Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ କରୋନା ତାଣ୍ଡବ ରଚିଥିଲା !

ସିଡନୀ: ଏବେ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚୁଛି । ତେବେ ଏହି ମହାମାରୀ ୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ ତାର କରାଳ ରୂପ ଦେଖାଇ ସାରିଛି ବୋଲି ଅଷ୍ଟ୍ରେଲିଆ ଗବେଷକମାନେ ଦାବୀ କରିଛନ୍ତି । ସେ ସମୟର ଲୋକଙ୍କ ଡିଏନଏ ପରୀକ୍ଷା ବେଳେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଚୀନ, ଜାପାନ,…

ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ଡେଲ୍‌ଟା ଭାରିଆଣ୍ଟ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମସ୍ତ ପ୍ରକାର ଭାରିଆଣ୍ଟ ମଧ୍ୟରେ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଛି। ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା ଏହି ଡେଲ୍‌ଟା ଭାରିଆଣ୍ଟ…

ଡରାଉଛି ଡେଲ୍ଟା ଭ୍ୟାରିଆଣ୍ଟ, ବଢ଼ିଲା ବ୍ରିଟେନବାସୀଙ୍କ ଚିନ୍ତା

ବ୍ରିଟେନ୍ : ଡରାଇଲାଣି ଡେଲଟା ଭ୍ୟାରିଆଣ୍ଟ । ବ୍ରିଟେନରେ ମାମଲା ବଢୁଥିବାରୁ ଲୋକଙ୍କ ଚିନ୍ତାରେ ବଢ଼ାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ଗତ ସପ୍ତାହରେ ଦେଶରେ ୩୫ ହଜାରରୁ ଡେଲଟା ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଯାଏଁ…

ମହାରାଷ୍ଟ୍ରରେ ଭୟ ବଢ଼ାଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭୟ ବଢ଼ାଇଲାଣି ଡେଲ୍ଟା ପ୍ଲସ ଭାରିଆଣ୍ଟ । ସାରା ଦେଶରୁ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୫୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୨ ଜଣ ସଂକ୍ରମିତ । ଏଭଳିସ୍ଥିତିରେ ରତ୍ନାଗିରିରୁ ଜଣେ ୮୦…

ତାମିଲନାଡୁରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଆଉ ଜଣେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଛି। ମଦୁରାଇର ଜଣେ ବ୍ୟକ୍ତି ନୂଆ ଡେଲଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।…

ଜୁଲାଇ ସୁଦ୍ଧା ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ମାସରେ ଆଉ ଏକ ବିଦେଶୀ ଟିକା ଭାରତ ଆସିପାରେ। ଜନସନ ଆଣ୍ଡ ଜନସନ ଟିକା ଜୁଲାଇ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ। ଏହାର ଗୋଟିଏ ଡୋଜ ଟିକା ଭାରତରେ ୨୫ ଡଲାର ରହିବ ବୋଲି ସୂଚନା ମିଳିଛି। ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ ହୋଇଥିବା କରୋନା ଟିକା ଚଳିତ ବର୍ଷ ଜୁଲାଇ…

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶରେ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିକଟକ୍ ଦେଶରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା…

ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

ଗରିବ ଦେଶରେ ଟିକା ଅଭାବ; ବଢୁଛି ସଂକ୍ରମଣ ଡେଲଟା ଭାଇରସ ସହ ମୁକାବିଲା ପ୍ରଭାବିତ ହେବ ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ…

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ…

ନକଲି ଟିକା ନେଇ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

କୋଲକାତା: ନକଲି ଟିକା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ। ଏକ ଶିବିରରେ ନକଲି କରୋନା ଟିକା ନେବା ପରେ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନକଲି ଟିକାକରଣର ଚାରି ଦିନ ପରେ ସାଂସଦ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କୁ…