Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିନ୍ଦୁସ୍ତାନୀ ଭାଉକୁ ମହଙ୍ଗା ପଡିଲା ଭାଇଗିରି !

ମୁମ୍ବାଇ: ଅନ୍‌ଲାଇନରେ ଅନର୍ଗଳ ଅସ୍ରବ୍ୟ ଭାଷା । ମନରେ ଭାରତ ପ୍ରତି ଅଗାଢ ପ୍ରେମ । ହେଲେ ଏବେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ବିକାଶ ଫାକଟ୍ ଓରଫ ହିନ୍ଦୁସ୍ତାନୀ ଭାଉ । କୋଭିଡ୍‌-୧୯ କଟକଣା ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଥାନାରେ ଅଟକ…

ହିନ୍ଦୁ ରାଓ ଡାକ୍ତରଖାନାରୁ ଲୁଚି କରି ପଳାଇ ଗଲେ ୨୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ମାତ୍ର କେତେକଙ୍କ ଦାୟିତ୍ୱ ହୀନତା ଯୋଗୁ କରୋନା ସହଜରେ ଆମକୁ ଛାଡି ଯାଉ ନାହିଁ । ଶନିବାର ଉତର ନଗର ନିଗମ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ଡାକ୍ତରଖାନାରୁ ୨୩ କରୋନା ସଂକ୍ରମିତ ଲୁଚି…

କୋଭିଡ୍‌ ରିଲିଫ୍‌ ପାଇଁ ୩.୫ କୋଟିରୁ ଅଧିକ ସଂଗ୍ରହ କଲେଣି ବିରୁଷ୍କା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଘୋଷଣା କରିଛନ୍ତି ଯେ ସେମାନେ କୋଭିଡ-୧୯ ରିଲିଫ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିଜେ ୨ କୋଟି ଟଙ୍କା ଦାନ କରିବା ପରେ ସେମାନେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ମହାମାରୀ ସହ ଲଢିବାରେ…

କରୋନା ମୁକାବିଲା; କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ବେଡ୍‌ ଦେଲେ ନିର୍ମାତା ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଦିଲ୍ଲୀର ଗୁରୁ ତେଗ ବାହାଦୂର କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ଶଯ୍ୟା ଦାନ କରିଛନ୍ତି। କୋଭିଡ-୧୯ ରିଲିଫ କାର୍ଯ୍ୟରେ ସେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଭାବେ ସାମିଲ୍‌ ହୋଇଛନ୍ତି। ଏହାସହିତ ସେ ଅନ୍ୟାନ୍ୟ ଚିକିତ୍ସା ସୁବିଧା…

କୋଭିଡ୍‌ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ: କରୋନା ରୋଗୀମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ବର୍ଗର କୋଭିଡ୍‌ ଡାକ୍ତରଖାନା କରୋନା ରୋଗୀଙ୍କ ଆଡ୍‌ମିଶନ ଏବଂ ଚିକିତ୍ସା ବ୍ୟବସ୍ଥାରେ ସୁବିଧା ଆଣିବା ଜାତୀୟ ନୀତିରେ ସଂଶୋଧନ କରିଛି। ସଂଶୋଧିତ ନୀତି ଅନୁଯାୟୀ,…

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍…

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଆନ୍ତୁ ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ସାମ୍ପ୍ରତିକ କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଆମ ଶରୀରକୁ କରୋନାଭାଇରସ ପ୍ରଭାବରୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କେଉଁ…

ଏଣିକି କରୋନା ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ନଗଦ ଦେୟ ଗ୍ରହଣ କରିପାରିବେ ସରକାରୀ ଡାକ୍ତରଖାନା, ନର୍ସିଂହୋମ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଶୁକ୍ରବାର ଦିନ ବିଜ୍ଞପ୍ତି ଜାରି କରି ଡାକ୍ତରଖାନା ଏବଂ ନର୍ସିଂହୋମକୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ନଗଦ ଦେୟ ଗ୍ରହଣ କରିବାକୁ ଅନୁମତି ଦେଇଛି। ବିଜ୍ଞପ୍ତି ଅନୁଯାୟୀ, ରୋଗୀଙ୍କୁ…

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍…

ଆନ୍ଧ୍ରପ୍ରଦେଶ: ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ; ୧୦ ମୃତ

ଆନ୍ଧ୍ରପ୍ରଦେଶ: ଶନିବାର ସକାଳେ ଆନ୍ଧ୍ରପ୍ରଦେଶର କାଡାପାଠାରେ ଏକ ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ରହିଛି। ଏହି ଘଟଣା କାଲାସାପଡୁ ବ୍ଲକର ମାମିଲାପାଲି ଗ୍ରାମରେ ଘଟିଛି। ଏହି ଘଟଣା ସମୟରେ ଅତି କମରେ ୪୦…