Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଦେଶରେ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ଦୁବାଇ: କରୋନା ଟିକା ନେଇ ୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଭାରତ ନିର୍ମିତ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଚାଇନାର ସିନୋଫାରମ୍‌ ଟିକା ନେଇଥିଲେ। ଏଭଳି ଏକ ଅସନ୍ତୋଷପୂର୍ଣ୍ଣ ଖବର ଆସିଛି ସେଚେଲ୍ସରୁ।…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଡେଲ୍‌ଟା ଭାରିଆଣ୍ଟକୁ ଶକ୍ତିହୀନ କରୁଛି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ସିଙ୍ଗଲ୍‌ ଡୋଜ ଟିକା; ରିପୋର୍ଟ

ନ୍ୟୁଜର୍ସି: ଜନସନ ଆଣ୍ଡ ଜନସନର ସିଙ୍ଗଲ ସଟ୍‌ ଟିକା କରୋନାର ଦ୍ରୁତ ବିସ୍ତାରିତ ଡେଲ୍‌ଟା ଭାରିଆଣ୍ଟକୁ ଶକ୍ତିହୀନ କରୁଛି। ଏ ନେଇ ଗୁରୁବାର ଏକ ଅଧ୍ୟୟନ ପରେ ଜନସନ ଆଣ୍ଡ ଜନସନ ଘୋଷଣା କରିଛି। ତଥ୍ୟ ଅନୁଯାୟୀ ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ସଟ ଟିକା ଡେଲ୍‌ଟା ଭାରିଆଣ୍ଟ ବି‌ରୁଦ୍ଧରେ…

କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାସହିତ, ଶୁକ୍ରବାର ଦିନ ଭାରତ ବିଶ୍ୱର ତୃତୀୟ ଦେଶ ହୋଇପାରିଛି ଯେଉଁଥିରେ ଆମେରିକା ଏବଂ ବ୍ରାଜିଲ ପରେ କୋଭିଡ-୧୯ କାରଣରୁ ମୋଟ ୪ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଦେଶରେ…

[ଭିଡିଓ] ବିବାହ ଦିନ ନବବିବାହିତା ଦେଖାଇଲେ ମାର୍ସଲ୍ ଆର୍ଟସ୍ ଷ୍ଟଣ୍ଟ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା କିଛି ସହଜ କଥା ନୁହେଁ । ଏଥିପାଇଁ ଟ୍ୟାଲେଣ୍ଟ କିମ୍ବା ଭାଗ୍ୟର ସାଥ୍ ନିହାତି ଜରୁରୀ । ବେଳେବେଳେ ଅଜାଣତରେ ବି ଅନେକ ଘଟଣା ଓ ବ୍ୟକ୍ତି ଭାଇରାଲ୍ ହୋଇଥାନ୍ତି । ହେଲେ ଏଠି ଆମେ ଜଣେ ନବବିବାହିତାଙ୍କ କଥା ଉଲ୍ଲେଖ କରିଛୁ । ଯିଏ କି ନିଜ ବିବାହ…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବାବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି ।…

କରୋନାର ଦ୍ବିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା କବଳରେ ଡାକ୍ତର । କରୋନାର ଶିକାର ପାଲଟିଛନ୍ତି ଜୀବନ ରକ୍ଷା କରୁଥିବା ଡାକ୍ତର । କେବଳ ଦ୍ବିତୀୟ ଲହରରେ ଗଲାଣି ଭାଇରସ ନେଲାଣି ୮୦୦ ଡାକ୍ତରଙ୍କ ଜୀବନ । ମୋଟା ମୋଟି ଭାବେ କହିବାକୁ ଗଲେ, ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ କିଲର କରୋନା ନେଇଛି ଦେଢ଼ ହଜାରରୁ…

କୋଭାଶିଲ୍ଡକୁ ୭ ୟୁରୋପିଆନ୍ ଦେଶ ଦେଲେ ଗ୍ରୀନପାସ୍‌

ନୂଆଦିଲ୍ଲୀ: ଭାରତୀୟ ଟୀକାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଉ ନ ଥିବାରୁ ସରକାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭାଶିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି…

ଆଜିଠୁ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମରେ ଲଗାମ ଲାଗୁନି । ଆଜି ବଢ଼ିଛି ଏଲପିଜି ଦାମ୍ । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ…