Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ, ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ହାଇଦ୍ରାବାଦ: ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତେଲଙ୍ଗାନାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି । ତେଲଙ୍ଗାନାକୁ ଏହି ଅନୁମତି ଏକ ବର୍ଷ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଦିଆଯାଇଛି । ତେବେ, ଡ୍ରୋନରେ ଭ୍ୟାକ୍ସିନ୍ ଡେଲିଭରୀ…

ଆସନ୍ତା ୧୦ରୁ ଦୁଇ ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

ଚେନ୍ନାଇ: କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏବେ ତାମିଲନାଡୁ ସରକାର ରାଜ୍ୟରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ତାମିଲନାଡୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ…

ଏହି ସମୟ ଯାଏଁ ବନ୍ଦ ରହିବ ଏସବିଆଇର ଅନଲାଇନ୍ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ: ଦେଶରେ 'ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ' (ଏସବିଆଇ)ର ଅନଲାଇନ୍ ସେବା ୮ ତାରିଖ ବିଳମ୍ବିତ ରାତି ଯାଏ ପ୍ରଭାବିତ ରହିବ। ବ୍ୟାଙ୍କ ଏହାର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟ୍ କାର୍ଯ୍ୟ କରିବ। ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ହେତୁ ସେମାନଙ୍କର ଡିଜିଟାଲ ବ୍ୟାଙ୍କିଙ୍ଗ ସେବା…

ଦେଶରେ ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା, ୪ ଲକ୍ଷ ତଳକୁ ଖସୁନି ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ଡେଥ୍ କେସ୍ ତିନି ହଜାରରୁ ଏବେ ଚାରି ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ପ୍ରଥମ ଥର ୪ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ମହାମାରୀରେ ୪ହଜାର ୧୮୭ ଆକ୍ରାନ୍ତଙ୍କ ଜୀବନ ଯାଇଛି ।…

ଦକ୍ଷିଣ ଆଫ୍ରିକାରେ ମିଳିଲା ୭୮୦୦୦ ବର୍ଷ ତଳର କବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କେନିୟାର ଏକ ଗୁମ୍ଫାରେ ୭୮୦୦୦ ବର୍ଷ ତଳର ଏକ କବର ମିଳିଛି । ଯାହାକୁ ଆଫ୍ରିକାର ସବୁଠାରୁ ପୁରୁଣା କବର ଭାବେ ବିବେଚନା କରାଯାଇଛି । ଏଥିରେ ଗୋଟିଏ ଛୋଟ ପିଲାର ଶବର ପାଦ ଏବଂ ଛାତିକୁ ମୋଡିକରି ପୋତା ଯାଇଥିଲା । ପିଲାଟି ପୁଅ କିମ୍ବା ଝିଅ ତାହା ସ୍ପଷ୍ଟ…

ରବିବାରରୁ ଗୋଆରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ : ଦେଶରେ ଦିନକୁ ଦିନ ବଢୁଛି ମହାମାକରରୀ କରୋନାର ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ସାଙ୍ଗକୁ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ କିପରି ସଂକ୍ରମଣକୁ ରୋକାଯିବ ସେଥିପାଇଁ ଅନେକ ରାଜ୍ୟରେ ଲାଗୁ ହେଲାଣି ଲକଡାଉନ୍ । ଏବେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଗୋଆରେ…

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର…

କିଏ ରାଗି କରି କହିଲେ ରାକ୍ଷସୀ ମମତା ତୁମ ଅନ୍ତର ସମୟ ଆସିଗଲା

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ ରଙ୍ଗନା ରାନାୱତ ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବାରୁ ରାଗି ଯାଇଛନ୍ତି । ସେ ଲେଖିଛନ୍ତି ବିଡମ୍ବନା ଏହା କି ରକ୍ତର ହୋଲୀ ଖେଳୁଥିବା ରାକ୍ଷସୀ ମମତା ମୋତେ ତାଙ୍କ କ୍ଷମତା ଦେଖାଉଛନ୍ତି । ହତ୍ୟାକାରୀ ମୋତେ କମ୍ୟୁନାଲ ୱାଇଲ୍ଡସ କହୁଛି ।…

ଟ୍ରେନ୍ ଯାତ୍ରା ପାଇଁ ରେଳବାଇ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍

ଭୁବନେଶ୍ବର : ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ବା ଏସଓପି ଜାରି କରିଛି ରେଳ ମନ୍ତ୍ରଣାଳୟ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ…

ପୃଥିବୀ ଉପରେ ଖସିପାରେ ଚୀନ ରକେଟର ବଡ଼ ଭଗ୍ନାଂଶ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଭଗ୍ନାଂଶ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଯାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏହି ଭଗ୍ନାଂଶ ପୃଥିବୀ ଉପରେ ଖସିପାରେ । ତେବେ ଭଗ୍ନାଂଶ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଖସିବ ତାହା ସ୍ପଷ୍ଟ ହୋଇନାହିଁ । ଚୀନ୍ ଏପ୍ରିଲ ୨୯ରେ ଚୀନ ରକେଟ୍ ୫ବିର ଉତକ୍ଷେପଣ…