Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ: କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି ବୋଲି ରବିବାର ସୂତ୍ରରୁ ପ୍ରକାଶ। ଏ ନେଇ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ତେବେ ଆଗକୁ ସୁଶୀଲଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି…

ରେମ୍‌ଡେସିଭିର୍ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ବର୍ଦ୍ଧିତ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲାଗିଛି । ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏ ରପ୍ତାନୀ ବନ୍ଦ ନେଇ ଜାରି…

ସୁପ୍ରିମକୋର୍ଟରେ କରୋନା: ଭର୍ଚୁଆଲରେ ଶୁଣାଣି କରିବେ ବିଚାରପତି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସୁପ୍ରିମକୋର୍ଟର ବହୁ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହାପରେ ବିଚାରପତିମାନେ ଘରୁ ଭର୍ଚୁଆଲରେ ଶୁଣାଣି କରିବେ । ଘରୁ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ପରିସର ସହ ବିଭିନ୍ନ…

ଚିନ୍ତା ବଢ଼ାଉଛି ଦୈନିକ କରୋନା ସଂକ୍ରମଣ; ୧,୬୮,୯୧୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୬୮ ହଜାର ୯୧୨ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭କୁ ବୃଦ୍ଧି ପାଇଛି ।…

ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅନଲାଇନ ଆଲୋଚନାଚକ୍ର

ନ୍ୟୁୟର୍କ : ଭାରତୀୟ କନସୁଲେଟ , ମିଲନ ସାଂସ୍କୃତିକ ସଂଘ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ 'ବ୍ୟବସାୟ ପାଇଁ ଓଡ଼ିଶାରେ ମହଜୁଦ ଆକର୍ଷକ ସୁଯୋଗ ଓ ପ୍ରୋତ୍ସାହନକୁ ପରଖିବା' ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଉପଲବ୍ଧ ଖଣିଜ…

ୟୁରୋପରେ ହାଇ ଆଲର୍ଟ ପରିସ୍ଥିତି: ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ପାଇଁ ରୁଷିଆର ପ୍ରସ୍ତୁତି

ନୂଆଦିଲ୍ଲୀ:ରୁଷିଆ ଏବଂ ୟୁକ୍ରେନ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଫଳରେ ୟୁରୋପରେ ହାଇ ଆଲର୍ଟ ଭଳି ସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ରୁଷିଆର ସମସ୍ତ ସୀମାରେ ସୈନିକ ନିୟୋଜିତ କରିବା ସହ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାଧୁନିକ ସାମଗ୍ରୀ…

ଭାରତକୁ ମିଳିପାରେ ଆଉ ୫ଟି କରୋନା ଟିକା

ନୂଆଦିଲ୍ଲୀ : କରୋନା ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଭାରତକୁ ମିଳିପାରେ ଆଉ ୫ଟି ଭ୍ୟାକ୍ସିନ । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ଟି କରୋନା ଭ୍ୟାକ୍ସିନ ମିଳିବାର ସମ୍ଭାବନା ରହିଛି । ଏହି ଭ୍ୟାକ୍ସିନ ମିଳିବା ଦ୍ବାରା କରୋନା ଟିକାର ଅଭାବକୁ ପୂରଣ…

ଛତିଶଗଡ଼ ପୋଲିସକୁ ସଫଳତା

କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।…

ରାହୁଲ ଦ୍ରାବିଡଙ୍କ ଭାଇରାଲ୍‌ ଆଡ୍‌ ଜରିଆରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ମୁମ୍ବାଇ ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ରାହୁଲ ଦ୍ରାବିଡ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ଦ୍ରାବିଡ ନିକଟରେ ଏକ କ୍ରେଡିଟ କାର୍ଡ ପେମେଣ୍ଟ ଆପ ପାଇଁ ଏକ ବିଜ୍ଞାପନରେ ପ୍ରଦର୍ଶନ କରିଥିଲେ। ନିଜ ଶାନ୍ତ ବ୍ୟବହାର ପାଇଁ ଜଣାଶୁଣା ଥିବା…

ନିଲମ୍ବିତ ପୋଲିସ ଅଧିକାରୀ ସଚିନ୍ ୱା‌ଜେଙ୍କ ସହଯୋଗୀ ରିୟାଜ କାଜୀଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଏବଂ ଏସୟୁଭି ଜବତ ମାମଲାରେ ଏନଆଇଏ ନିଲମ୍ବିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ୱା‌ଜେଙ୍କ ସହଯୋଗୀ ପୋଲିସ ଅଧିକାରୀ ରିୟାଜ କାଜୀଙ୍କୁ ଗିରଫ କରିଛି। ସହକାରୀ ପୋଲିସ ଇନ୍ସପେକ୍ଟର (ଏପିଆଇ) କାଜୀଙ୍କୁ ରବିବାର…