Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁସ୍ଥ ହୋଇ ତିହାର ଜେଲକୁ ଫେରିଲେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ

ମୁମ୍ବାଇ: କରୋନା ସଂକ୍ରମିତ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ସୁସ୍ଥ ହୋଇ ତିହାର ଜେଲକୁ ଫେରିଛନ୍ତି । ସେଠାରେ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ୨୫ ଏପ୍ରିଲରେ କରୋନାରେ ଆକ୍ରାନ୍ତ ହୋଇଥିବା ଛୋଟା ରାଜନକୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ…

କରୋନା ଭୂତାଣୁ ପାଇଁ ରକ୍ଷା କବଚ ସାଜିବ ମାସ୍କ!

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ରକ୍ଷା କବଚ ସାଜିବ ମାସ୍କ। ଏମିତି ଏକ ଦାବି ଆଣିଛନ୍ତି ବେଙ୍ଗଲର ପୁର୍ବ ବର୍ଦ୍ଧମାନ ଜିଲ୍ଲାର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଦିଗନ୍ତିକା ବୋଷ। କହିଛନ୍ତି ସେ ଉଦ୍ଭାବନ କରିଥିବା ମାସ୍କ କରୋନାଭାଇରସକୁ ଦମନ କରିବାରେ ସାହାଯ୍ୟ କରିବ। ତାଙ୍କ ମାସ୍କ ମୁମ୍ବାଇର…

ରୁଷିଆର ଏକ ସ୍କୁଲରେ ଗୁଳିକାଣ୍ଡ: ୧୩ ମୃତ, ପୋଲିସ ଗୁଳିରେ ଟଳିଲେ ୨ ଆତଙ୍କୀ

କାଜାନ: ରୁଷର କାଜାନ ସହରର ଏକ ସ୍କୁଲରେ କେତେକ ଆତତାୟୀ ପ୍ରବେଶ କରି ଗୁଳି ଚାଳନା କରିବା ଫଳରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆତତାୟୀ ଗୁଳି ଚାଳନା କରିବା ବେଳେ ଭୟରେ ୨ଜଣ ଛାତ୍ର ତୃତୀୟ…

ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଭୂତାଣୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଗବେଷଣାରୁ ଜଣାଯାଇଛି ଯେ, O ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ଭୂତାଣୁ ଦ୍ୱାରା କମ୍ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ…

କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଉଛନ୍ତି ଆସ୍ଥମା ରୋଗୀ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସମସ୍ତଙ୍କ ମନୋବଳକୁ ଧ୍ୱସ୍ତ କରିଛି । ଅକ୍ସିଜେନ୍‌, ଔଷଧ ଓ ହସ୍ପିଟାଲରେ ବେଡ୍ ଅଭାବ ଅନେକ ଲୋକଙ୍କର ବଂଚିବା ଆଶାକୁ କ୍ଷୀଣ କରିଦେଇଛି । ତେବେ ଦେଶରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତା ଦୃଷ୍ଟିକୋଣରୁ ସାହାସ ବାଣ୍ଟୁଛନ୍ତି ।…

ତେଲେଙ୍ଗାନାରେ ଆସନ୍ତାକାଲିଠୁ ୧୦ ଦିନ ଯାଏ ଲକ୍‌ଡାଉନ

ତେଲେଙ୍ଗାନା: କରୋନାର ଦ୍ୱିତୀୟ ତରଙ୍ଗ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ତେଲେଙ୍ଗାନା ସରକାର ବୁଧବାରଠୁ ୧୦ ଦିନ ଯାଏ ପୁଣି ଥରେ ଳକ୍‌ଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ମେ ୧୨ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ଲାଗୁ ହେବ।…

ଏହି ରାଜ୍ୟରେ ମେ ୧୪ରୁ ୨୧ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ନାଗାଲାଣ୍ଡ: କୋଭିଡ-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ନାଗାଲାଣ୍ଡ ସରକାର ମଙ୍ଗଳବାର ଦିନ ମେ ୧୪ ରୁ ମେ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ଜଣେ ସରକାରୀ ମୁଖପାତ୍ର ସୂଚନା…

କରୋନା ଆତଙ୍କ; ୨୦ ଦିନରେ ମଲେଣି ୬୪ ଜଣ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ନିକଟ ଏକ ଗ୍ରାମରେ ଗତ କିଛି ସପ୍ତାହ ହେବ ବହୁ ସଂଖ୍ୟାରେ କରୋନା ଜନିତ ମୃତ୍ୟୁ ହେଉଥିବା ଖବର ସାମ୍‌ନାକୁ ଆସିଛି। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। କିଛିଦିନ ତଳେ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ମହିଳା ଜଣଙ୍କ ତାଙ୍କ…

୧୦୧ ବର୍ଷ ବୟସରେ କେରଳ ପୂର୍ବତନ ମନ୍ତ୍ରୀ କେ.ଆର ଗୌରୀ ଅମ୍ମାଙ୍କ ପରଲୋକ

କେରଳ: କେରଳର ବରିଷ୍ଠ କମ୍ୟୁନିଷ୍ଟ ଲିଡର୍‌ ତଥା ସରକାରଙ୍କ ପ୍ରଥମ ନିର୍ବାଚିତ ସଦସ୍ୟ କେ.ଆର ଗୌରୀ ଅମ୍ମାଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ ଗୌରୀ ଅମ୍ମା ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୌରୀ ଅମ୍ମା…

ମନି ଲଣ୍ଡରିଂ ମାମଲା: ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ମଙ୍ଗଳବାର ଇଡି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଅର୍ଥ ହେର୍‌ଫେର୍‌ କାରବାରରେ ମାମଲା ରୁଜୁ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏହି ମାମଲା ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ପଞ୍ଜୀକୃତ ହୋଇଛି ବୋଲି…