୁଣା ବୃଦ୍ଧି କରିଛି । ସପ୍ଲାୟ ଚେନ୍ ଖୋଲା ରହିଲେ…