Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ। ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି…

ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍‌ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ସୂଚନା ଅନୁଯାୟୀ ରୁଟିନ ଚେକ୍‌ଅପ୍‌ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରି ଏହା କହିଛନ୍ତି।…

ପଶ୍ଚିମବଙ୍ଗ ଜନାଦେଶ: ସକାଳ ୧୦ ସୁଦ୍ଧା ଗଣତିରେ ଆଗରେ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ବାଜି ଜିତିବ କିଏ ? ଇଭିଏମ୍ ପେଡ଼ି ଖୋଲିଛି । ଜନମତର ଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗରେ ରହିଛି ତୃଣମୂଳ କଂଗ୍ରେସ । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡରେ ଟିଏମସି ୧୩୯ଟି ଆସନରେ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ୧୧୫ଟି ଆସନରେ ଆଗରେ ରହିଛ୍ତି ।…

ଥମୁନି କରୋନା ମୃତ୍ୟୁର ବିଭୀଷିକା: ଆଜି ଦେଶରୁ ୩ହଜାର ୬୮୯ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ଅଧିକ ଜୀବନ ନେଉଛି । କ୍ରମାଗତ ପଞ୍ଚମ ଦିନରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହରୁ କମୁନି । ଆଜି ମହାମାରୀରେ ଆଉ ୩ହଜାର ୬୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ଏଯାଏ କରୋନାରେ ପ୍ରାଣ ହରାଇଲେଣି ୨ଲକ୍ଷ ୧୫ହଜାର ୫୪୨ ଜଣ ।…

ଖୋଲିଲା ଇଭିଏମ୍ ପେଡ଼ି: ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ: ଆଜି ଫୈସଲାର ଦିନ । ଜନାଦେଶ କାହା ସପକ୍ଷରେ ଯିବ । ଖୋଲିଲା ଇଭିଏମ୍ ପେଡ଼ି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନର ଆସିବ ଫଳାଫଳ । ସକାଳ ୮ଟାରୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । କୋଭିଡ୍…

ପ୍ରେସରରେ ପୁନାୱାଲା, କହିଲେ ‘ଭ୍ୟାକ୍ସିନ୍ ପାଇଁ ଆସୁଛି ଧମକପୂର୍ଣ୍ଣ କଲ୍’

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ…

ଜୁନ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ୨୧.୫ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଆସିବ । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲିଖିତ ପରୀକ୍ଷାକୁ ବାତିଲ୍ କରିଥିଲା…

ରିଲାଏନ୍ସର ମିଶନ ଅକ୍ସିଜେନ୍: ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି…

ମୁମ୍ବାଇ: ସମଗ୍ର ଭାରତ କୋଭିଡ୍ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାମ୍ପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ…

ପୁଣି ସପ୍ତାହେ ଲାଗି ଲକଡାଉନ୍ ବଢ଼ାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୨୫ ହଜାର ତଳକୁ ଖସୁ ନାହିଁ । ଦୁଇ ଥରରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍ ସତ୍ତ୍ୱେ ସଂକ୍ରମଣ ହ୍ରାସ୍ ପାଉନାହିଁ । ଫଳରେ ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ଲାଗି ବଢ଼ାଇ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…